ଓଡ଼ିଶାର ଗର୍ବ ପାୟଲ ନାଗ…ବିଶ୍ୱର ଏକ ନମ୍ବର ତୀରନ୍ଦାଜଙ୍କୁ ହରାଇ ଜିତିଲେ ସ୍ୱର୍ଣ୍ଣ ପଦକ
ଓଡ଼ିଶାର ତୀରନ୍ଦାଜ ପାୟଲ ନାଗ ଏକ ଐତିହାସିକ ବିଜୟ ହାସଲ କରି ରାଜ୍ୟ ତଥା ଦେଶର ଗୌରବ ବଢ଼ାଇଛନ୍ତି। ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଆୟୋଜିତ ପାରା ଆର୍ଚେରୀ ୱାର୍ଲ୍ଡ…
Read More →
