ବିଜୁ ବାବୁଙ୍କୁ ବିଜେପି ଅପମାନ କରିନାହିଁ !
କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ଜରୁରୀ
ବିଜୁ ବାବୁଙ୍କ ଜୟନ୍ତୀ ଦିନ ପଞ୍ଚାୟତିରାଜ ଦିବସ ପାଳିତ ହେବ ନାହିଁ; କଣ କହିଲେ ରବି ଦାସ
୩୦ଲକ୍ଷ ଟଙ୍କା , ଗାଡ଼ି ନେବାପରେ କାହିଁକି ଧାରା ଦେଉନାହାନ୍ତି ପିୟୁଷ !
ମୁଁ କମ୍ ଜୋର ହଜବ୍ୟାଣ୍ଡ ନୁହେଁ
ଆଦିବାସୀ ପିଲାଙ୍କୁ ଶିକ୍ଷାଦେବା ଭୁଲ ;ଦେଶ ଛାଡ଼ି ଚାଲିଯିବେ କି ଅଚ୍ୟୁତସମାନ୍ତ ?
ଜେପି ନଡ୍ଡାଙ୍କ କବାଟ କିଳା ବୈଠକରେ ତିନୋଟି କଥାକୁ ଗୁରୁତ୍ୱ
ନ୍ୟୁଜିଲାଣ୍ଡକୁ  ୪୪ ରନରେ ପରାସ୍ତ କରିଛି ଭାରତ

Tag: newsroom

ଭୁବନେଶ୍ବରରେ ମେଗା ରୋଡ଼ ସୋ କଲେ ଜେପି ନଡ୍ଡା

ଭୁବନେଶ୍ବରରେ ମେଗା ରୋଡ଼ ସୋ କଲେ ଜେପି ନଡ୍ଡା

ଭୁବନେଶ୍ୱରରେ ମେଗା ରୋଡ ସୋ’ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମାଉସୀ ମା’ ମନ୍ଦିରରୁ ବାହାରି ଲିଙ୍ଗରାଜ ମନ୍ଦିର ଯାଏଁ ରୋଡ ସୋ’ କରିଥିଲେ ନଡ୍ଡା । ଏହି ରୋଡ ସୋ’ରେ ନଡ୍ଡାଙ୍କ ସହ ଭୁବନେଶ୍ୱର ସାଂସଦ ...

ଶଙ୍ଖଚିହ୍ନର ଗ୍ୟାରେଣ୍ଟି

ଶଙ୍ଖଚିହ୍ନର ଗ୍ୟାରେଣ୍ଟି

ଦେବଗଡ଼ରେ ଦଳୀୟ କର୍ମୀଙ୍କ ପାଇଁ ବୁଧବାର ଜୋର୍‌ଦାର୍‌ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ଯଥା ବିଏସ୍‌କେଓ୍ବାଇ  , ମିଶନ ଶକ୍ତି, ଲକ୍ଷ୍ମୀ ବସ୍‌, ମମତା ଯୋଜନା, ୫-ଟିସ୍କୁଲ, ନୂଆ ଓ ଛାତ୍ରବୃତ୍ତି ଏବଂ ...

ଦୁନିଆର କୌଣସି ଶକ୍ତି ନାହିଁ ଯେ, ସମ୍ବିଧାନକୁ ହାତ ମାରିଦେବ – ରାହୁଲ

ଦୁନିଆର କୌଣସି ଶକ୍ତି ନାହିଁ ଯେ, ସମ୍ବିଧାନକୁ ହାତ ମାରିଦେବ – ରାହୁଲ

ବଲାଙ୍ଗୀରରେ ରାହୁଲଙ୍କ ହାଇଭୋଲଟେଜ୍ ପ୍ରଚାର । କେନ୍ଦ୍ର ସରକାର ଉପରକୁ ସିଧା ନିଶାନା କଲେ ରାହୁଲ ଗାନ୍ଧୀ । ସମ୍ବିଧାନ ବଦଳାଇବା ପ୍ରସଙ୍ଗକୁ ନେଇ ମୋଦୀ ସରକାରକୁ ଘେରିବା ସହିତ ସମ୍ବିଧାନକୁ କେହି ହାତ ମାରିପାରିବେ ନାହିଁ ବୋଲି କହିଛନ୍ତି ରାହୁଲ ...

ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି – ନବୀନ

ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି – ନବୀନ

ରାଉରକେଲାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଏହାସହ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ତେଣୁ ସେମାନଙ୍କୁ ଭରସା ନକରି ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ ...

ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ – ନବୀନ

ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ – ନବୀନ

ରାଉରକେଲାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏତେ ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ଏହାସହ ଜନସଭାକୁ ସମ୍ବୋଧିତ କରି ନବୀନ କହିଛନ୍ତି, ଜୁଲାଇରୁ ବିଜୁଳି ବିଲ ଆସିବ ନାହିଁ । ...

ନାମାଙ୍କନ ପରେ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ସମ୍ପତ୍ତି ତାଲିକା

ନାମାଙ୍କନ ପରେ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ସମ୍ପତ୍ତି ତାଲିକା

ନାମାଙ୍କନ ପରେ ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପତି ତାଲିକା । ତିନି କୋଟି ଟଙ୍କାର ସମ୍ପତ୍ତିର ମାଲିକ ମୋଦୀ । କିନ୍ତୁ ୧୩ ବର୍ଷ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ୧୦ ବର୍ଷ ପ୍ରଧାନମନ୍ତ୍ରୀ ରହିବା ପରେ ମଧ୍ୟ ତାଙ୍କର ...

ମାହାଙ୍ଗା ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ

ମାହାଙ୍ଗା ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ

ମାହାଙ୍ଗା ବିଧାନସଭାରୁ ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା । ବାପା ପ୍ରତାପ ଜେନାଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଅଙ୍କିତ । ତେବେ ଗତକାଲି ପ୍ରାର୍ଥୀପତ୍ର ଦାଖଲ ପାଇଁ ଆସିଥିଲେ କିନ୍ତୁ ଶୁଭ ମୁହୁର୍ତ ...

ବାରଣାସୀରୁ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାରଣାସୀରୁ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀରୁ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ । ଏହା ପୂର୍ବରୁ ସେ ୨୦୧୪ ଓ ୨୦୧୯ରେ ବାରଣାସୀରୁ ନିର୍ବାଚନ ଜିତିଥିଲେ।ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କାଳ ଭୈରବ ମନ୍ଦିରରେ ...

୧୯ରେ ଆଣ୍ଡାମାନ ଛୁଇଁବ ମୌସୁମୀ

୧୯ରେ ଆଣ୍ଡାମାନ ଛୁଇଁବ ମୌସୁମୀ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୧୯ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଛୁଇଁବ। ଏଥିପାଇଁ ପାଗ ଅନୁକୂଳ ରହିଛି। ଗତବର୍ଷ ମଧ୍ୟ ଏହି ସମୟରେ ଏସବୁ ଅଞ୍ଚଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ବାଭାବିକ ତାରିଖ ...

ବିଜେପି ଏକ ଗଣତାନ୍ତ୍ରିକ ଓ ସାମୁହିକ ନେତୃତ୍ୱରେ ବିଶ୍ୱାସ ରଖୁଥିବା ପାର୍ଟି

ବିଜେପି ଏକ ଗଣତାନ୍ତ୍ରିକ ଓ ସାମୁହିକ ନେତୃତ୍ୱରେ ବିଶ୍ୱାସ ରଖୁଥିବା ପାର୍ଟି

ଆଜି ଭାରତୀୟ ଜନତା ପାର୍ଟିର ଗୋଟିଏ ମହତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ...

Page 91 of 95 1 90 91 92 95

Weather

March 6, 2025, 3:43 am
 

NNE
Clear sky
26°C
2.6 m/s
Apparent: 29°C
Pressure: 1009 mb
Humidity: 95%
Winds: 2.6 m/s NNE
Windgusts: 7.6 m/s
UV-Index: 0
Precip.: 0mm /0% / Rain
Sunrise: 6:02 am
Sunset: 5:53 pm