• Latest
  • Trending
ମୁଖ୍ୟମନ୍ତ୍ରୀ ବଦଳିବା ନେଇ  ଚର୍ଚ୍ଚା !

ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା !

Sep-03-2025 02:25 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
ବଜେଟ ପରେ ସୁନା ବଢ଼ିଲା ନା କମିଲା ?

ବଜେଟ ପରେ ସୁନା ବଢ଼ିଲା ନା କମିଲା ?

Feb-01-2026 06:18 PM IST
ବଜେଟ୍ ୨୦୨୬ , ବଡ଼ ଆଶା

ବଜେଟ୍ ୨୦୨୬ , ବଡ଼ ଆଶା

Feb-01-2026 11:20 AM IST
ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବ ‘ଗୋପାଳପୁର ବେଳାଭୂମି ମହୋତ୍ସବ

Jan-31-2026 11:30 PM IST
T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

T20 ବିଶ୍ବକପ ବିବାଦରେ ସମୟ ବିତୁଛି ; ଚିନ୍ତା ବଢୁଛି; ଡ୍ରାମା କରୁଛି ପାକିସ୍ତାନ

Jan-31-2026 11:27 PM IST
ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

ବିଜେଡି ବଞ୍ଚିବାର ଫର୍ମୁଲା କଣ ? ଇତିହାସ କହିଲେ ରାଜାରାମ

Jan-31-2026 11:25 PM IST
ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

ସୁଶାନ୍ତ ସିଂଙ୍କ ପରେ କଳିକେଶଙ୍କୁ ନେଇ ଚର୍ଚ୍ଚା; ପଛରେ କିଏ କରୁଛି ରାଜନୀତି ?

Jan-31-2026 11:22 PM IST
  • About
  • Careers
  • Contact Us
Monday, February 2, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା !

by M M
Sep-03-2025 02:25 PM IST
in ବିଶେଷ
0
ମୁଖ୍ୟମନ୍ତ୍ରୀ ବଦଳିବା ନେଇ  ଚର୍ଚ୍ଚା !
491
SHARES
1.4k
VIEWS
Share on FacebookShare on Twitter

କେଉଁ ରାଜ୍ୟର ବଦଳିବେ ମୁଖ୍ୟମନ୍ତ୍ରୀ ? ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା । ଓଡ଼ିଶାର ନାମକୁ ନେଇ ଚର୍ଚା । ୟୁପିର ନାମକୁ ନେଇ ଚର୍ଚା । ହରିୟାନାର ନାମକୁ ନେଇ ଚର୍ଚା ।

ବିଜେପିର ୧୪ଟି ରାଜ୍ୟରେ ଏକାକି ସରକାର ଚାଲିଛି । ଅନ୍ୟ ଦଳ ସହ ମିଶି ମୋଟ ୧୯ଟି ରାଜ୍ୟରେ ବିଜେପିର ପ୍ରଭାବ ରହିଛି। କିନ୍ତୁ କିଛି ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳାଇବା ନେଇ ଜାତୀୟ ଗଣମାଧ୍ୟମର ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ଦୁଇ ଜଣ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଆଲୋଚନା ହେଉଛି । ତେବେ କିଏ ସେ ଦୁଇଜଣ ମୁଖ୍ୟମନ୍ତ୍ରୀ ତାଙ୍କ ନାମ କୁହାଯାଇନାହିଁ । ଏହାର ମୁଖ୍ୟ କାରଣ ପାର୍ଟି ଭିତରେ ଅସନ୍ତୋଷ, ଆଗାମୀ ନିର୍ବାଚନ ପାଇଁ ରଣନୀତି ଓ ଜନସାଧାରଣଙ୍କ ଅଭିଯୋଗ ରହିଛି । କେତେକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଖରାପ ପରିଚାଳନା, ଦୁର୍ନୀତି ଓ ବିକାଶର ଅଭାବ ନେଇ ଅଭିଯୋଗ ଉଠୁଛି।

 

ଉତ୍ତର ପ୍ରଦେଶ: ଯୋଗୀ ଆଦିତ୍ୟନାଥ =8 ବର୍ଷ 5 ମାସ

– ମହାରାଷ୍ଟ୍ର: ଦେବେନ୍ଦ୍ର ଫଡନବିସ (ଗଠବନ୍ଧନ) -8 ମାସ / ସିନ୍ଦେ ଗୋଷ୍ଠୀ ଚାହୁଁଛନ୍ତି ବଦଳିବା ପାଇଁ

– ମଧ୍ୟପ୍ରଦେଶ: ମୋହନ ଯାଦବ -1 ବର୍ଷ 8 ମାସ

– ଗୁଜରାଟ: ଭୂପେନ୍ଦ୍ର ପଟେଲ-3 ବର୍ଷ 11 ମାସ

– ରାଜସ୍ଥାନ: ଭଜନଲାଲ ଶାର୍ମା – 1 ବର୍ଷ 8 ମାସ

– ଓଡିଶା: ମୋହନ ମାଝୀ- 1 ବର୍ଷ 2 ମାସ/ ଗୋଷ୍ଠୀ କନ୍ଦଳ ଦଳ ଭିତରେ ଅଛି

– ଆସାମ: ହିମନ୍ତ ବିଶ୍ୱ ସର୍ମା-  4 ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଅଛନ୍ତି

– ଛତ୍ତୀଶଗଢ଼: ବିଷ୍ଣୁ ଦେଓ ସାଇ- 1 ବର୍ଷ 8 ମାସ ହେଲା ମୁଖ୍ୟମନ୍ତ୍ରୀ ଅଛନ୍ତି

– ହରିୟାଣା: ନାୟବ ସିଂହ ସାଇନୀ- 10ମାସ/ ଖଟ୍ଟର ଗ୍ରୁପ୍

– ଉତ୍ତରାଖଣ୍ଡ: ପୁଷ୍କର ସିଂହ ଧାମୀ- 4 ବର୍ଷ 2 ମାସ

– ଗୋଆ ପ୍ରମୋଦ ସାୱନ୍ତ- 3 ବର୍ଷ 5 ମାସ

– ତ୍ରିପୁରା: ମାଣିକ ସାହା – 3 ବର୍ଷ 3ମାସ

– ଆରୁଣାଚଳ ପ୍ରଦେଶ: ପେମା ଖାଣ୍ଡୁ- 8 ବର୍ଷରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ଅଛନ୍ତି

– ଦିଲ୍ଲୀ: ରେଖା ଗୁପ୍ତା – 6 ମାସ

 

ଉତ୍ତରପ୍ରଦେଶ ରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାର ଚାଲିଛି ।  ୨୦୨୭ ରେ ୟୁପିରେ ନିର୍ବାଚନ ହେବ । ବିଜେପି ସେଠାରେ ନୂଆ ମୁହଁ ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ସଂଖ୍ୟାଲଘୁଙ୍କ ଅସନ୍ତୋଷ, ଆରଏସଏସର ଅସନ୍ତୋଷ, ନିଜ ଦଳର ବରିଷ୍ଠ ନେତାଙ୍କ ଅସନ୍ତୋଷ ରହିଛି

ହରିୟାଣାରେ  ନାୟବ ସିଂହ ସାଇନୀଙ୍କ ବିରୋଧରେ ଅଭିଯୋଗ ରହିଛି ।  ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଗୋଷ୍ଠୀ  ସାଇନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନାହାଁନ୍ତି । ବର୍ଷା ପାଣି ନିୟନ୍ତ୍ରଣରେ ତାଙ୍କ ସରକାର ବଦନାମ ହୋଇଛି ।

ଗୋଆରେ ପ୍ରମୋଦ ସାୱନ୍ତଙ୍କ ସରକାର ଚାଲିଛି । ଗୋଆରେ  ଦୁର୍ନୀତି ଓ ଖରାପ ପରିଚାଳନାର ଅଭିଯୋଗ ଅଛି। ଜନତା ଓ ସୋସିଆଲ ମିଡିଆରେ ତାଙ୍କୁ ବଦଳାଇବାର ଦାବି ଉଠୁଛି।

-ଓଡିଶାରେ ମୋହନ ମାଝୀଙ୍କ ସରକାର ଚାଲିଛି । ଦେଢ଼ ବର୍ଷ ହେଲା ସରକାର  ଚଳାଇବାର ଅକ୍ଷମତା ଅଭିଯୋଗ ଆସୁଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଲୋକଙ୍କ ଅଭିଯୋଗ ସମାଧାନ କରିପାରୁନଥିବା ଅଭିଯୋଗ ଆସୁଛି ।

ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମୁଖ୍ୟମନ୍ତ୍ରୀ ବଦଳ ଚର୍ଚ୍ଚା ଓ ଅଭିଯୋଗ ଭିତରେ ମୋଦି, ଶାହଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି । ଆରଏଏସ ର ମଧ୍ୟ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନରେ ପସନ୍ଦ ରହିପାରେ ।  ଯଦିଓ ଏହି ଚର୍ଚ୍ଚା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ କେଉଁ ଦୁଇ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବ ତାହାର ଠିକ୍ ସୂଚନା ନାହିଁ ।  ବାସ୍ତବରେ ବଦଳ ହେବ କି ନାହିଁ, ତାହା ବିଜେପିର ଉଚ୍ଚ ନେତୃତ୍ୱ ଓ ଆରଏସଏସର ନିଷ୍ପତ୍ତି ଉପରେ ନିର୍ଭର କରୁଛି।

 

Share196Tweet123
M M

M M

ଆଜିର ପାଗ

Bhubaneswar
February 2, 2026, 1:39 AM
 

NNW
Overcast
20°C
0.5 m/s
Apparent: 23°C
Pressure: 1017 mb
Humidity: 90%
Winds: 0.5 m/s NNW
Windgusts: 6.6 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

February 1, 2026
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

February 1, 2026
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

February 1, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom