ବାପାର ସାହସ ଦେଖି ଭୟରେ ଜଙ୍ଗଲକୁ ପଳେଇଲା ବାଘ,ବଂଚିଗଲା ଝିଅ by M M April 25, 2026 0 ଜଣେ ବାପାର ସାହସ ଆଗରେ ହାର ମାନିଛି ହିଂସ୍ର ବାଘ। ନିଜ ଜୀବନକୁ ପାଣି ଛଡ଼ାଇ ମୃତ୍ୟୁ ମୁଖରୁ ଝିଅକୁ ଛଡ଼ାଇ ଆଣିଛନ୍ତି ଜଣେ ବାପା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ତଥା ରୋମାଞ୍ଚକର ଘଟଣା ଦେଖିବାକୁ ମିଳିଛି ଗୁଜରାଟର ଛୋଟା ଉଦେପୁର ...