• Latest
  • Trending
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜେତା

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜେତା

Jul-04-2024 04:30 PM IST
ରାଷ୍ଟ୍ରନିର୍ମାଣରେ ନିଜକୁ ନିୟୋଜିତ କରିବି : ଅମର

ରାଷ୍ଟ୍ରନିର୍ମାଣରେ ନିଜକୁ ନିୟୋଜିତ କରିବି : ଅମର

Nov-03-2025 03:11 PM IST
ବିଜେଡିକୁ ‘ଟାଇଟନିକ୍’ ପରି ବୁଡ଼ାଇବାକୁ ଯୋଜନା ଚାଲିଛି”: ଶ୍ରୀମୟୀ ମିଶ୍ର

ବିଜେଡିକୁ ‘ଟାଇଟନିକ୍’ ପରି ବୁଡ଼ାଇବାକୁ ଯୋଜନା ଚାଲିଛି”: ଶ୍ରୀମୟୀ ମିଶ୍ର

Nov-03-2025 11:05 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Nov-03-2025 10:35 AM IST
ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍‌ ଜିତିଲା

ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍‌ ଜିତିଲା

Nov-03-2025 10:26 AM IST
୩ୟ ଟି-୨୦ରେ ଭାରତର ଦମଦାର ବିଜୟ ; ସିରିଜ୍ ଏବେ ୧-୧ ବରାବର

୩ୟ ଟି-୨୦ରେ ଭାରତର ଦମଦାର ବିଜୟ ; ସିରିଜ୍ ଏବେ ୧-୧ ବରାବର

Nov-02-2025 06:23 PM IST
ମହିଳା କ୍ରିକେଟ୍ ବିଶ୍ବକପ୍‌ର ଫାଇନାଲ୍‌- ବ୍ୟାଟିଂ କରୁଛି ଭାରତ

ମହିଳା କ୍ରିକେଟ୍ ବିଶ୍ବକପ୍‌ର ଫାଇନାଲ୍‌- ବ୍ୟାଟିଂ କରୁଛି ଭାରତ

Nov-02-2025 05:30 PM IST
ମେକ୍ସିକୋରେ ଦୁଃଖଦ ଘଟଣା: ପାରିବାରିକ ଉତ୍ସବରେ ଅଗ୍ନିକାଣ୍ଡ, ୨୩ ମୃତ

ମେକ୍ସିକୋରେ ଦୁଃଖଦ ଘଟଣା: ପାରିବାରିକ ଉତ୍ସବରେ ଅଗ୍ନିକାଣ୍ଡ, ୨୩ ମୃତ

Nov-02-2025 05:14 PM IST
ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେଡି, ଜିଲ୍ଲାପାଳ ଓ ଏସପି ବିଜେପି ପାଇଁ କାମ କରୁଥିବା ଅଭିଯୋଗ

ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବିଜେଡି, ଜିଲ୍ଲାପାଳ ଓ ଏସପି ବିଜେପି ପାଇଁ କାମ କରୁଥିବା ଅଭିଯୋଗ

Nov-02-2025 04:38 PM IST
ନୂଆପଡ଼ାବାସୀଙ୍କ ଭବିଷ୍ୟତର ସ୍ୱପ୍ନ ପୁରଣ ପାଇଁ ମୋଦୀଜିଙ୍କ ସହ ରହିବାକୁ ହେବ: ବୈଜୟନ୍ତ ପଣ୍ଡା

ନୂଆପଡ଼ାବାସୀଙ୍କ ଭବିଷ୍ୟତର ସ୍ୱପ୍ନ ପୁରଣ ପାଇଁ ମୋଦୀଜିଙ୍କ ସହ ରହିବାକୁ ହେବ: ବୈଜୟନ୍ତ ପଣ୍ଡା

Nov-02-2025 04:01 PM IST
NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

NDA  ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା

Nov-02-2025 01:14 PM IST
  • About
  • Careers
  • Contact Us
Tuesday, November 4, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜେତା

ଟିମ୍ ଭାରତକୁ ପ୍ରଧାନମନ୍ତ୍ରୀଙ୍କ ଜୋରଦାର ସ୍ୱାଗତ

by M M
Jul-04-2024 04:30 PM IST
in ଖେଳ
0
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ବିଜେତା
491
SHARES
1.4k
VIEWS
Share on FacebookShare on Twitter

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଟିମ୍ ଇଣ୍ଡିଆକୁ ବେଶ ପ୍ରଶଂସା କରିଛନ୍ତି । ଟିମ୍ ଇଣ୍ଡିଆର ଖେଳାଳିଙ୍କ ସହ ଫଟୋ ଉଠାଇଛନ୍ତି । ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ୱକପ ୨୦୨୪ ଟ୍ରଫି ଜିତିବା ପରେ ନୂଆଦିଲ୍ଲୀରେ ଆସି ପହଁଚିଥିଲେ ।   ବାର୍ବାଡୋସରୁ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିବା ପରେ ଟିମ ଇଣ୍ଡିଆର ସମସ୍ତ ଖେଳାଳି ହୋଟେଲ ଅଭିମୁଖେ ଯାତ୍ରା କରିଥିଲେ। ହୋଟେଲ୍‌ର କେକ୍‌ କାଟି ସେଲିବ୍ରେସଶନ ପରେ ଖେଳାଳିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ନିବାସ ଯାଇଥିଲେ। ସେଠାରେ ମୋଦିଙ୍କୁ ଭେଟିଥିଲେ।

ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ଭେଟିବା ପରେ ବେଶ୍‌ ଖୁସିରେ ସମସ୍ତଙ୍କ ସହ ମିଶିଥିଲେ । ସେ ହାତରେ ବିଶ୍ୱକପ୍‌ ଟ୍ରଫି ଧରି ଖେଳାଳିଙ୍କ ସହ ଫଟୋ ଉଠାଇଥିଲେ। ଅଧିନାୟକ ରୋହିତ ଶର୍ମା, ବ୍ୟାଟ୍ସମ୍ୟାନ ବିରାଟ କୋହଲି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ଯାଦବ ଏବଂ ରିଷଭ ପନ୍ତ ଏବଂ କୋଚ ରାହୁଲ ଦ୍ରାବିଡଙ୍କ ସମେତ ସମସ୍ତ ୧୫ ଖେଳାଳି ମୋଦିଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ସମସ୍ତେ ଖୁସି ବାଣ୍ଟିଥିଲେ । ଦିଲ୍ଲୀରେ ହୋଟେଲ ବାହାରେ ବିପୁଳ ସ୍ୱାଗତ କରାଯାଇଥିଲା। ହଜାର ହଜାର କ୍ରିକେଟ୍ ପ୍ରଶଂସକ ଏକତ୍ରିତ ହୋଇ ସେମାନଙ୍କ ଚାମ୍ପିଅନଙ୍କୁ ସ୍ୱାଗତ କରିଥିଲେ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଟିମ୍ ଇଣ୍ଡିଆ ବସ୍‌ରେ ଆଇଟିସି ମୌର୍ଯ୍ୟ ହୋଟେଲରେ କିଛି ସମୟ ରହି ମୁମ୍ବାଇ ଫେରିଛନ୍ତି । ସେଠାରେ ରୋଡ ସେ ହେବ । ଖେଳାଳିଙ୍କୁ ଭବ୍ୟ ସ୍ବାଗତ କରାଯିବ ।

Tags: cricketindiamodirohitT20 World Cup
Share196Tweet123
M M

M M

ଆଜିର ପାଗ

Bhubaneswar
November 4, 2025, 4:37 AM
 

WSW
Overcast
23°C
0.4 m/s
Apparent: 26°C
Pressure: 1009 mb
Humidity: 79%
Winds: 0.4 m/s WSW
Windgusts: 5.5 m/s
UV-Index: 0
Precip.: 0mm /0% / Rain
Sunrise: 5:49 AM
Sunset: 5:10 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ରାଷ୍ଟ୍ରନିର୍ମାଣରେ ନିଜକୁ ନିୟୋଜିତ କରିବି : ଅମର

ରାଷ୍ଟ୍ରନିର୍ମାଣରେ ନିଜକୁ ନିୟୋଜିତ କରିବି : ଅମର

November 3, 2025
ବିଜେଡିକୁ ‘ଟାଇଟନିକ୍’ ପରି ବୁଡ଼ାଇବାକୁ ଯୋଜନା ଚାଲିଛି”: ଶ୍ରୀମୟୀ ମିଶ୍ର

ବିଜେଡିକୁ ‘ଟାଇଟନିକ୍’ ପରି ବୁଡ଼ାଇବାକୁ ଯୋଜନା ଚାଲିଛି”: ଶ୍ରୀମୟୀ ମିଶ୍ର

November 3, 2025
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

November 3, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom