ମମତାଙ୍କ ପରେ ସୁଜିତ ଛାଡିଲେ: ଆଉ ଦୁଇ ନେତା ଛାଡିବେ ? by M M September 7, 2024 0 ବିଜେଡି ସରକାର ଅମଳରେ କଳାହାଣ୍ଡିରୁ ହଜାରେ କୋଟିରୁ ଅଧିକ ଟଙ୍କାର ଲୁଟ୍ ହୋଇଛି। ଆଉ ଏହି ଲୁଟରେ ବହୁ ବିଜେଡି ନେତା ସାମିଲ ହୋଇଛନ୍ତି । ଟେଣ୍ଡର ଫିକ୍ସିଂ ଓ ବାଲି ମାଫିଆଙ୍କ ସହ ମିଶି ଦୁର୍ନୀତି କରୁଥିଲେ ବିଜେଡି ନେତା। ...