• Latest
  • Trending
ବାରଣାସୀରେ ‘ଡଲି କି ଡୋଲି’ ଷ୍ଟାଇଲ୍ ରେ ଲୁଟ୍: ବିବାହ ରାତିରେ ଅଳଙ୍କାର ଧରି ଫେରାର ହେଲା ନୂଆବୋହୂ!

ବାରଣାସୀରେ ‘ଡଲି କି ଡୋଲି’ ଷ୍ଟାଇଲ୍ ରେ ଲୁଟ୍: ବିବାହ ରାତିରେ ଅଳଙ୍କାର ଧରି ଫେରାର ହେଲା ନୂଆବୋହୂ!

Nov-10-2025 03:49 PM IST
odisha.newsroom.in

ଆପଣଙ୍କ ମୋବାଇଲକୁ ଆସିଲା କି ଏମର୍ଜେନ୍ସି ଆଲର୍ଟ ? ଭୟଭୀତ ହୁଅନ୍ତୁନି…

May-02-2026 12:44 PM IST
odisha.newsroom.in

ମାଡ଼ି ଆସୁଛି ବଡ଼ ଲଘୁଚାପ: ଅଧିକ ଘନୀଭୂତ ହୋଇ ନେଇପାରେ ବାତ୍ୟାର ରୂପ…

May-02-2026 12:20 PM IST
odisha.newsroom.in

EVM ଟାମ୍ପରିଂ ଅଭିଯୋଗ…ପଶ୍ଚିମବଙ୍ଗର ୧୫ଟି ବୁଥରେ ପୁନଃ ମତଦାନ ଆରମ୍ଭ…

May-02-2026 11:45 AM IST
odisha.newsroom.in

ବଲାଙ୍ଗିର ଜିଲ୍ଲାରେ ଭୂକମ୍ପ ଝଟକା…ଭୟରେ ଘରୁ ବାହାରି ଆସିଲେ ଲୋକେ…

May-02-2026 11:24 AM IST
Horoscope 2026 May 02: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 02: ଜାଣନ୍ତୁ ଆଜିର ରାଶିଫଳ…

May-02-2026 10:53 AM IST
odisha.newsroom.in

‘ଡିଜିଟାଲ୍ ଆରେଷ୍ଟ’ର କଳା କାହାଣୀ…ଜଳୁଥିଲା ଜୁଇ, ବାଜୁଥିଲା ଫୋନ୍…

May-01-2026 05:53 PM IST
odisha.newsroom.in

ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ…୩ ଦିନରେ ୩ ଲକ୍ଷ ପରୀକ୍ଷାଖାତା ଦେଖିଲା AI…

May-01-2026 04:27 PM IST
odisha.newsroom.in

ବିରୋଧୀଙ୍କ ବଡ଼ ଅଭିଯୋଗ…ଗୃହକୁ ମଦ୍ୟପାନ କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ

May-01-2026 03:30 PM IST
odisha.newsroom.in

ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ପ୍ଲାନ କରୁଛି କି ଆମେରିକା ?

May-01-2026 01:39 PM IST
odisha.newsroom.in

ଗୋଟିଏ ଲାଇଫ୍ ଜ୍ୟାକେଟ୍‌ରେ ବନ୍ଧା ହୋଇଥିଲା ମା’ ପୁଅଙ୍କ ମୃତଦେହ; ଦୃଶ୍ୟ ଦେଖି କାନ୍ଦି ପକାଇଲେ ମନ୍ତ୍ରୀ

May-01-2026 12:57 PM IST
  • About
  • Careers
  • Contact Us
Saturday, May 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ବାରଣାସୀରେ ‘ଡଲି କି ଡୋଲି’ ଷ୍ଟାଇଲ୍ ରେ ଲୁଟ୍: ବିବାହ ରାତିରେ ଅଳଙ୍କାର ଧରି ଫେରାର ହେଲା ନୂଆବୋହୂ!

by M M
Nov-10-2025 03:49 PM IST
in ଦେଶ ବିଦେଶ
0
ବାରଣାସୀରେ ‘ଡଲି କି ଡୋଲି’ ଷ୍ଟାଇଲ୍ ରେ ଲୁଟ୍: ବିବାହ ରାତିରେ ଅଳଙ୍କାର ଧରି ଫେରାର ହେଲା ନୂଆବୋହୂ!
491
SHARES
1.4k
VIEWS
Share on FacebookShare on Twitter

ବାରଣାସୀ,: ବାରାଣସୀରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଯାହାକି ଠିକ୍ ଅଭିନେତ୍ରୀ ସୋନମ୍ କପୁରଙ୍କ ଚଳଚ୍ଚିତ୍ର ‘ଡଲି କି ଡୋଲି’ର କାହାଣୀକୁ ମନେ ପକାଇ ଦେଇଛି। ଜଣେ ବୋହୂ 10ଟି ବିବାହ କରି ସ୍ବାମୀ ଘରୁ ଲୁଟି ନେଇଛି ଟଙ୍କା, ସୁନା । ତେବେ ବାରଣାସୀରେ ଏପରି ମିଛ ବିବାହ କରି ବିବାହର ପ୍ରଥମ ରାତିରେ ଘରୁ ନଗଦ ଟଙ୍କା ଏବଂ ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଥିବା ଅଭିଯୋଗ ପରେ ପୋଲିସ ଲୁଟେରା ନୂଆ ବୋହୁକୁ ଗିରଫ କରିଛି ।

ଘଟଣା ଅନୁସାରେ ଗତ ସପ୍ତାହରେ ବାରଣାସୀର ଏକ ମଧ୍ୟବିତ୍ତ ପରିବାରର ପୁଅ ସହ ଏହି ଠକ ବୋହୁ ରାଣୀର ବିବାହ ହୋଇଥିଲା। ବିବାହ ସମୟରେ ବୋହୂ ପକ୍ଷରୁ ସେମାନେ ନିଜକୁ ଏକ ସମ୍ଭ୍ରାନ୍ତ ପରିବାର ବୋଲି ପରିଚୟ ଦେଇଥିଲେ। କିନ୍ତୁ ବିବାହର ପରଦିନ ସକାଳେ ଯେତେବେଳେ ବରଘର ଲୋକେ ଉଠିଲେ, ବୋହୂକୁ ଘରେ ଦେଖିବାକୁ ମିଳିଲା ନାହିଁ। ଏହା ସହ ଘରେ ଥିବା ସମସ୍ତ ଗହଣା ଏବଂ ନଗଦ ଟଙ୍କା ମଧ୍ୟ ଗାଏବ ହୋଇଯାଇଥିଲା।

ଘର ଲୋକେ ସୋନଭଦ୍ରା ଥାନାରେ ମାମଲା ଦାୟର କଲେ । ପୋଲିସ ଏକ ଟିମ ଗଠନ କରିବା ପରେ ତଦନ୍ତ ଆରମ୍ଭ କରି  ଏହି ଗ୍ୟାଙ୍ଗର ଠିକଣା ପାଇଥିଲା । ବୋହୁ ରାଣୀକୁ ଗିରଫ କରିବା ପରେ ସେ ଏପରି 10ଜଣଙ୍କୁ ବାହା ହୋଇଥିବା ଜଣାପଡ଼ିଛି । ତା ନିକଟରୁ ଅନେକ ସୁନା ଗହଣା ସହ ଟଙ୍କା ଜବତ ହୋଇଛି । ଏଥିରେ ତାର ସ୍ବାମୀ ରବି ରଞ୍ଜନ ମୁଖ୍ୟ ସହଯୋଗୀ ଥିବା ପୋଲିସ କହିଛି । ଗ୍ୟାଙ୍ଗରେ ଅନେକ ସଦସ୍ୟ ଅଛନ୍ତି ଯେଉଁମାନେ  ବୋହୂର ସମ୍ପର୍କୀୟ ଭାବେ ପରିଚୟ ଦେଉଥିଲେ । ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି । ଅନେକଙ୍କ ଫୋନ୍ ନମ୍ବର ବନ୍ଦ ରହିଛି ।  ସୋନଭଦ୍ରା ଏସପି କହିଛନ୍ତି ଏହି ଗ୍ୟାଙ୍ଗର ଜଣେ ସଦସ୍ୟ କୃଷ୍ଣାନନ୍ଦଙ୍କୁ ୟୁପି-ଝାରଖଣ୍ଡ ସୀମାରୁ ଗିରଫ କରାଯାଇଛି । ଯିଏ ବାହାର ରାଜ୍ୟରେ ନିଜ ଗ୍ୟାଙ୍ଗ ସକ୍ରିୟ ରଖିଛି । ତଦନ୍ତ ପରେ ଅନ୍ୟ ସଦସ୍ୟଙ୍କୁ ଗିରଫ କରାଯିବ କହିଛି ପାଲିସ ।  ଏହି ଘଟଣାଟି ଚଳଚ୍ଚିତ୍ରର ଦୃଶ୍ୟ ପରି ଲାଗୁଥିଲେ ମଧ୍ୟ, ଏହା ଏକ ଗମ୍ଭୀର ଅପରାଧ। ପୋଲିସ ଠକ ବୋହୁ ଏବଂ ତା’ର ସହଯୋଗୀମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିବା ପରେ ତାଙ୍କୁ ଗିରଫ କରାଯାଇଥିଲା ।

Share196Tweet123
M M

M M

ଆଜିର ପାଗ

Bhubaneswar
May 2, 2026, 1:21 PM
 

SW
Thunderstorm
35°C
5.2 m/s
Apparent: 31°C
Pressure: 1004 mb
Humidity: 87%
Winds: 5.2 m/s SW
Windgusts: 15.2 m/s
UV-Index: 0
Precip.: 5.1mm /22% / Rain
Sunrise: 5:16 AM
Sunset: 6:10 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom