• Latest
  • Trending
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

Oct-21-2025 01:20 PM IST
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

Mar-19-2026 05:04 PM IST
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

Mar-19-2026 04:10 PM IST
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

Mar-19-2026 02:55 PM IST
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି

Mar-19-2026 02:30 PM IST
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ

Mar-19-2026 01:29 PM IST
https://odisha.newsroom.in/

ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ

Mar-18-2026 04:14 PM IST
https://odisha.newsroom.in/

କଟକ ବଡ ମେଡିକାଲ ନିଆଁକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ

Mar-18-2026 03:22 PM IST
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା

Mar-17-2026 05:13 PM IST
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର

Mar-16-2026 11:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Mar-16-2026 11:40 AM IST
  • About
  • Careers
  • Contact Us
Friday, March 20, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

by M M
Oct-21-2025 01:20 PM IST
in ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ
0
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ
493
SHARES
1.4k
VIEWS
Share on FacebookShare on Twitter

ସାରା ଦେଶରେ ଦୀପାବଳି ବହୁ ଧୁମଧାମରେ ପାଳନ କରାଯାଇଥିବା ବେଳେ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି ସଙ୍ଗୀନ ହୋଇପଡ଼ିଛି ।  ଗତକାଲି ରାତିରେ ବହୁ ସଂଖ୍ୟକ ଲୋକ ଆତସବାଜି ଫୁଟାଇ ଦୀପାବଳି ପାଳନ କରିଥିଲେ । ଯାହା ଫଳରେ ଦିଲ୍ଲୀର ବାୟୁ ବହୁତ ଖରାପ ହୋଇଯାଇଛି। ଆଜି ସକାଳେ ବାୟୁ ଗୁଣବତ୍ତା ବିପଦପୂର୍ଣ୍ଣ ବର୍ଗରେ ପହଞ୍ଚିଛି । ସକାଳ ୬ଟାରେ ସହରର ପ୍ରାୟ ସମସ୍ତ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ( AQI) ଅତ୍ୟନ୍ତ ବିପଦପୂର୍ଣ୍ଣ ବର୍ଗରେ ରେକର୍ଡ କରାଯାଇଥିଲା, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ବିପଦପୂର୍ଣ୍ଣ । ସେହିପରି ଦୀପାବଳି ପାଳନ ବେଳେ ବାଣ ଫୁଟାଇବାରୁ  ଭୁବନେଶ୍ୱର ଏବଂ କଟକରେ ବାୟୁ ପ୍ରଦୂଷଣ ସ୍ତର ବୃଦ୍ଧି ପାଇଛି। ବାଣ ଫୁଟାଇବା ଯୋଗୁଁ ପ୍ରବଳ ପ୍ରଦୂଷଣ ହେତୁ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ, ରାଜଧାନୀରେ AQI ୧୮୦ରେ ପହଁଚିଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବାୟୁ ପ୍ରଦୂଷିତ ହୋଇଯାଇଛି। ଲକ୍ଷ୍ମୀସାଗର ଅଞ୍ଚଳରେ AQI ୧୮୫ ରେକର୍ଡ କରାଯାଇଥିବା ବେଳେ, ବାପୁଜୀ ନଗର ଅଞ୍ଚଳରେ AQI ୧୭୪ ରେକର୍ଡ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାଧାରଣତଃ 150 ରୁ ଅଧିକ AQI କୁ unhealthy ବୋଲି ବିବେଚନା କରାଯାଏ। ଯଦି ବାୟୁମଣ୍ଡଳରେ ଧୂଳି କଣିକା ବୃଦ୍ଧି ପାଏ, ତେବେ ଶ୍ୱାସକ୍ରିୟା ସମସ୍ୟା ଏବଂ ଚର୍ମ ରୋଗ ହେବାର ସମ୍ଭାବନା ଥାଏ। 50 ଭିତରେ ଏକ୍ୟୁଆଇ ରହିଲେ ତାହାକୁ ଭଲ କୁହାଯାଏ । 100ରୁ ଅଧିକ ହେଲେ ତାହା ନିଶ୍ବାସନେବା ବେଳେ କଷ୍ଟ ହୁଏ । 200ରୁ ଅଧିକ ଏକ୍ୟୁଆଇ ରହିଲେ ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ AQI ଗମ୍ଭୀର ବର୍ଗରେ ଅଛି  ।  ବାୟୁ ଗୁଣବତ୍ତା ଅତ୍ୟନ୍ତ ପ୍ରଦୂଷିତ ହୋଇଯାଇଛି । ଆଜି ସକାଳୁ ଚାଣକ୍ୟ ପ୍ଲେସରେ ଏକ୍ୟୁଆଇ ସ୍ତର ୯୭୯ରେ ପହଞ୍ଚିଥିଲା ।  ଆନନ୍ଦ ବିହାର: 500 , ବାୱାନା: 427 , ୱାଜିରପୁର: 408 , ଆଲିପୁର: 408 , ଜାହାଙ୍ଗୀରପୁରୀ: 407 , ବୁରାରୀ କ୍ରସିଂ: 402  ,ଅଶୋକ ବିହାର: 391, ପଟେଲ ନଗର ୬୧୮, ରଞ୍ଜିତ ନଗର ୬୦୯, ପଞ୍ଜାବୀ ବାଗ ୫୧୯ ଏବଂ ହରି ନଗର ୫୧୮ ଥିଲା। ଏହି ସମସ୍ତ ଅଞ୍ଚଳରେ AQI ଅତ୍ୟନ୍ତ ଖରାପ ବର୍ଗରେ ରହିଛି ।  ୱାଜିରପୁରରେ ୪୦୮, ଜାହାଙ୍ଗୀରପୁରୀରେ ୪୦୧ ଏବଂ ବାୱାନାରେ ୪୧୭ AQI ରେକର୍ଡ କରାଯାଇଥିଲା । ଯାହା ଗମ୍ଭୀର ବର୍ଗରେ ଅନ୍ତର୍ଭୁକ୍ତ। ସ୍ୱାସ୍ଥ୍ୟ ବିଭାଗ  ପିଲା , ବୃଦ୍ଧ ଏବଂ ଅସୁସ୍ଥମାନଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଭୁବନେଶ୍ବରରେ ପ୍ରଶାସନ ଗତକାଲି  ଦୁଇଘଣ୍ଟା ବାଣଫୁଟାଇବାକୁ  ନିୟମ କରିଥିଲା । ଯାହାକୁ ଫୁ କରିଦେଲେ ଲୋକେ। ଭୁବନେଶ୍ବରରେ ରାତି ୯ଟା ପରେ ବି ଫୁଟିଲା ଢୋ ଢା। ଧୂଆଁମୟ ହୋଇଥିଲା ରାତିର ରାଜଧାନୀ ଆକାଶ।  ନିୟମକୁ ସାରା ରାଜ୍ୟରେ ଲାଗୁ କରିବାକୁ ପ୍ରଶାସନକୁ ଦିଆଯାଇଥିଲା ନିର୍ଦ୍ଦେଶ। କିନ୍ତୁ ସୋମବାର ଦୀପାବଳି ଉତ୍ସବ ପାଳନ ବେଳେ ଲୋକେ ଏହି ନିୟମକୁ ମାନିନାହାଁନ୍ତି ।

Share197Tweet123
M M

M M

ଆଜିର ପାଗ

Bhubaneswar
March 20, 2026, 4:51 AM
 
SSW
Overcast
24°C
1.1 m/s
Apparent: 30°C
Pressure: 1010 mb
Humidity: 90%
Winds: 1.1 m/s SSW
Windgusts: 8.5 m/s
UV-Index: 0
Precip.: 2.5mm /55% / Rain
Sunrise: 5:50 AM
Sunset: 5:57 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ  ଦେଲି

ନବୀନ କହିଲେ ସଂତୃପ୍ତଙ୍କୁ ଦେଲି, ବିବେକ କହିଲା ଦିଲ୍ଲୀପଙ୍କୁ ଦେଲି

March 19, 2026
ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ

March 19, 2026
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ

March 19, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom