• Latest
  • Trending
ନ୍ୟୁୟର୍କରେ ଦୀପାବଳି ପାଇଁ ସ୍କୁଲ ଛୁଟି

ନ୍ୟୁୟର୍କରେ ଦୀପାବଳି ପାଇଁ ସ୍କୁଲ ଛୁଟି

October 30, 2024
ପୁରୀରେ ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ବିଜେପି କୃଷକ ମୋର୍ଚ୍ଚାର ଦାବି

ପୁରୀରେ ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ବିଜେପି କୃଷକ ମୋର୍ଚ୍ଚାର ଦାବି

September 15, 2025
ଓଡ଼ିଶାରେ ବ୍ୟବସାୟକୁ ଜାତୀୟ ପରିଚୟ ଦେବା ପାଇଁ ଭଲ ସୁଯୋଗ ରହିଛି

ଓଡ଼ିଶାରେ ବ୍ୟବସାୟକୁ ଜାତୀୟ ପରିଚୟ ଦେବା ପାଇଁ ଭଲ ସୁଯୋଗ ରହିଛି

September 15, 2025
ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ

ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ

September 11, 2025
ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

September 10, 2025
ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

September 10, 2025
ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା

ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା

September 10, 2025
ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି, ମିଳିଲା 452 ଭୋଟ

ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି, ମିଳିଲା 452 ଭୋଟ

September 10, 2025
ଉପରାଷ୍ଟ୍ରପତି ନିର୍ବାଚନ : ଭୋଟ ଗଣତିରେ ଜିତିପାରନ୍ତି ଏନଡିଏ ପ୍ରାର୍ଥୀ

ଉପରାଷ୍ଟ୍ରପତି ନିର୍ବାଚନ : ଭୋଟ ଗଣତିରେ ଜିତିପାରନ୍ତି ଏନଡିଏ ପ୍ରାର୍ଥୀ

September 9, 2025
ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

September 8, 2025
ଭାରତ ଏସିଆ କପ୍ ହକି ଚାମ୍ପିଆନ୍

ଭାରତ ଏସିଆ କପ୍ ହକି ଚାମ୍ପିଆନ୍

September 8, 2025
  • About
  • Careers
  • Contact Us
Monday, September 15, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ନ୍ୟୁୟର୍କରେ ଦୀପାବଳି ପାଇଁ ସ୍କୁଲ ଛୁଟି

by M M
October 30, 2024
in ଦେଶ ବିଦେଶ
0
ନ୍ୟୁୟର୍କରେ ଦୀପାବଳି ପାଇଁ ସ୍କୁଲ ଛୁଟି
491
SHARES
1.4k
VIEWS
Share on FacebookShare on Twitter

ନ୍ୟୁୟର୍କ ସହରର ବିଦ୍ୟାଳୟଗୁଡ଼ିକ ନଭେମ୍ବର ୧ ତାରିଖ ଦିନ ଦୀପାବଳି ପାଇଁ ବନ୍ଦ ରହିବ। ପ୍ରଥମ ଥର ପାଇଁ ସହରର ବିଦ୍ୟାଳୟଗୁଡ଼ିକ ଦୀପାବଳି ପାଇଁ ଛୁଟିଦିନକୁ ସ୍ୱୀକୃତି ଦେଇଛନ୍ତି।  ନ୍ୟୁୟର୍କ ସିଟି ମେୟର ଏରିକ ଆଡାମସଙ୍କ ନିର୍ଦ୍ଦେଶ ଅନୁସାରେ ଦୀପାବଳି ଛୁଟି ଘୋଷଣା କରାଯାଇଛି । ହିନ୍ଦୁ ଲୋକଙ୍କ ଚାହିଦାକୁ ଦର୍ଶାଇ ସେ ଏହି ନିଷ୍ପତ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ।  ଅକ୍ଟୋବର ୩୧ ତାରିଖ ଦୀପାବଳି ରାତି ହୋଇଥିବାରୁ ପରଦିନ ସ୍କୁଲ ଯିବାର ଚାପ ସେମାନଙ୍କ ଉପରେ  ଆଉ ରହିବ ନାହିଁ। ଦୀପାବଳିକୁ ସର୍ବସାଧାରଣ ଛୁଟିଦିନ ଘୋଷଣା କରାଯାଇଥିବାରୁ ହିନ୍ଦୁ ସଂଗଠନମାନେ ଆଡାମସଙ୍କୁ ଧନ୍ୟବାଦ ଜଣାଇଛନ୍ତି। କହିଛନ୍ତି ଯେ ଆମେ ବହୁତ ଗର୍ବିତ ଯେ ମେୟର ଏରିକ୍ ଆଡାମସ୍ ଏହା ଘୋଷଣା କରିଛନ୍ତି। ତେଣୁ, ଆମେ ସମସ୍ତେ ତାଙ୍କ ନିକଟରେ କୃତଜ୍ଞ।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ପୁରୀରେ ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ବିଜେପି କୃଷକ ମୋର୍ଚ୍ଚାର ଦାବି

ପୁରୀରେ ଦ୍ୱିତୀୟ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନ ପାଇଁ ବିଜେପି କୃଷକ ମୋର୍ଚ୍ଚାର ଦାବି

September 15, 2025
ଓଡ଼ିଶାରେ ବ୍ୟବସାୟକୁ ଜାତୀୟ ପରିଚୟ ଦେବା ପାଇଁ ଭଲ ସୁଯୋଗ ରହିଛି

ଓଡ଼ିଶାରେ ବ୍ୟବସାୟକୁ ଜାତୀୟ ପରିଚୟ ଦେବା ପାଇଁ ଭଲ ସୁଯୋଗ ରହିଛି

September 15, 2025
ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ

ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ

September 11, 2025

Weather

Bhubaneswar
September 15, 2025, 12:26 pm
 

S
Overcast
28°C
1.6 m/s
Apparent: 33°C
Pressure: 1007 mb
Humidity: 92%
Winds: 1.6 m/s S
Windgusts: 6 m/s
UV-Index: 0
Precip.: 5.1mm /70% / Rain
Sunrise: 5:33 am
Sunset: 5:49 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom