ଅମଲାତନ୍ତ୍ରରୁ ନେତାଙ୍କ ଶାସନ ଆରମ୍ଭ by newsroom May 21, 2025 0 ଦିନ ଥିଲା ଅମଲାଙ୍କ କଥାରେ ଉଠ ବସ ହେଉଥିଲେ ନେତା । ନବୀନ ପଟ୍ଟନାୟକଙ୍କ ଶାସନକାଳରେ ଓଡ଼ିଶା ସରକାର ଅମଲାଙ୍କ ଦ୍ୱାରା ପରିଚାଳିତ ହେଉଥିବା ଅଭିଯୋଗ ଥିଲା। ଏବେ ସମୟ ବଦଳିଛି । ନେତାଙ୍କ ହାତରେ ଏବେ ଶାସନ । ବର୍ତ୍ତମାନ ...
ପାଣ୍ଡିଆନ ନୁହେଁ ନବୀନ ଦାୟୀ: ପ୍ରଭାତ ତ୍ରିପାଠୀ by newsroom April 10, 2025 0 ଗତ କିଛି ଦିନ ଧରି ବିଜେଡିରେ ତୁତୁ ମେ ମେ ଚାଲିଛି । ବରିଷ୍ଠ ନେତା ଆଉ ଯୁବ ନେତା ଙ୍କ ମଧ୍ୟରେ ରାଜ୍ୟ ସଭାରେ ଭୋଟକୁ ନେଇ ଟଣା ଓଟରା ପରେ ନବୀନ ସବୁ ନେତାଙ୍କୁ ତାଗିଦ କରିବା ସହ ...
ପଶ୍ଚିମବଙ୍ଗରେ ଓ୍ବାକଫ ସଂଶୋଧନ ଆଇନ୍ ଲାଗୁ ହେବ ନାହିଁ: ମମତା by newsroom April 10, 2025 0 ପଶ୍ଚିମବଙ୍ଗରେ ଓ୍ବାକଫ ସଂଶୋଧନ ଆଇନ୍ ଲାଗୁ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିନ୍ତି । ସଂଖ୍ୟାଲଘୁ ଲୋକମାନଙ୍କର ସମ୍ପତ୍ତିକୁ ରକ୍ଷା କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷେପ ...
ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ by newsroom April 9, 2025 0 ନୌସେନା ପାଇଁ ୨୬ଟି ରାଫେଲ-ମରିନ୍ ଲଢ଼ୁଆ ବିମାନ କିଣିବାକୁ ଫ୍ରାନ୍ସ ସହିତ ଚୁକ୍ତିକୁ ଅନୁମୋଦନ ମିଳିଛି। ଭାରତ ଏବଂ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ଏହି ଡିଲ ପାଇଁ ଖର୍ଚ୍ଚ ହେବ ୬୩ ହଜାର କୋଟି । ଭାରତୀୟ ନୌସେନାର ୨୨ ...
ମହମ୍ମଦ ୟୁନୁସଙ୍କୁ କଣ କହିଲେ ମୋଦି ? by newsroom April 4, 2025 0 ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା ମଧ୍ୟରେ, ବ୍ୟାଙ୍କକ ମାଟିରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଏକ ବୈଠକ ହୋଇଛି। ଥାଇଲ୍ୟାଣ୍ଡରେ ଅନୁଷ୍ଠିତ BIMSTEC ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ହୋଇଥିଲା। ...
ରାଜ୍ୟର ୮୭ ଜେଲ୍ରେ ୧୬ ହଜାରରୁ ଅଧିକ କଏଦୀ ଅଛନ୍ତି by newsroom March 28, 2025 0 ଓଡ଼ିଶାରେ ବର୍ତ୍ତମାନ ୮୭ଟି ଜେଲ୍ ଅଛି। ସେସବୁ ଜେଲ୍ରେ ମୋଟ ୧୬,୩୧୮ କଏଦୀ ଅଛନ୍ତି ବୋଲି ସୋମବାର ଦିନ ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଯଦିଓ କିଛି ଜେଲ୍ରେ ...
ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ପରଲୋକ by newsroom March 9, 2025 0 ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସଙ୍କ ବିୟୋଗରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି- ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ...
ଲକ୍ଷ୍ମୀ ପୁରାଣରେ ବି ମହିଳା ସଶକ୍ତିକରଣ ବାର୍ତ୍ତା by newsroom March 8, 2025 0 https://www.youtube.com/watch?v=PhcVuEu7HFE
ଆସନ୍ତାକାଲିଠାରୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ by newsroom March 7, 2025 0 ରାଜ୍ୟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆସନ୍ତାକାଲି ଶୁକ୍ରବାର ମାର୍ଚ୍ଚ ୭ ତାରିଖଠାରୁ ଆରମ୍ଭ ହୋଇ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନ କାଳରେ ଖର୍ଚ୍ଚଦାବି ନେଇ ଆଲୋଚନା ସହିତ ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ ...
କାହିଁକି ବାରିମୂଳ ଆଶ୍ରମକୁ ଯାଇପାରିବେନି ସାରଥୀ ? by newsroom March 6, 2025 0 କାହିଁକି ବାରିମୂଳ ଆଶ୍ରମକୁ ଯାଇପାରିବେନି ସାରଥୀ ? https://www.youtube.com/watch?v=eyNcheoAaNI