Tag: newsroom

ହାଇପ୍ରୋଫାଇଲ ସିଟ୍ ଉପରେ ନଜର

ହାଇପ୍ରୋଫାଇଲ ସିଟ୍ ଉପରେ ନଜର

ଶେଷ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ଚାଲିଛି। କିଏ ଜିତିବ, କିଏ ହାରିବ, ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । କାରଣ ଏହି ନିର୍ବାଚନ ହୁଏତ କିଛି ବରିଷ୍ଠ ନେତାଙ୍କ ଭବିଷ୍ୟତ ସ୍ଥିର କରିବ । ...

ଭୀଷଣ ତାତି,ଅଂଶୁଘାତ ନେଲା ୪୧ ଜୀବନ!

ଭୀଷଣ ତାତି,ଅଂଶୁଘାତ ନେଲା ୪୧ ଜୀବନ!

ଭୀଷଣ ତାତି ଯୋଗୁ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ସ୍ଥିତି ଉପୁଜିଛି । ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଚିକିତ୍ସାଧୀନ ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମ୍ବଲପୁରରେ ୮, ଝାରସୁଗୁଡାରେ ...

ପୁରୀ ବାଣ ବିସ୍ଫୋରଣ ଘଟଣା:ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି

ପୁରୀ ବାଣ ବିସ୍ଫୋରଣ ଘଟଣା:ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି

ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରି ନିତି ଚାଲୁଥିବା ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।  ଏଥି ସହିତ ବାଣ ବିସ୍ଫୋରଣ ...

ଅସହ୍ୟ ଗରମ: ଚାଲିଯାଉଛି ଜୀବନ

ଅସହ୍ୟ ଗରମ: ଚାଲିଯାଉଛି ଜୀବନ

ଭୀଷଣ ତାତି  । ସକାଳୁ ତାତି ଆରମ୍ଭ ହେଲେ ଆଉ ସହିବା କଷ୍ଟ । ଲୋକେ ହନ୍ତସନ୍ତ ହେଉଛନ୍ତି । ଗାଁ ସହର ସବୁଠି ତାତି । ଗରମ ପାଇଁ ଲୋକଙ୍କ ଜୀବନ ଯାଉଛି । ତଥ୍ୟ ଅନୁସାରେ ଅନେକ ଜିଲ୍ଲାରେ ...

ଫିଲ୍ମ ପୂର୍ବରୁ ଗାନ୍ଧୀଙ୍କୁ କେହି ଜାଣି ନ ଥିଲେ

ଫିଲ୍ମ ପୂର୍ବରୁ ଗାନ୍ଧୀଙ୍କୁ କେହି ଜାଣି ନ ଥିଲେ

ଲୋକ ସଭା ନିର୍ବାଚନ ଶେଷ ହେବାକୁ ବସିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାକ୍ଷାତ୍‌କାରରେ ପୂର୍ବର କଂଗ୍ରେସ ସରକାରଗୁଡ଼ିକୁ ସମାଲୋଚନା କରିବାକୁ ଯାଇ କହିଛନ୍ତି, ଗାନ୍ଧିଜୀ ଜଣେ ମହାନ୍‌ ଆତ୍ମା ଥିଲେ। ଗତ ୭୫ ବର୍ଷ ମଧ୍ୟରେ ତାଙ୍କୁ ସେଭଳି ବୈଶ୍ୱିକ ସ୍ବୀକୃତି ...

ସିମୁଳିଆ ସଭାରୁ ବିଜେଡି ଓ ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ସିମୁଳିଆ ସଭାରୁ ବିଜେଡି ଓ ବିଜେପି ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ସିମୁଳିଆରେ ରାହୁଲଙ୍କ ଜନସଭା । ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହ ପ୍ରଥମରୁ ବିଜେପିର କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ରାହୁଲ କହିଛନ୍ତି, ଏହା ପ୍ରଥମ ନିର୍ବାଚନ ଯେଉଁଠି ସମ୍ବିଧାନକୁ ବଞ୍ଚାଇବାକୁ ଲଢେଇ କରୁଛି ଇଣ୍ଡିଆ ମେଣ୍ଟ । ଅନ୍ୟପଟେ ...

ସକାଳୁ ସକାଳୁ କଲବଲ କରୁଛି ଗୁଳଗୁଳି

ସକାଳୁ ସକାଳୁ କଲବଲ କରୁଛି ଗୁଳଗୁଳି

ସକାଳୁ ସକାଳୁ ଅସହ୍ୟ ଗରମ । ଘରେ ବାହାରେ ସବୁଠି ବୋହୁଛି ଝାଳ ।  ଅସହ୍ୟ ତାତିରୁ କିଛି ଦିନ ଆଶ୍ୱସ୍ତି ପରେ ରାଜ୍ୟରେ ପୁଣି ତାପମାତ୍ରା ବଢିଛି ।  ଗୁରୁବାର ସକାଳୁ ରାଜ୍ୟର ବିଭିନ୍ନ ସହରରେ ତାତି ବଢ଼ିବା ଅନୁଭୂତ ...

ଏମ୍ସରେ ଆଇପିଏସ ଆଶିଷ ସିଂହ; କଲେ ସ୍ବାସ୍ଥ୍ୟ ପରୀକ୍ଷା

ଏମ୍ସରେ ଆଇପିଏସ ଆଶିଷ ସିଂହ; କଲେ ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ବର:  ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ କଲେ ଆଶିଷ ସିଂହ । ଆଜି ସକାଳୁ  ଭୁବନେଶ୍ୱରସ୍ଥିତ ଏମ୍ସରେ ପହଞ୍ଚି ବିଭିନ୍ନ ଟେଷ୍ଟ କରିଛନ୍ତି  ଆଇପିଏସ ଆଶିଷ ସିଂହ । ECIଙ୍କ ନିର୍ଦ୍ଦେଶ କ୍ରମେ ସେ ଆଜି  AIIMS ଭୁବନେଶ୍ୱରରେ ...

ମହାପ୍ରଭୁଙ୍କ ଚାପଖେଳବେଳେ ବାଣ ବିସ୍ଫୋରଣ

ମହାପ୍ରଭୁଙ୍କ ଚାପଖେଳବେଳେ ବାଣ ବିସ୍ଫୋରଣ

ପୁରୀ : ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପଖେଳବେଳେ ବାଣ ବିସ୍ଫୋରଣ । ଏହି ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବାଣ ବିସ୍ଫୋରଣ ଘଟି ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି।  ଏହି ଖବର ପାଇ ମୁଖ୍ୟମନ୍ତ୍ରୀ ...

ଭୀଷଣ ଗ୍ରୀଷ୍ମପ୍ରବାହ: କୋଟାରେ ୨ ଦିନରେ ୨୧ ମୃତ

ଭୀଷଣ ଗ୍ରୀଷ୍ମପ୍ରବାହ: କୋଟାରେ ୨ ଦିନରେ ୨୧ ମୃତ

ଉତ୍ତରଭାରତରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ରାଜସ୍ଥାନରେ ପ୍ରବଳ ଗରମ ମଧ୍ୟରେ କୋଚିଂ ସହର କୋଟାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେବଳ କୋଟା ଜିଲ୍ଲାରେ ଅପ୍ରତ୍ୟାଶିତ ଭାବେ ଗତ ୪୮ ଘଣ୍ଟାରେ ରାସ୍ତା କଡ଼ରୁ ୨୧ ...

Page 84 of 96 1 83 84 85 96