ପଶ୍ଚିମବଙ୍ଗରେ ରେକର୍ଡ ମତଦାନ…ଦାଦା ନା ଦିଦି…କିଏ ଗଢ଼ିବେ ସରକାର ?
ପଶ୍ଚିମବଙ୍ଗ ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ଭୋଟରମାନେ ବହୁ ସଂଖ୍ୟାରେ ବାହାରି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ମିଳିଥିବା ଖବର ଅନୁଯାୟୀ, ଆଜି ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ହାରାହାରି ୭୮.୬୮ ପ୍ରତିଶତ ଭୋଟିଂ ହୋଇସାରିଛି। ରିପୋର୍ଟର ମୁଖ୍ୟ ଅଂଶ: ...


/sambad-english/media/media_files/2026/04/28/skeletal-remains_keonjhar-2026-04-28-15-29-06.jpg?w=640&resize=640,480&ssl=1)




