• Latest
  • Trending
କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍‌

କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍‌

Jan-10-2026 05:41 AM IST
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

Jan-13-2026 06:06 AM IST
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

Jan-13-2026 06:03 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-13-2026 05:57 AM IST
ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

ଆମେରିକାର ସିକ୍ରେଟ ଏଜେଣ୍ଟ ; ଢୋଲ ଭିତରେ ଏମିତି ଥିଲେ ମୂଷା

Jan-11-2026 05:22 AM IST
ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

ଓଡ଼ିଶାର ରାଜନୈତିକ ଶୂନ୍ୟତା ପୂରଣ କରିପାରିବ କି ନୂଆଦଳ ?

Jan-11-2026 05:00 AM IST
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Jan-11-2026 04:51 AM IST

ଏମାନଙ୍କ ପାଇଁ ଫାଇନ ୧୦ ହଜାର ଟଙ୍କା ?

Jan-10-2026 07:47 AM IST
ସୁପ୍ରିମକୋର୍ଟ ଉପରେ ନଜର: ମନଇଛା ଟାରିଫ କ୍ଷମତା ଟ୍ରମ୍ପଙ୍କର ଅଛି କି ?

ସୁପ୍ରିମକୋର୍ଟ ଉପରେ ନଜର: ମନଇଛା ଟାରିଫ କ୍ଷମତା ଟ୍ରମ୍ପଙ୍କର ଅଛି କି ?

Jan-10-2026 07:42 AM IST
୧୧ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର: ମୃତକଙ୍କ ନାଁରେ ରାସନ ଉଠାଇଲେ ଦେଢ଼ଗୁଣା ଅର୍ଥ ଆଦାୟ

୧୧ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର: ମୃତକଙ୍କ ନାଁରେ ରାସନ ଉଠାଇଲେ ଦେଢ଼ଗୁଣା ଅର୍ଥ ଆଦାୟ

Jan-10-2026 05:47 AM IST
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

Jan-10-2026 05:30 AM IST
  • About
  • Careers
  • Contact Us
Wednesday, January 14, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜ୍ୟ

କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍‌

by M M
Jan-10-2026 05:41 AM IST
in ରାଜ୍ୟ
0
କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍‌
491
SHARES
1.4k
VIEWS
Share on FacebookShare on Twitter

କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍‌ ଅବସରରେ  ଯେପର୍ଯ୍ୟନ୍ତ ସମାଜ ନାରୀକୁ ଉପଯୁକ୍ତ ସମ୍ମାନ ନ ଦେଇଛି ସେବେ ଯାଏ ଯେତେ ନିୟମ ପ୍ରଣୟନ କଲେ ମଧ୍ୟ ନାରୀ ସୁରକ୍ଷା କେବଳ ଏକ ସ୍ଲୋଗାନରେ ସୀମିତ ରହିଯିବ। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ସମାନ ସୁବିଧା ସୁଯୋଗ ଓ ଅଧିକାର ମିଳିବା ଦରକାର ବୋଲି  ବକ୍ତାମାନେ ମତପ୍ରକାଶ କରିଥିଲେ। ତେବେ ମହିଳାଙ୍କୁ ଯେତେ ସ୍ୱତନ୍ତ୍ରତା ମିଳୁଛି ତାର ଅପବ୍ୟବହାର ମଧ୍ୟ ହେଉଥିବା ନେଇ କିଛି ବକ୍ତା ଉଦ୍‌ବେଗ ପ୍ରକଟ କରିଥିଲେ। ତେଣୁ ପ୍ରକୃତ ନାରୀ ସୁରକ୍ଷା ହାସଲ କରିବା ଦିଗରେ ଏକମାତ୍ର ସମାଧାନ ହେଉଛି ଶିକ୍ଷା। ପରିବାରରୁ ହିଁ ନୈତିକ ଶିକ୍ଷା ଆରମ୍ଭ ହୋଇଥାଏ। ଆଧ୍ୟାତ୍ମିକତା ଓ ପୌରାଣିକ କଥାବସ୍ତୁ ଉପରେ ପିଲାମାନଙ୍କୁ ପଢ଼ାଇବା ଜରୁରୀ ବୋଲି ସୂର୍ଯ୍ୟବାଲା ଲାଲ ମତପ୍ରକାଶ କରିଥିଲେ। ମହୋତ୍ସବର ଦ୍ବିତୀୟ ଦିବସର ଏହି ଅଧିବେଶନରେ ଦେଶ ତଥା ଅନ୍ତର୍ଜାତୀୟ ସ୍ତରର ସାହିତ୍ୟ ଜଗତରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ।  ଆଧୁନିକ ସାହିତ୍ୟରେ ନାରୀବାଦ, ସଂସଦ, ସମ୍ବିଧାନ ଓ ଜନତା, ମାତୃଭାଷା: ଆମ ପରିଚୟ, ଆମ ଗାଥା ଭଳି ଅନେକ ବିଷୟବସ୍ତୁ ଉପରେ ଚର୍ଚ୍ଚା ହୋଇଥିଲା।

କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍‌ ଅବସରରେ ‘ଭାରତୀୟ ଲୋକତନ୍ତ୍ର: ସଂସଦ, ସମ୍ବିଧାନ ଓ ଜନତା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରରେ ଯୁବ ସମାଜର ଭୂମିକା ଉପରେ ବିଶିଷ୍ଟ ବକ୍ତମାନେ ଆଲୋକପାତ କରିଥିଲେ। ଆଲୋଚନାଚକ୍ରରେ ଯୋଗ ଦେଇ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ସଂସଦଠାରୁ ସମ୍ବିଧାନ ଯାଏଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଦେଶ ଗଠନରେ ଯୁବକମାନଙ୍କର ଭୂମିକା ଓ ସଂସଦରେ ଜନପ୍ରତିନିଧିମାନଙ୍କ ଭୂମିକା ସମ୍ପର୍କରେ ସେ ନିଜ ମତ ରଖିଥିଲେ। କଥା କଥାକେ ହଟ୍ଟଗୋଳ ନକରି ସଂସଦର ଗରିମା ବଜାୟ ରଖିବା ଜରୁରୀ ବୋଲି ଶ୍ରୀ ସିଂ ଆହ୍ବାନ ଦେଇଥିଲେ। ଏହି ଅବସରରେ ସେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିଜ ଅଭିଜ୍ଞତା ଓ ଅନୁଭୂତି  ବଖ‌ାଣିଥିଲେ। ସୂଚନାଯୋଗ୍ୟ, ଆଜି କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍‌ର ଦ୍ୱିତୀୟ ଦିନରେ ୫ଟି ହଲ୍‌ରେ ୫୦ରୁ ଅଧିକ ବିଷୟ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ସମାଜରେ ନାରୀମାନଙ୍କ ସୁରକ୍ଷାକୁ ନେଇ  ଏବେ ବଡ଼ ପ୍ରଶ୍ନ ଉଠିଛି। ଭୁବନେଶ୍ବରଠାରେ ଚାଲିଥିବା କଳିଙ୍ଗ ଲିଟରାରି ଫେଷ୍ଟିଭାଲ୍‌ର ଦ୍ୱିତୀୟ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିବା ବେଳେ ନୈତିକ ଶିକ୍ଷା ହିଁ ନାରୀ ସୁରକ୍ଷା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇପାରିବ ବୋଲି ମତପ୍ରକାଶ ପାଇଛି। ଆଜି ‘ଆଧୁନିକ ସାହିତ୍ୟରେ ନାରୀବାଦ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ବିଶିଷ୍ଟ ଲେଖିକା ମନୀଷା କୁଳଶ୍ରେଷ୍ଠ ଓ ସୂର୍ଯ୍ୟବାଲା ଲାଲ ନାରୀବାଦ ଉପରେ ଆଲୋଚନା କରିଥିଲେ। ସମାଜ ଯେତେ ଆଧୁନିକ ହେଉଥିଲେ ବି ସେହି ଅନୁସାରେ ମହିଳା ଅତ୍ୟାଚାର ବି ବଢ଼ିଚାଲିଛି ବୋଲି ସେମାନେ ବକ୍ତବ୍ୟ ଦେଇଛନ୍ତି।

Share196Tweet123
M M

M M

ଆଜିର ପାଗ

Bhubaneswar
January 14, 2026, 3:15 AM
 

NNE
Clear sky
15°C
0.7 m/s
Apparent: 16°C
Pressure: 1016 mb
Humidity: 89%
Winds: 0.7 m/s NNE
Windgusts: 3.8 m/s
UV-Index: 0
Precip.: 0mm /0% / Rain
Sunrise: 6:24 AM
Sunset: 5:26 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

ପୋଷ୍ଟରରେ ଥିବା ଯୁବ ଚେହେରା ଯୋଗଦେଲେନି କାହିଁକି ?

January 13, 2026
ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

ମୋକିମଙ୍କ ସଭାରେ ସୋଫିଆ ଅତିଥି; କେତେ ଠିକ୍..କେତେ ଭୁଲ ?

January 13, 2026
କ’ଣ ରହିଛି ଆଜିର ରାଶିଫଳ

କ’ଣ ରହିଛି ଆଜିର ରାଶିଫଳ

January 13, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom