• Latest
  • Trending
ବଙ୍ଗଳାରେ ଟାର୍ଗେଟ୍ କଲେ, ସମଗ୍ର ଦେଶକୁ ଦୋହଲାଇ ଦେବି”: ବିଜେପିକୁ ମମତାଙ୍କ କଡ଼ା ଚେତାବନୀ

ବଙ୍ଗଳାରେ ଟାର୍ଗେଟ୍ କଲେ, ସମଗ୍ର ଦେଶକୁ ଦୋହଲାଇ ଦେବି”: ବିଜେପିକୁ ମମତାଙ୍କ କଡ଼ା ଚେତାବନୀ

Nov-25-2025 04:04 PM IST
ବାସୁଦେବପୁରରେ ବିଜେଡିର ଗଡ଼ ଦୋହଲିଲା; ବିଷ୍ଣୁବ୍ରତ ରାଉତରାୟଙ୍କ ‘ସଙ୍ଗଠନ ବଞ୍ଚାଅ’ ଉଦ୍ୟମ

ବାସୁଦେବପୁରରେ ବିଜେଡିର ଗଡ଼ ଦୋହଲିଲା; ବିଷ୍ଣୁବ୍ରତ ରାଉତରାୟଙ୍କ ‘ସଙ୍ଗଠନ ବଞ୍ଚାଅ’ ଉଦ୍ୟମ

Dec-10-2025 11:45 AM IST
ଆୟୁଷ୍ମାନ ଭାରତ ଯୋଜନା: କାର୍ଡ ଥାଇ ବି ମାଗଣା ଚିକିତ୍ସା କେତେ ସମ୍ଭବ? ଜାଣନ୍ତୁ ୫ ଲକ୍ଷ ଟଙ୍କାର ସୀମା ଓ ନିୟମ

ଆୟୁଷ୍ମାନ ଭାରତ ଯୋଜନା: କାର୍ଡ ଥାଇ ବି ମାଗଣା ଚିକିତ୍ସା କେତେ ସମ୍ଭବ? ଜାଣନ୍ତୁ ୫ ଲକ୍ଷ ଟଙ୍କାର ସୀମା ଓ ନିୟମ

Dec-10-2025 11:23 AM IST

କ’ଣ କହୁଛି ଆଜିର ରାଶିଫଳ

Dec-10-2025 11:16 AM IST
ବାରବାଟୀରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଦକ୍ଷିଣ ଆଫ୍ରିକାକୁ ହରାଇ ସିରିଜ୍‌ରେ ୧-୦ରେ ଅଗ୍ରଣୀ

ବାରବାଟୀରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଦକ୍ଷିଣ ଆଫ୍ରିକାକୁ ହରାଇ ସିରିଜ୍‌ରେ ୧-୦ରେ ଅଗ୍ରଣୀ

Dec-09-2025 10:09 PM IST
ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛି : ଗିଲ୍

ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଛି : ଗିଲ୍

Dec-09-2025 07:31 PM IST
ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ସାଉଥ ଆଫ୍ରିକା-ଭାରତ ପ୍ରଥମେ ବ୍ୟାଟିଂ କରିବ

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ସାଉଥ ଆଫ୍ରିକା-ଭାରତ ପ୍ରଥମେ ବ୍ୟାଟିଂ କରିବ

Dec-09-2025 06:56 PM IST
ମହାପ୍ରଭୁଙ୍କ ଦର୍ଶନ କଲେ ସୂର୍ଯ୍ୟକୁମାର, ଗମ୍ଭୀରଙ୍କ ସହ ଅନ୍ୟ ଖେଳାଳି

ମହାପ୍ରଭୁଙ୍କ ଦର୍ଶନ କଲେ ସୂର୍ଯ୍ୟକୁମାର, ଗମ୍ଭୀରଙ୍କ ସହ ଅନ୍ୟ ଖେଳାଳି

Dec-09-2025 04:30 PM IST
ବାରବାଟୀରେ କିଏ ମାରିବ ବାଜି ?

ବାରବାଟୀରେ କିଏ ମାରିବ ବାଜି ?

Dec-09-2025 04:22 PM IST
ନାଗରିକତା ହାସଲ କରିବା ପୂର୍ବରୁ ଭୋଟର ତାଲିକାରେ ନାମ ପ୍ରସଙ୍ଗରେ ସୋନିଆ ଗାନ୍ଧୀଙ୍କୁ କୋର୍ଟର ନୋଟିସ

ନାଗରିକତା ହାସଲ କରିବା ପୂର୍ବରୁ ଭୋଟର ତାଲିକାରେ ନାମ ପ୍ରସଙ୍ଗରେ ସୋନିଆ ଗାନ୍ଧୀଙ୍କୁ କୋର୍ଟର ନୋଟିସ

Dec-09-2025 04:09 PM IST
ଶୀତ ଅଧିବେଶନରେ ମୋଟ ୧୧ ଦିନ ଚାଲିଲା ଗୃହକାର୍ଯ୍ୟ

ଶୀତ ଅଧିବେଶନରେ ମୋଟ ୧୧ ଦିନ ଚାଲିଲା ଗୃହକାର୍ଯ୍ୟ

Dec-09-2025 03:49 PM IST
  • About
  • Careers
  • Contact Us
Wednesday, December 10, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ବଙ୍ଗଳାରେ ଟାର୍ଗେଟ୍ କଲେ, ସମଗ୍ର ଦେଶକୁ ଦୋହଲାଇ ଦେବି”: ବିଜେପିକୁ ମମତାଙ୍କ କଡ଼ା ଚେତାବନୀ

by M M
Nov-25-2025 04:04 PM IST
in ଦେଶ ବିଦେଶ
0
ବଙ୍ଗଳାରେ ଟାର୍ଗେଟ୍ କଲେ, ସମଗ୍ର ଦେଶକୁ ଦୋହଲାଇ ଦେବି”: ବିଜେପିକୁ ମମତାଙ୍କ କଡ଼ା ଚେତାବନୀ
494
SHARES
1.4k
VIEWS
Share on FacebookShare on Twitter

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବିଜେପି ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଶନ ଉପରେ ନିଜର ନିୟମ ଲାଗୁ କରୁଛି। ଆଗାମୀ ଭୋଟର ତାଲିକା ସଂଶୋଧନ (SIR ) ସମୟରେ କୌଣସି ପ୍ରକୃତ ଭୋଟରଙ୍କ ନାମ ଯେପରି ବାଦ୍ ନ ପଡ଼େ, ସେଥିପାଇଁ ସେ କଡ଼ା ଚେତାବନୀ ଦେଇଛନ୍ତି।  ବିଜେପିର ବିହାର ପ୍ରଚାର ଉପରେ ଆଲୋକପାତ କରି ମମତା ଅଭିଯୋଗ କରିଛନ୍ତି ଯେ ପଡ଼ୋଶୀ ରାଜ୍ୟରେ ବିଜେପିର ‘ଖେଳ’ କେହି ଦେଖିପାରିଲେ ନାହିଁ। ମାତ୍ର ବଙ୍ଗଳାରେ ଏହା ଆଦୌ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ବୋନଗାଁଠାରେ ମତୁଆ ସମ୍ପ୍ରଦାୟକୁ ସମ୍ବୋଧିତ କରି ଆୟୋଜିତ ଏକ ଆଣ୍ଟି-ଏସ୍‌ଆଇଆର୍ (Anti-SIR) ରାଲିରେ ନିର୍ବାଚନ ଆୟୋଗ ଏବଂ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଏସଆଇଆର କରିବାକୁ ତିନି ବର୍ଷ  ଲାଗେ। ଏହା ଶେଷ ଥର ପାଇଁ ୨୦୦୨ ମସିହାରେ କରାଯାଇଥିଲା। ଆମେ କେବେବି ଏସ୍‌ଆଇଆର୍‌କୁ ବିରୋଧ କରିନାହୁଁ, କିନ୍ତୁ ଆମେ କହିଛୁ ଯେ କୌଣସି ସଚ୍ଚା ଭୋଟର ଯିଏ କି ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ, ତାଙ୍କ ନାମ ତାଲିକାରୁ ବାଦ୍ ଦିଆଯିବ ନାହିଁ।”

ସେ ବିଜେପିକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ତାଙ୍କୁ କିମ୍ବା ତାଙ୍କ ଦଳର ଲୋକଙ୍କୁ ବଙ୍ଗଳାରେ ଟାର୍ଗେଟ୍ କରାଯାଏ, ତେବେ ସେ ସାରା ଦେଶରେ ରାସ୍ତାକୁ ଓହ୍ଲାଇବେ ଏବଂ “ସମଗ୍ର ରାଷ୍ଟ୍ରକୁ ଦୋହଲାଇ ଦେବେ”। ମମତା ବାନାର୍ଜୀଙ୍କ ଏହି ଉଗ୍ର ମନ୍ତବ୍ୟ ଆଗାମୀ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ରାଜନୈତିକ ବାତାବରଣକୁ ଅଧିକ ସରଗରମ କରିଛି।

“ଯଦି ତୁମେ ମୋତେ ବଙ୍ଗଳାରେ ଟାର୍ଗେଟ୍ କର ଏବଂ ମୁଁ ଯଦି ମୋ ଲୋକଙ୍କ ଉପରେ ହୋଇଥିବା ଯେକୌଣସି ଆକ୍ରମଣକୁ ବ୍ୟକ୍ତିଗତ ଆକ୍ରମଣ ବୋଲି ବିବେଚନା କରେ, ତେବେ ମୁଁ ସମଗ୍ର ଦେଶକୁ ଦୋହଲାଇ ଦେବି। ନିର୍ବାଚନ ପରେ ମୁଁ ସାରା ଦେଶ ଗସ୍ତ କରିବି,” ସେ କହିଛନ୍ତି।

Share198Tweet124
M M

M M

ଆଜିର ପାଗ

Bhubaneswar
December 10, 2025, 9:12 PM
 

ENE
Clear sky
19°C
0.7 m/s
Apparent: 18°C
Pressure: 1016 mb
Humidity: 80%
Winds: 0.7 m/s ENE
Windgusts: 6.3 m/s
UV-Index: 0
Precip.: 0mm /0% / Rain
Sunrise: 6:11 AM
Sunset: 5:07 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

ଶ୍ରୀମୟୀଙ୍କ କଟାକ୍ଷ, ବିଜେଡି ଘାଇଲା

November 16, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ବାସୁଦେବପୁରରେ ବିଜେଡିର ଗଡ଼ ଦୋହଲିଲା; ବିଷ୍ଣୁବ୍ରତ ରାଉତରାୟଙ୍କ ‘ସଙ୍ଗଠନ ବଞ୍ଚାଅ’ ଉଦ୍ୟମ

ବାସୁଦେବପୁରରେ ବିଜେଡିର ଗଡ଼ ଦୋହଲିଲା; ବିଷ୍ଣୁବ୍ରତ ରାଉତରାୟଙ୍କ ‘ସଙ୍ଗଠନ ବଞ୍ଚାଅ’ ଉଦ୍ୟମ

December 10, 2025
ଆୟୁଷ୍ମାନ ଭାରତ ଯୋଜନା: କାର୍ଡ ଥାଇ ବି ମାଗଣା ଚିକିତ୍ସା କେତେ ସମ୍ଭବ? ଜାଣନ୍ତୁ ୫ ଲକ୍ଷ ଟଙ୍କାର ସୀମା ଓ ନିୟମ

ଆୟୁଷ୍ମାନ ଭାରତ ଯୋଜନା: କାର୍ଡ ଥାଇ ବି ମାଗଣା ଚିକିତ୍ସା କେତେ ସମ୍ଭବ? ଜାଣନ୍ତୁ ୫ ଲକ୍ଷ ଟଙ୍କାର ସୀମା ଓ ନିୟମ

December 10, 2025

କ’ଣ କହୁଛି ଆଜିର ରାଶିଫଳ

December 10, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom