• Latest
  • Trending
ଚୁକ୍ତି ପରେ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ

ଚୁକ୍ତି ପରେ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ

Oct-13-2025 04:12 PM IST
ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

Oct-22-2025 10:04 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-22-2025 09:54 AM IST
ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

Oct-22-2025 09:39 AM IST

ଆସୁଛି ବଡ଼ ବାତ୍ୟା, ସପ୍ତାହେ ଧରି ଛେଚିବ- କାଚିବ

Oct-21-2025 07:32 PM IST
ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

ଟୋଲ୍ ପ୍ଲାଜାରେ ନଥିଲେ କର୍ମଚାରୀ- ଦଶ ଘଣ୍ଟା ଫ୍ରିରେ ଚାଲିଲା ଯାନବାହନ

Oct-21-2025 05:15 PM IST
ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

ଅମାବାସ୍ୟା ରାତିରେ କଲିକତାରୁ ମାହାଙ୍ଗା ହଡାସାହିକୁ ଆସିଥିଲେ ମା କାଳୀ

Oct-21-2025 04:38 PM IST
ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

ହମାସକୁ ଧମକ ଦେଲେ ଟ୍ରମ୍ପ, କହିଲେ କଥା ନମାନିଲେ ଧ୍ବଂସ କରିଦେବୁ

Oct-21-2025 04:08 PM IST
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଋଷଭ ପନ୍ତଙ୍କୁ ମିଳିଲା ଅଧିନାୟକ ଦାୟିତ୍ବ

Oct-21-2025 03:37 PM IST
ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

ସକାଳୁ ସକାଳୁ ପବନରେ ବିଷ, ଚାରିଆଡ଼େ କୁହୁଡ଼ିର ଭ୍ରମ , ଦିଲ୍ଲୀ କଥା ନକହିବା ଭଲ

Oct-21-2025 01:20 PM IST
ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

ଗୋଟିଏ ଆସନରେ ମହାଗଠବନ୍ଧନର ଦୁଇ ପ୍ରାର୍ଥୀ, ଫାଇଦା କାହାର ହେବ ?

Oct-21-2025 12:39 PM IST
  • About
  • Careers
  • Contact Us
Wednesday, October 22, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଅପରାଧ

ଚୁକ୍ତି ପରେ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ

ଇସ୍ରାଏଲରେ ଖୁସି, ଅନ୍ୟ ପଣବନ୍ଦୀ ଫେରିବେ କେବେ ?

by M M
Oct-13-2025 04:12 PM IST
in ଅପରାଧ, ଦେଶ ବିଦେଶ
0
ଚୁକ୍ତି ପରେ ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ
491
SHARES
1.4k
VIEWS
Share on FacebookShare on Twitter

 

ପ୍ରଥମ ପର୍ଯ୍ୟାୟରେ ୭ ଜଣ ଇସ୍ରାଏଲ ନାଗରିକଙ୍କୁ ହମାସ ଆତଙ୍କବାଦୀମାନେ ଛାଡିଛନ୍ତି ।  ସେମାନଙ୍କୁ ରେଡକ୍ରସ ହାତରେ ଦିଆଯାଇଥିଲା ପରେ ସେମାନେ ଇସ୍ରାଏଲ ଫେରିଛନ୍ତି । ଇସ୍ରାଏଲ ସହିତ ଯୁଦ୍ଧ ବନ୍ଦି ଚୁକ୍ତି ଅନୁସାରେ ଏହି ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ।   ହମାସ ଆତଙ୍କବାଦୀମାନେ 20 ଜଣ ଜୀବିତ ବନ୍ଧକଙ୍କୁ ରେଡକ୍ରସର ଅନ୍ତର୍ଜାତୀୟ କମିଟି (ICRC)କୁ ହସ୍ତାନ୍ତର କରିଛନ୍ତି । ଇସ୍ରାଏଲୀ ଅଧିକାରୀଙ୍କ ଅନୁଯାୟୀ, ପ୍ରଥମ ଗୋଷ୍ଠୀରେ ସାତ ଜଣ ଇସ୍ରାଏଲ ଫେରିଛନ୍ତି । ସେମାନେ ହେଲେ ଇତାନ ମୋର, ଗାଲି ବର୍ମାନ, ଜିଭ ବର୍ମାନ, ଓମରି ମିରାନ, ଆଲୋନ ଓହେଲ, ଗାଏ ଗିଲବୋଆ-ଡାଲାଲ ଏବଂ ମାଟାନ ଆଙ୍ଗରେଷ୍ଟ ।

ଦ୍ୱିତୀୟ ଦଫାରେ ବାର୍ କୁପରଷ୍ଟାଇନ୍, ଏଭିଆଟର ଡେଭିଡ୍, ଯୋସେଫ୍ ହାଇମ୍ ଓହାନା, ସେଗେଭ୍ ଖାଲଫନ୍, ଅଭିତା ଓର, ଏଲକାନା ବୋହବୋଟ୍, ମ୍ୟାକ୍ସିମ୍ ହାର୍କିନ୍, ନିମରୋଡ୍ କୋହେନ୍, ମାଟାନ ଜାଙ୍ଗୌକର, ଡେଭିଡ୍ କୁନିଓ, ଇତାନ ହର୍ଣ୍ଣ, ରୋମ୍ ବ୍ରାସ୍ଲାବସ୍କି ଏବଂ ଏରିଏଲ୍ କୁନିଓ ଅଛନ୍ତି।

ଯୁଦ୍ଧବିରତି ଚୁକ୍ତିନାମାର ଏକ କପି ଅନୁଯାୟୀ, ସମସ୍ତ ମୃତ ବନ୍ଧକଙ୍କ ମୃତଦେହ ସୋମବାର ଦିନ 2:30 (IST) ସୁଦ୍ଧା ହସ୍ତାନ୍ତର କରାଯିବା କଥା।

ଇସ୍ରାଏଲର ଜେଲରେ ବନ୍ଦୀ ଥିବା ୧୯୦୦ ପାଲେଷ୍ଟାଇନଙ୍କ ମୁକ୍ତି ବଦଳରେ ୨୦ ଜଣ ଇସ୍ରାଏଲୀ ନାଗରିକଙ୍କୁ ମୁକ୍ତ କରାଯିବ ବୋଲି ଚୁକ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭ ଜଣଙ୍କୁ ଛାଡ଼ିବା ପରେ ସାରା ଇସ୍ରାଏଲରେ ଖେଳି ଯାଇଛି ଖୁସିର ଲହରୀ ।  ଦୁଇ ବର୍ଷ ପରେ ଏହି ପଣବନ୍ଦୀମାନେ ମୁକ୍ତି ପାଇଛନ୍ତି। ତେଣୁ ସେମାନେ ବି ବହୁତ ଖୁସି।

୨୦୨୩ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରିଥିଲା ହମାସ। ଏଥିରେ ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ପ୍ରାୟ ୨୫୦ ଜଣଙ୍କୁ ଅପହରଣ କରି ନେଇଥିଲେ ହମାସ ଆତଙ୍କବାଦୀ । ଏବେ ସେମାନେ ଗାଜାରେ ଅଛନ୍ତି । ଏହା ପରେ ଇସ୍ରାଏଲ ସେନା ଆକ୍ରମଣରେ ପ୍ରାୟ ୭୦ ହଜାର ଲୋକ ନିହତ ହୋଇଥିବା ବେଳେ ୨ ଲକ୍ଷ ଲୋକ ଆହତ ହୋଇଛନ୍ତି। ୪ ଲକ୍ଷ ଲୋକ ପଳାୟନ କରିଛନ୍ତି। ଯୁଦ୍ଧର ଗଭୀର ପ୍ରଭାବ ପଡ଼ିଛି ଗାଜା ଉପରେ ।  ଯୁଦ୍ଧ ବନ୍ଦ କରିବାକୁ ଟ୍ରମ୍ପ ବହୁତ ଚେଷ୍ଟା କରିଥିଲେ। ଶେଷରେ ଉଭୟ ପକ୍ଷର ଅନେକ ସର୍ତ୍ତ ଅନୁସାରେ ଯୁଦ୍ଧ ବିରତି ହୋଇଛି। ଏଥିପାଇଁ ଇସ୍ରାଏଲ ଓ ଇଜିପ୍ଟ ଟ୍ରମ୍ପଙ୍କୁ ନିଜ ନିଜ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହମାସ-ଇସ୍ରାଏଲ ଯୁଦ୍ଧ ବିରତି ସହିତ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବ ବୋଲି ଆଶା କରାଯାଉଛି।

 

Share196Tweet123
M M

M M

ଆଜିର ପାଗ

Bhubaneswar
October 22, 2025, 1:42 PM
 

NE
Mainly clear
33°C
3.1 m/s
Apparent: 32°C
Pressure: 1011 mb
Humidity: 93%
Winds: 3.1 m/s NE
Windgusts: 8 m/s
UV-Index: 0
Precip.: 0mm /18% / Rain
Sunrise: 5:44 AM
Sunset: 5:17 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

ଆଜିଠୁ ଲଘୁଚାପ ପ୍ରଭାବ, ଆସୁଛି ବଡ଼ ବର୍ଷା

October 22, 2025
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

October 22, 2025
ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା: ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ

October 22, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom