ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣାର ପ୍ରଭାବ…କିଛି ମିନିଟରେ 5 ଲକ୍ଷ କୋଟି ଲାଭ
ଟ୍ରମ୍ପ ଙ୍କ ଯୁଦ୍ଧ ବିରତି ଘୋଷଣାର କିଛି ଘଣ୍ଟା ନପୂରୁଣୁ ଆଜି ଷ୍ଟକ ମାର୍କେଟରେ ଏହାର ବଡ ପ୍ରଭାବ ଦେଖିବାକୁ ମିଳିଛି। ନିବେଶକମାନଙ୍କ ମନରେ ଖୁସି ଦେଖିବାକୁ ମିଳିଛି। ଅଶୋଧିତ ତୈଳର ମୂଲ୍ୟ କମି ଯାଇଛି । ସୁନା ମୂଲ୍ୟ ମଧ୍ୟ ...









