• Latest
  • Trending

ସୁଭଦ୍ରା ଯୋଜନା ସମ୍ପର୍କରେ ଜାଣିବା ପାଇଁ କଲ ସେଣ୍ଟରକୁ କଲ କରନ୍ତୁ

Sep-04-2024 07:11 PM IST
ବଙ୍ଗୋପସାଗରରେ ଆସୁଛି ବଡ଼ ଲଘୁଚାପ ! ହେବ କି ବାତ୍ୟା ?

ବଙ୍ଗୋପସାଗରରେ ଆସୁଛି ବଡ଼ ଲଘୁଚାପ ! ହେବ କି ବାତ୍ୟା ?

May-07-2026 07:32 PM IST
ଦୁଇ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦେଲା ଚୀନ୍, ଦୁର୍ନୀତି ମାମଲାରେ ରାଷ୍ଟ୍ରପତି ସି ଜିନପିଙ୍ଗ କଠୋର କାର୍ଯ୍ୟାନୁଷ୍ଠାନ

ଦୁଇ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦେଲା ଚୀନ୍, ଦୁର୍ନୀତି ମାମଲାରେ ରାଷ୍ଟ୍ରପତି ସି ଜିନପିଙ୍ଗ କଠୋର କାର୍ଯ୍ୟାନୁଷ୍ଠାନ

May-07-2026 07:21 PM IST
ସାବଧାନ ! ଫ୍ରିଜରେ ଅଟା ଚକଟି ରଖୁଛନ୍ତି କି ?

ସାବଧାନ ! ଫ୍ରିଜରେ ଅଟା ଚକଟି ରଖୁଛନ୍ତି କି ?

May-07-2026 07:11 PM IST
ମୁଖ୍ୟମନ୍ତ୍ରୀ ହେବା ଆଗରୁ ବଡ ନିଷ୍ପତ୍ତି ନେଲେ ବିଜୟ, କହିଲେ…

ମୁଖ୍ୟମନ୍ତ୍ରୀ ହେବା ଆଗରୁ ବଡ ନିଷ୍ପତ୍ତି ନେଲେ ବିଜୟ, କହିଲେ…

May-07-2026 04:47 PM IST
ଦୂର ହେଲା ତାମିଲନାଡୁ ସିଏମ୍ ସସପେନ୍ସ ! ସରକାର ଗଠନ ପାଇଁ ବିଜୟଙ୍କୁ ଗ୍ରୀନ ସିଗନାଲ ଦେଲେ ରାଜ୍ୟପାଳ

ଦୂର ହେଲା ତାମିଲନାଡୁ ସିଏମ୍ ସସପେନ୍ସ ! ସରକାର ଗଠନ ପାଇଁ ବିଜୟଙ୍କୁ ଗ୍ରୀନ ସିଗନାଲ ଦେଲେ ରାଜ୍ୟପାଳ

May-07-2026 03:54 PM IST
ମମତାଙ୍କୁ ହରାଇଦେଲା ସୋସିଆଲ୍ ମିଡିଆ, ଜାଣନ୍ତୁ କେମିତି?

ମମତାଙ୍କୁ ହରାଇଦେଲା ସୋସିଆଲ୍ ମିଡିଆ, ଜାଣନ୍ତୁ କେମିତି?

May-07-2026 02:56 PM IST
ଗ୍ରୀଷ୍ମ ଋତୁରେ ଲେମ୍ବୁକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ

ଗ୍ରୀଷ୍ମ ଋତୁରେ ଲେମ୍ବୁକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଂରକ୍ଷଣ କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ

May-07-2026 01:34 PM IST
odisha.newsroom.in

ତାମିଲନାଡୁରେ ‘ବିଜୟ’ ସରକାର…୧୧୮ ବିଧାୟକଙ୍କ ସମର୍ଥନ ମାଗିଲେ ରାଜ୍ୟପାଳ…

May-06-2026 06:03 PM IST
odisha.newsroom.in

TMC କାର୍ଯ୍ୟାଳୟ ଭଙ୍ଗାରୁଜା…କୋଲକାତା ନ୍ୟୁ ମାର୍କେଟରେ ବୁଲିଲା ବୁଲଡୋଜର…

May-06-2026 04:49 PM IST
odisha.newsroom.in

ମହୁ ସଂଗ୍ରହ କରିବାକୁ ପଥର ଖୋଲରେ ମୁଣ୍ଡ ପୂରାଇଦେଲେ ନାବାଳକ …କାଢ଼ିବାକୁ ଅଗ୍ନିଶମବାହିନୀ ନାକେଦମ

May-06-2026 03:58 PM IST
  • About
  • Careers
  • Contact Us
Friday, May 8, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ସୁଭଦ୍ରା ଯୋଜନା ସମ୍ପର୍କରେ ଜାଣିବା ପାଇଁ କଲ ସେଣ୍ଟରକୁ କଲ କରନ୍ତୁ

by M M
Sep-04-2024 07:11 PM IST
in ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ସୁଭଦ୍ରା ଯୋଜନା ସମ୍ପର୍କରେ ପ୍ରତିଦିନ ନୂଆ କଥା ଶୁଣିବାକୁ ମିଳୁଛି । ସୋସିଆଲ ମିଡିଆରେ ବିଭ୍ରାନ୍ତି କରାଯାଉଛି । ଏସବୁକୁ ବିଚାର କରାଯାଇ ଲୋକଙ୍କୁ ସଠିକ ସୂଚନା ଦେବାପାଇଁ  ସରକାରଙ୍କ ପକ୍ଷରୁ ସୁଭଦ୍ରା କଲ୍ ସେଣ୍ଟରର ଶୁଭାରମ୍ଭ କରାଯାଇଛି। ଏହାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୁଭାରମ୍ଭ କରିଛନ୍ତି। ୧୪୬୭୮ ଟୋଲ ଫ୍ରି ନଂ ରେ ଆପଣମାନେ  ଫୋନ କରିପାରିବେ। କଲ ସେଣ୍ଟରକୁ ଫୋନ କରି ମହିଳାମାନେ ଯୋଜନା ସମ୍ପର୍କରେ  ଥିବା ସନ୍ଦେହ ଦୂର କରିପାରିବେ। ସୁଭଦ୍ରା ଯୋଜନା  ପାଇଁ  ଆବେଦନର ଶେଷ ତାରିଖ ନାହିଁ।  ସେପ୍ଟେମ୍ବର ୧୭ ତାରିଖ ପରେ ବି  ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଯାହା ହେଉଛି ସବୁଠୁ ବଡ଼ କଥା ।

 ସେହିପରି ପୂର୍ବରୁ  ସୁଭଦ୍ରା ଯୋଜନାର ୱେବ ପୋର୍ଟାଲ ମଧ୍ୟ ପୂର୍ବରୁ ଲୋକାର୍ପିତ ହୋଇଛି । www. subhadra. odisha. gov. in  ପୋର୍ଟାଲ ମାଧ୍ୟମରେ ସୁଭଦ୍ରା ଯୋଜନା ସମ୍ୱନ୍ଧରେ ଜାଣିବା ପାଇଁ ସମସ୍ତ ପ୍ରକାର ସୂଚନା ପ୍ରଦାନ କରାଯାଇଛି । ଏହା ଦ୍ବାରା ମହିଳାମାନେ ସହଜରେ, ସୁବିଧାରେ, ସବୁଠାରେ ସୁଭଦ୍ରା ବିଷୟରେ ପଢିପାରିବେ ଓ ବୁଝିପାରିବେ | ଏହାର ଉପାଦାନ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଦିଆଯାଇଛି । ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ହାୟିତ୍ଵ ସହ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ଓ ଏହାର ଉତ୍ତର ଏହି ୱେବ ପୋର୍ଟାଲରେ ଉପଲବ୍ଧ ଅଛି। ସୁଭଦ୍ରା ସମ୍ବନ୍ଧୀୟ ଆପଣମାନଙ୍କ ମନରେ ଆସୁଥିବା ଯେକୌଣସି ପ୍ରଶ୍ନର ଉତ୍ତର ଏହି ୱେବ ପୋର୍ଟାଲରେ ମିଳିପାରିବ।  ତେଣୁ ଏସବୁ ନେଇ ଚିନ୍ତାରେ ନରହିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Tags: subhadrasubhadrayojana
Share196Tweet123
M M

M M

ଆଜିର ପାଗ

Bhubaneswar
May 8, 2026, 1:27 AM
 

SSE
Thunderstorm
26°C
1.7 m/s
Apparent: 33°C
Pressure: 1009 mb
Humidity: 97%
Winds: 1.7 m/s SSE
Windgusts: 8.7 m/s
UV-Index: 0
Precip.: 0mm /16% / Rain
Sunrise: 5:13 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom