ମଝି ସମୁଦ୍ରରେ ମହା ଲଢ଼େଇ…ଆମେରିକାର ସମର ପ୍ରସ୍ତୁତି ଦେଖି ସାରା ବିଶ୍ୱ ଛାନିଆ
ମଧ୍ୟପ୍ରାଚ୍ୟରେ ବଢୁଛି ଯୁଦ୍ଧର ପାରଦ। ଗୋଟିଏ ପଟେ ଶାନ୍ତି ପାଇଁ ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ସମୁଦ୍ର ମଧ୍ୟରେ ଶକ୍ତି ପ୍ରଦର୍ଶନ କରୁଛି ଶକ୍ତିଶାଳୀ ଆମେରିକା। ଆମେରିକାର ଏହି ଭୟଙ୍କର ଯୁଦ୍ଧ ପ୍ରସ୍ତୁତି ଏବେ ଶତ୍ରୁ ଶିବିରକୁ ଛାନିଆ କରିଛି । ...




&w=382&resize=382,232&ssl=1)


