ସାବଧାନ…ଆପଣଙ୍କ ବ୍ୟକ୍ତିଗତ ମେସେଜ ପଢୁଛି WhatsApp…ମିଳିଲା ପ୍ରମାଣ…
ଆମେ ହ୍ୱାଟସ୍ଆପ୍ ଚାଟ କେତେ ସୁରକ୍ଷିତ ? କମ୍ପାନୀ ଦାବି କରେ ଯେ ଏହା ‘ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟେଡ୍’, ଅର୍ଥାତ୍ ପ୍ରେରକ ଏବଂ ଗ୍ରାହକଙ୍କ ବ୍ୟତୀତ ତୃତୀୟ ପକ୍ଷ ଏହାକୁ ପଢ଼ିପାରିବେ ନାହିଁ। କିନ୍ତୁ ଏବେ ଏକ ନୂଆ ବିବାଦ ସାମ୍ନାକୁ ଆସିଛି, ...






