• Latest
  • Trending
ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

Dec-16-2025 04:05 AM IST
odisha.newsroom.in

ହାଇକୋର୍ଟରେ ଚାଲିଥିଲା ଅନଲାଇନ୍ ଶୁଣାଣି…ହଠାତ ପ୍ଳେ ହେଲା ପର୍ଣ୍ଣ ଭିଡ଼ିଓ…

Apr-29-2026 03:46 PM IST
odisha.newsroom.in

ଅହଂକାରର ଲଢ଼େଇ : ୯୦ ବର୍ଷୀୟା ବୃଦ୍ଧାଙ୍କୁ ଆହୁରି ୨୦ ବର୍ଷ ଅପେକ୍ଷା କରିବାକୁ କହିଲେ ହାଇକୋର୍ଟ

Apr-29-2026 02:42 PM IST
odisha.newsroom.in

ପଶ୍ଚିମବଙ୍ଗରେ EVM ଜାଲିଆତି…ବିଜେପି ପ୍ରାର୍ଥୀଙ୍କ ନାଁ ଉପରେ କଳାପଟି !

Apr-29-2026 12:51 PM IST
odisha.newsroom.in

କେନ୍ଦୁଝର ଟ୍ରାଜେଡି…ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ତଲବ ପରେ RDC ତଦନ୍ତ ଆରମ୍ଭ…

Apr-29-2026 12:30 PM IST
odisha.newsroom.in

ଇରାନର ତେଲ ରପ୍ତାନି ଠପ୍ ! କମୁଛି ଷ୍ଟୋରେଜ କ୍ଷମତା…ଆଗକୁ ଭୟଙ୍କର ସ୍ଥିତି…

Apr-29-2026 11:25 AM IST
odisha.newsroom.in

ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭରୁ ହିଂସା…ମମତା ଆଣିଲେ ସାଙ୍ଘାତିକ ଅଭିଯୋଗ…

Apr-29-2026 10:49 AM IST
Horoscope 2026 April 29: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 29: ଜାଣନ୍ତୁ ଆଜିର ରାଶିଫଳ…

Apr-29-2026 10:34 AM IST
odisha.newsroom.in

ସାବଧାନ ! ପୁରୁଣା ଆଣ୍ଡ୍ରଏଡ୍ ଫୋନରେ ବନ୍ଦ ହୋଇଯିବ WhatsApp: ଆପଣଙ୍କ ମୋବାଇଲ୍ ଏହି ତାଲିକାରେ ଅଛି କି ?

Apr-28-2026 05:54 PM IST
odisha.newsroom.in

କର୍ମୀଙ୍କ ସନ୍ଦେହ ଦୂର କଲେ ଭକ୍ତ…ବିଜେଡି ସହ ମେଣ୍ଟ ନେଇ ଏମିତି କହିଲେ…

Apr-28-2026 05:31 PM IST
odisha.newsroom.in

ମେ ୧ରୁ ବଦଳିବ LPG ବୁକିଂ ନିୟମ: ବିନା OTP ରେ ମିଳିବନି ଗ୍ୟାସ…

Apr-28-2026 04:29 PM IST
  • About
  • Careers
  • Contact Us
Wednesday, April 29, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

by M M
Dec-16-2025 04:05 AM IST
in ବଡ଼ ଖବର, ରାଜ୍ୟ
0
ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ
491
SHARES
1.4k
VIEWS
Share on FacebookShare on Twitter

ଭାରତୀୟ ଜନତା ପାର୍ଟି (BJP)ର ନବନିଯୁକ୍ତ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଶ୍ରୀ ନୀତିନ ନବୀନଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ନୀତିନ ନବୀନ ନୂଆକରି ଦାୟିତ୍ୱ ଗ୍ରହଣ କରିବା ପରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ସାକ୍ଷାତ କରିଥିଲେ ଏବଂ ତାଙ୍କୁ ଫୁଲତୋଡ଼ା ଦେଇ ଅଭିନନ୍ଦନ ଜଣାଇଥିଲେ।

ଦଳର ଏହି ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱ ପାଇଁ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ନୂତନ କାର୍ଯ୍ୟକାରୀ ସଭାପତିଙ୍କ ନେତୃତ୍ୱରେ ଦଳ ଆହୁରି ମଜବୁତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରଧାନ ଏହି ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ସାଙ୍ଗଠନିକ କାର୍ଯ୍ୟକ୍ରମ ଏବଂ ଆଗାମୀ ରଣନୀତି ଉପରେ ଆଲୋଚନା ହୋଇଥିଲା। ବିଜେପିର ଦୁଇ ବରିଷ୍ଠ ନେତାଙ୍କ ଏହି ସାକ୍ଷାତ ଦଳ ଭିତରେ ସହଯୋଗ ଓ ସମନ୍ୱୟ ବଜାୟ ରଖିବା ଦିଗରେ ଏକ ସକାରାତ୍ମକ ବାର୍ତ୍ତା ବହନ କରୁଛି।

ନୀତିନ ନବୀନ ଦାୟିତ୍ୱ ନେବା ପରେ କେନ୍ଦ୍ରୀୟ ନେତୃତ୍ୱ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ମିଶି ଦଳର କାର୍ଯ୍ୟକୁ ଆଗକୁ ବଢ଼ାଇବାକୁ ସଙ୍କଳ୍ପ ନେଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା ଜଣାଇବା ପରେ ନୀତିନ ନବୀନ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Tags: #MohanMajhi #Bjp #NitinNabin #Odisha #OTV
Share196Tweet123
M M

M M

ଆଜିର ପାଗ

Bhubaneswar
April 29, 2026, 3:58 PM
 

SSW
Thunderstorm
33°C
6.2 m/s
Apparent: 31°C
Pressure: 1004 mb
Humidity: 81%
Winds: 6.2 m/s SSW
Windgusts: 15.3 m/s
UV-Index: 0
Precip.: 0mm /10% / Rain
Sunrise: 5:18 AM
Sunset: 6:09 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom