• Latest
  • Trending
ବାହାଘର ବାତିଲ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମନ୍ଧାନା

ବାହାଘର ବାତିଲ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମନ୍ଧାନା

Dec-11-2025 04:33 PM IST
ବାତ୍ୟା ଦ୍ୱନ୍ଦ୍ୱ ମଧ୍ୟରେ ସୃଷ୍ଚି ହେଲା ଘୂର୍ଣ୍ଣିବଳୟ, ଦିନକ ପରେ ନେବ ଲଘୁଚାପର ରୂପ

ବାତ୍ୟା ଦ୍ୱନ୍ଦ୍ୱ ମଧ୍ୟରେ ସୃଷ୍ଚି ହେଲା ଘୂର୍ଣ୍ଣିବଳୟ, ଦିନକ ପରେ ନେବ ଲଘୁଚାପର ରୂପ

May-09-2026 03:55 PM IST
‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ !

‘ନବୀନ ନିବାସ’ ସାମ୍ନାରୁ ହଟିବ ବ୍ୟାରିକେଡ୍‌ !

May-09-2026 03:42 PM IST
ଭାତ ଖାଇଲେ ବଢ଼େ କି ମୋଟା ପଣ , ଜାଣନ୍ତୁ ଏହା ପଛର ସତ ?

ଭାତ ଖାଇଲେ ବଢ଼େ କି ମୋଟା ପଣ , ଜାଣନ୍ତୁ ଏହା ପଛର ସତ ?

May-09-2026 01:22 PM IST
ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଶପଥ ନେଇଥିବା ପାଞ୍ଚ ଜଣ ମନ୍ତ୍ରୀ କିଏ ?

ଶୁଭେନ୍ଦୁ ଅଧିକାରୀଙ୍କ ସହିତ ଶପଥ ନେଇଥିବା ପାଞ୍ଚ ଜଣ ମନ୍ତ୍ରୀ କିଏ ?

May-09-2026 01:08 PM IST
ପଶ୍ଚିମବଙ୍ଗରେ ଚାଲିଥିଲା ଶପଥ ଗ୍ରହଣ ଉତ୍ସବ; ପାଦ ଛୁଇଁ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସେ କିଏ?

ପଶ୍ଚିମବଙ୍ଗରେ ଚାଲିଥିଲା ଶପଥ ଗ୍ରହଣ ଉତ୍ସବ; ପାଦ ଛୁଇଁ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ ସେ କିଏ?

May-09-2026 01:02 PM IST
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

May-09-2026 12:21 PM IST
ଶନି ଦେବଙ୍କ ପୂଜାରେ କାହିଁକି ବ୍ୟବହାର ହୁଏ ନାହିଁ ତମ୍ବା ପାତ୍ର ? ଜାଣନ୍ତୁ ଏହା ପଛର କାରଣ

ଶନି ଦେବଙ୍କ ପୂଜାରେ କାହିଁକି ବ୍ୟବହାର ହୁଏ ନାହିଁ ତମ୍ବା ପାତ୍ର ? ଜାଣନ୍ତୁ ଏହା ପଛର କାରଣ

May-09-2026 11:16 AM IST
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ସିଡିଏସ୍ ହେବେ ଏନଏସ ରାଜା ସୁବ୍ରମଣି

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ସିଡିଏସ୍ ହେବେ ଏନଏସ ରାଜା ସୁବ୍ରମଣି

May-09-2026 10:56 AM IST
ଆଜିଠୁ ପଶ୍ଚିମବଙ୍ଗରେ ବିଜେପି ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

ଆଜିଠୁ ପଶ୍ଚିମବଙ୍ଗରେ ବିଜେପି ସରକାର; ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ, ସୁରକ୍ଷା ବ୍ୟବସ୍ଥା କଡାକଡି

May-09-2026 08:32 AM IST
ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

ଆଜି କେମିତି କଟିବ ଆପଣଙ୍କ ଦିନ? କ’ଣ କହୁଛି ଆପଣଙ୍କ ରାଶିଫଳ? ଜାଣନ୍ତୁ…

May-09-2026 07:10 AM IST
  • About
  • Careers
  • Contact Us
Saturday, May 9, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ବାହାଘର ବାତିଲ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମନ୍ଧାନା

ସଦାବେଳେ ଶୂନରୁ ଆରମ୍ଭ

by M M
Dec-11-2025 04:33 PM IST
in ଖେଳ
0
ବାହାଘର ବାତିଲ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମନ୍ଧାନା
491
SHARES
1.4k
VIEWS
Share on FacebookShare on Twitter

ନୂଆଦିଲ୍ଲୀ : ଭାରତର ମହିଳା କ୍ରିକେଟର ଷ୍ଟାର୍ ଓପନର୍  ସ୍ମୃତି ମନ୍ଧାନା ବଡ଼ ବୟାନ ଦେଇଛନ୍ତି। ପଳାଶ ମୁଚ୍ଛଲଙ୍କ ସହ ତାଙ୍କର ବିବାହ ବାତିଲ ହେବାକୁ ନେଇ ଜାତୀୟ ଗଣମାଧ୍ୟମରେ ଅନେକ ଖବର ପ୍ରକାଶିତ ହେଉଛି । କିନ୍ତୁ ସେ କହିଛନ୍ତି ସବୁ ପ୍ରକାଶିତ ଖବରରେ ସତ୍ୟତା ନାହିଁ । ବାହାଘର ଭାଙ୍ଗିବା ପରେ ଏହି କାର୍ଯ୍ୟକ୍ରମଟି ତାଙ୍କର ପ୍ରଥମ ସାର୍ବଜନୀନ କାର୍ଯ୍ୟକ୍ରମ ଥିଲା। ଯେଉଁଥିରେ ସେ ଖୋଲାଖୋଲି ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ । ଆମାଜନ ସମ୍ଭବ ସମ୍ମିଳନୀରେ ସେ କହିଛନ୍ତି ତାଙ୍କ ପାଇଁ କ୍ରିକେଟ୍‌ଠୁ ବଳି ଆଉ କିଛି ନାହିଁ  ।  ‘ଟିମ୍ ଇଣ୍ଡିଆର ଜର୍ସି’ ପିନ୍ଧିବା ତାଙ୍କର ସବୁଠାରୁ ବଡ଼ ପ୍ରେରଣା ବୋଲି ସେ କହିଛନ୍ତି । ୨୦୧୩ ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ସ୍ମୃତି ମନ୍ଧାନା କହିଛନ୍ତି ଯେ ବ୍ୟାଟିଂ ତାଙ୍କର ନିଶା । ଗତ ମାସରେ ବାହାଘରକୁ ନେଇ ସେ ଚର୍ଚାରେ ଥିଲେ । କିନ୍ତୁ ଏବେ ସେ ଖେଳରେ ମନ ଦେଉଥିବା କହିଛନ୍ତି ।  ଭାରତକୁ ବିଶ୍ୱକପ୍ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମନ୍ଧାନା କହିଛନ୍ତି ଖେଳ ସଦାବେଳେ ଶୂନରୁ ଆରମ୍ଭ ହୁଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ବକପ୍ ବିଜୟ ହିଁ ତାଙ୍କର ଲକ୍ଷ୍ୟ ଥିଲା । ଖେଳ ସଦାବେଳେ ଶୂନରୁ ଆରମ୍ଭ ହୁଏ । ବ୍ୟାଟିଂ କରିବା ବେଳେ “ଆପଣ ସର୍ବଦା ଶୂନରୁ ଆରମ୍ଭ କରନ୍ତି, ପୂର୍ବରୁ ଆପଣ ଯେତେ ସ୍କୋର କରିଥା’ନ୍ତୁ ନା କାହିଁକି।” ତାହା କିଛି କାମ ଦିଏ ନାହିଁ ।  ଆପଣ ଯଦି ସ୍କୋର କରନ୍ତି ନାହିଁ ତାହାଲେ ପୂର୍ବ ମ୍ୟାଚ୍ ଫଳାଫଳ ଆପଣଙ୍କ ସପକ୍ଷରେ ଯିବ ନାହିଁ ।

Share196Tweet123
M M

M M

ଆଜିର ପାଗ

Bhubaneswar
May 9, 2026, 7:56 PM
 
S
Mainly clear
28°C
3.3 m/s
Apparent: 33°C
Pressure: 1009 mb
Humidity: 96%
Winds: 3.3 m/s S
Windgusts: 9.4 m/s
UV-Index: 0
Precip.: 0mm /63% / Rain
Sunrise: 5:12 AM
Sunset: 6:13 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom