ଜାରି ରହିଛି ବିରୋଧୀଙ୍କ ପ୍ରତିବାଦ,ଚାଲିପାରୁନି ବିଧାନସଭା by M M August 24, 2024 0 ବିରୋଧୀଙ୍କ ପ୍ରତିବାଦ ,ଚାଲିପାରୁନି ବିଧାନସଭା | ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ଭିନ୍ନ ଭିନ୍ନ କାରଣକୁ ନେଇ ହଟ୍ଟଗୋଳ କରୁଛନ୍ତି । ଯାହା ଫଳରେ ଗୃହ ଚାଲିପାରୁନାହିଁ । ମଦ ମୃତ୍ୟୁ ପାଇଁ ବିଜେଡି ଗୃହ ଅଚଳ କରୁଛି । ବିରୋଧୀ ...
ରତ୍ନଭଣ୍ଡାର ମରାମତି ନେଇ ଚିଠି ଲେଖିଲେ ଅରବିନ୍ଦ ପାଢ଼ୀ by M M August 24, 2024 0 ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ରତ୍ନ ଖାଲି ହୋଇଛି । ଖାଲି ଆଲମିରା, ସିନ୍ଦୁକ ମଧ୍ୟ ବାହାରିଛି । ଏବେ ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ବାହାର ରତ୍ନଭଣ୍ଡାରରୁ ସମସ୍ତ ଆଲମିରା ଓ ସିନ୍ଦୁକ ଖାଲି କରାଯିବା ପରେ ଭିତର ...
ଆହୁରି ୪ ଦିନ ପ୍ରବଳ ବର୍ଷା, ସତର୍କ ରହିବା ଜରୁରୀ by M M August 24, 2024 0 ଆଜି ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ବାଲେଶ୍ୱର,ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଏହି ଘୂର୍ଣ୍ଣିବଳୟ ପ୍ରଭାବ ରହୁଥିବାରୁ ଓଡ଼ିଶାରେ ବର୍ଷା ହେବ। ରାଜ୍ୟରେ ଆହୁରି ୪ ଦିନ ବର୍ଷା ହେବ ବୋଲି ...
ଡ୍ୟାନ୍ସବାର୍ରେ ପଡ଼ିବ ତାଲା by M M August 23, 2024 0 ଡ୍ୟାନ୍ସବାର୍ରେ ପଡ଼ିବ ତାଲା | https://www.youtube.com/watch?v=1pSiaTdrItc
ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିଗଲେ ବିରୋଧୀ by M M August 23, 2024 0 ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିଗଲେ ବିରୋଧୀ । ଆଜି ବିଧାନସଭାରେ ହୋହଲ୍ଲା ଭିତରେ ବିଜେଡିର ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିକରି ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିଗଲେ ବିଜେଡି ବିଧାୟକ। ବାଚସ୍ପତି ସୁରମା ପାଢ଼ୀ ଏହା ପରେ ...
ରେଞ୍ଜର ଫାର୍ମ ହାଉସ କୁ ବନେଇଥିଲେ ଚିଡିଆଖାନା ଏବେ ତାଙ୍କ ପରିଚୟ ଜେଲଖାନା by M M August 23, 2024 0 ଅୟସରେ ରହୁଥିଲେ । କଳାଟଙ୍କାରେ ବନାଇଥିଲେ ଫାର୍ମ ହାଉସ । ରେଞ୍ଜର ଫାର୍ମ ହାଉସକୁ ବନେଇଥିଲେ ଚିଡିଆଖାନା । ଆଉ ଏବେ ତାଙ୍କ ପରିଚୟ ହୋଇଛି ଜେଲ ଖାନା । ରେଞ୍ଜରଙ୍କ କଳା କାରନାମା । କୁଆଡୁ ଆଣିଲେ ପୁଳା ପୁଳା ...
ଆଜି ପୁଣି ଖୋଲିବ ରତ୍ନଭଣ୍ଡାର by M M August 23, 2024 0 ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଏସ୍ଓପି ଅନୁସାରେ ଖାଲି କରାଯାଇଥିବା ଆଲମାରୀ ଓ ସିନ୍ଦୁକ ସ୍ଥାନାନ୍ତର କରାଯିବ। ଅପରାହ୍ନ ୧ଟାରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବ। ସ୍ଥାନାନ୍ତର ସରିବା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ...
ତୃତୀୟ ଦିନରେ ଗୃହରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି by M M August 22, 2024 0 ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ଗୃହରେ ବିରୋଧୀ ଦଳ ବିଜେଡିର ହଟ୍ଟଗୋଳ। ପ୍ରଶ୍ନକାଳ ଆରମ୍ଭରୁ ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛି ବିଜେଡି। ମଦମୃତ୍ୟୁ ଘଟଣାରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ବିଜେଡି। ...
ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର by M M August 22, 2024 0 ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି। ୮ଟି ଜାଗାରେ ଏକକଳିନ ଚଢ଼ାଉ କରାଯାଇଛି। କଟକର ସ୍ଵତନ୍ତ୍ର ଟିମ୍ ଏହି ରେଡ କରୁଛି। ଢେଙ୍କାନାଳରେ ଥିବା ତାଙ୍କ ଘରେ ଓ ...
ପ୍ରବଳ ବର୍ଷିବ by M M August 22, 2024 0 ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂଷ୍ଣିବଳୟ ସୃଷ୍ଟି ହୋଇପାରେ। ପ୍ରଭାବରେ ୨୪ ଓ ୨୫ ତାରିଖ ଦୁଇ ଦିନ ଧରି ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ...