• Latest
  • Trending
୧୯.୩୮ଲକ୍ଷରେ ନିଲାମ ହେଲା ଗଜାନନଙ୍କ ଲଡୁ

୧୯.୩୮ଲକ୍ଷରେ ନିଲାମ ହେଲା ଗଜାନନଙ୍କ ଲଡୁ

Sep-18-2024 03:39 PM IST
କିଏ ଜିତିବ କୋଲକତା ଟେଷ୍ଟ ?

କିଏ ଜିତିବ କୋଲକତା ଟେଷ୍ଟ ?

Nov-15-2025 07:06 PM IST
ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

Nov-15-2025 06:59 PM IST

ବିର୍ସା ମୁଣ୍ଡା ଦେଶର ସଂସ୍କୃତିର ରକ୍ଷକ ଥିଲେ: ଡ. ଯତୀନ ମହାନ୍ତି

Nov-15-2025 06:50 PM IST
ନୌଗାମରେ ଦିଲ୍ଲୀ ବିସ୍ଫୋରଣର କନେକସନ:  ବିସ୍ଫୋରକ ସାମଗ୍ରୀର ଯାଞ୍ଚ କରୁଥିବା ସମୟରେ ବିସ୍ଫୋରଣ

ନୌଗାମରେ ଦିଲ୍ଲୀ ବିସ୍ଫୋରଣର କନେକସନ: ବିସ୍ଫୋରକ ସାମଗ୍ରୀର ଯାଞ୍ଚ କରୁଥିବା ସମୟରେ ବିସ୍ଫୋରଣ

Nov-15-2025 06:32 PM IST
ଭେଣ୍ଟିଲେଟର ସପୋର୍ଟରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର , ସହାୟତା ମାଗିଲେ ମା

ଭେଣ୍ଟିଲେଟର ସପୋର୍ଟରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର , ସହାୟତା ମାଗିଲେ ମା

Nov-15-2025 06:26 PM IST
ବିହାରରେ କିଏ ହେବେ ମୁଖ୍ୟମନ୍ତ୍ରୀ ?

ବିହାରରେ କିଏ ହେବେ ମୁଖ୍ୟମନ୍ତ୍ରୀ ?

Nov-15-2025 03:45 PM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Nov-15-2025 03:17 PM IST
ବିହାରରେ ସୁଶାସନର ବିଜୟ : ମୋଦି

ବିହାରରେ ସୁଶାସନର ବିଜୟ : ମୋଦି

Nov-14-2025 07:29 PM IST
NDA ମେଣ୍ଟ ୧୯୦ ଆସନରେ ଏବଂ ମହାଗଠବନ୍ଧନ ୫୦ ଆସନରେ ଆଗୁଆ

NDA ମେଣ୍ଟ ୧୯୦ ଆସନରେ ଏବଂ ମହାଗଠବନ୍ଧନ ୫୦ ଆସନରେ ଆଗୁଆ

Nov-14-2025 07:23 PM IST
ନୂଆପଡ଼ାରେ  ପଦ୍ମ ଫୁଟିଲା, ଜୟ ଜିତିଲେ

ନୂଆପଡ଼ାରେ ପଦ୍ମ ଫୁଟିଲା, ଜୟ ଜିତିଲେ

Nov-14-2025 04:35 PM IST
  • About
  • Careers
  • Contact Us
Sunday, November 16, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

୧୯.୩୮ଲକ୍ଷରେ ନିଲାମ ହେଲା ଗଜାନନଙ୍କ ଲଡୁ

by M M
Sep-18-2024 03:39 PM IST
in ଦେଶ ବିଦେଶ, ଭିଡ଼ିଓ
0
୧୯.୩୮ଲକ୍ଷରେ ନିଲାମ ହେଲା ଗଜାନନଙ୍କ ଲଡୁ
491
SHARES
1.4k
VIEWS
Share on FacebookShare on Twitter

ତାଳଚେର ପ୍ରସିଦ୍ଧ ଗଣେଶ ପୂଜାର ଅନ୍ତିମ ସୋପାନର ବିଶେଷ ଆକର୍ଷଣ ଆଜ୍ଞାମାଳ ଓ ବିରାଟକାୟ ଆଜ୍ଞାଲଡୁ ନିଲାମ ହୋଇଛି। ଚଳିତ ବର୍ଷ ସାଢେ ୩ ଟନ ଓଜନର ଆଜ୍ଞାଲଡୁକୁ ଟିଏସଏସ ଗ୍ରୁପ ୧୯ଲକ୍ଷ ୩୮ ହଜାର ଟଙ୍କାରେ ନିଲାମରେ ନେଇଛନ୍ତି। ଭସାଣୀ ଶୋଭାଯାତ୍ରା ଦିନକ ପୂର୍ବରୁ  ଗଣେଶଙ୍କ ୩୫୦୦ କେଜି ଓଜନର ଆଜ୍ଞାଲଡ଼ୁ ଓ ଆଜ୍ଞମାଳ ସର୍ବସମ୍ମୁଖରେ ବଡ଼ ସାହିସ୍ଥିତ ମେଲଣ ପଡ଼ିଆ ଠାରେ ନିଲାମ ହୋଇଥିଲା। କେନ୍ଦ୍ରୀୟ ଗଣେଶ ପୂଜା କମିଟିର ସଭାପତି ତଥା ତାଳଚେର ଉପଜିଲାପାଳ ସମୀର କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ନିଲାମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଲଲଡଡା ବିଧାୟକ ଅଶୋକ ମହାନ୍ତି, ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ତାଳଚେର ପୋୖରପାଳ ପବିତ୍ର ଭୁତିଆ, କଣିହାଁ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଉପଖଣ୍ଡ ଆରକ୍ଷୀ ଅଧୀକାରୀ ମାନସ ରଞ୍ଜନ ବାରିକ, ସାଂସଦଙ୍କ ପ୍ରତିନିଧି ସ୍ୱାଧୀନ ଥମ୍ବ ଓ କେନ୍ଦ୍ରୀ ୟ ଗଣେଶ ପୂଜା କମିଟି କର୍ମକର୍ତ୍ତା ଯୋଗ ଦେଇଥିଲେ।

 

Tags: newsnewsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
November 16, 2025, 3:38 AM
 

N
Clear sky
17°C
0.9 m/s
Apparent: 18°C
Pressure: 1016 mb
Humidity: 77%
Winds: 0.9 m/s N
Windgusts: 8.1 m/s
UV-Index: 0
Precip.: 0mm /0% / Rain
Sunrise: 5:56 AM
Sunset: 5:06 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
କିଏ ଜିତିବ କୋଲକତା ଟେଷ୍ଟ ?

କିଏ ଜିତିବ କୋଲକତା ଟେଷ୍ଟ ?

November 15, 2025
ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

ଜିତିପାରିଲେନି ଜନସୁରାଜ ଦଳର ମନୀଷ କଶ୍ୟପ, ବିଜେପି ପ୍ରାର୍ଥୀଙ୍କୁ ହରାଇଲେ

November 15, 2025

ବିର୍ସା ମୁଣ୍ଡା ଦେଶର ସଂସ୍କୃତିର ରକ୍ଷକ ଥିଲେ: ଡ. ଯତୀନ ମହାନ୍ତି

November 15, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom