ସମଦୂରତା ଫର୍ମୁଲାକୁ ବାଏ..ବାଏ, କମୁଛି କଂଗ୍ରେସ-ବିଜେଡି ଦୂରତା by M M March 28, 2026 0 ଆଉ ନାହିଁ ସମଦୂରତା...ଏବେ ଦୂରତା କମି କମି ଚାଲିଛି । ରାଜ୍ୟସଭା ନିର୍ବାଚନ ପରଠୁ ଏହି ଧାରା ଦେଖିବାକୁ ମିଳିଛି । ନିର୍ବାଚନ ପାଇଁ ବୁଝାମଣା ହୋଇଛି ଓ ପରେ ପୁଣି ସମଦୂରତା ଫର୍ମୁଲା ବଜାୟ ରହିବ ବୋଲି ଆଶା କରାଯାଉଥିଲା ...