• Latest
  • Trending
ମୁଖ୍ୟମନ୍ତ୍ରୀ ବଦଳିବା ନେଇ  ଚର୍ଚ୍ଚା !

ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା !

Sep-03-2025 02:25 PM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କୁ କଂଗ୍ରେସର ସମର୍ଥନ: ଜାଣନ୍ତୁ କଣ ରଖିଲା ସର୍ତ୍ତ

May-06-2026 10:49 AM IST
odisha.newsroom.in

ମଝି ଆକାଶରେ ଆତଙ୍କ: ଇଣ୍ଡିଗୋ ବିମାନ ଭିତରେ ଫାଟିଲା ପାୱାରବ୍ୟାଙ୍କ

May-06-2026 10:17 AM IST
Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

May-06-2026 09:50 AM IST
odisha.newsroom.in

“ଇସ୍ତଫା ଦେବାର ପ୍ରଶ୍ନ ଉଠୁନି, ମୁଁ ନିର୍ବାଚନ ହାରିନି”…ପରାଜୟ ପରେ ମମତାଙ୍କ ବଡ଼ ବୟାନ…

May-05-2026 05:43 PM IST
odisha.newsroom.in

ଶେଷ ହେଲା ମମତାଙ୍କ ‘ଆଳୁ ପଲିଟିକ୍ସ’: ଓଡ଼ିଶାକୁ ଏବେ ସହଜରେ ଆସିବ ପଶ୍ଚିମବଙ୍ଗ ଆଳୁ

May-05-2026 04:07 PM IST
odisha.newsroom.in

ହାରିଯିବା ପରେ କଣ ହେବ ମମତାଙ୍କ ପରବର୍ତ୍ତୀ ରଣନୀତି ? ବଢୁଛି ଚର୍ଚ୍ଚା…

May-05-2026 03:16 PM IST
odisha.newsroom.in

ଗୋଟିଏ ଭୋଟରେ କେମିତି ହାରିଲେ ତାମିଲନାଡୁ ମନ୍ତ୍ରୀ…ଜାଣିଲେ ହେବେ ଆଶ୍ଚର୍ଯ୍ୟ…

May-05-2026 02:48 PM IST
odisha.newsroom.in

ମ୍ୟାଜିକ ନମ୍ବର ଛୁଇଁନି TVK…କେମିତି ଗଢ଼ିବ ସରକାର ?

May-05-2026 11:59 AM IST
odisha.newsroom.in

ଓଡ଼ିଶାରେ କାଳବୈଶାଖୀର କରାଳ ରୂପ: ୧୦ ଯାଏଁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

May-05-2026 11:11 AM IST
odisha.newsroom.in

“ଗୁଣ୍ଡାମାନେ ଭିତରେ ପଶି ମୋତେ ମାଡ଼ ମାରିଲେ”: ପରାଜୟ ପରେ ମମତାଙ୍କ ସାଂଘାତିକ ଅଭିଯୋଗ

May-05-2026 10:55 AM IST
  • About
  • Careers
  • Contact Us
Wednesday, May 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା !

by M M
Sep-03-2025 02:25 PM IST
in ବିଶେଷ
0
ମୁଖ୍ୟମନ୍ତ୍ରୀ ବଦଳିବା ନେଇ  ଚର୍ଚ୍ଚା !
491
SHARES
1.4k
VIEWS
Share on FacebookShare on Twitter

କେଉଁ ରାଜ୍ୟର ବଦଳିବେ ମୁଖ୍ୟମନ୍ତ୍ରୀ ? ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା । ଓଡ଼ିଶାର ନାମକୁ ନେଇ ଚର୍ଚା । ୟୁପିର ନାମକୁ ନେଇ ଚର୍ଚା । ହରିୟାନାର ନାମକୁ ନେଇ ଚର୍ଚା ।

ବିଜେପିର ୧୪ଟି ରାଜ୍ୟରେ ଏକାକି ସରକାର ଚାଲିଛି । ଅନ୍ୟ ଦଳ ସହ ମିଶି ମୋଟ ୧୯ଟି ରାଜ୍ୟରେ ବିଜେପିର ପ୍ରଭାବ ରହିଛି। କିନ୍ତୁ କିଛି ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳାଇବା ନେଇ ଜାତୀୟ ଗଣମାଧ୍ୟମର ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ଦୁଇ ଜଣ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଆଲୋଚନା ହେଉଛି । ତେବେ କିଏ ସେ ଦୁଇଜଣ ମୁଖ୍ୟମନ୍ତ୍ରୀ ତାଙ୍କ ନାମ କୁହାଯାଇନାହିଁ । ଏହାର ମୁଖ୍ୟ କାରଣ ପାର୍ଟି ଭିତରେ ଅସନ୍ତୋଷ, ଆଗାମୀ ନିର୍ବାଚନ ପାଇଁ ରଣନୀତି ଓ ଜନସାଧାରଣଙ୍କ ଅଭିଯୋଗ ରହିଛି । କେତେକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଖରାପ ପରିଚାଳନା, ଦୁର୍ନୀତି ଓ ବିକାଶର ଅଭାବ ନେଇ ଅଭିଯୋଗ ଉଠୁଛି।

 

ଉତ୍ତର ପ୍ରଦେଶ: ଯୋଗୀ ଆଦିତ୍ୟନାଥ =8 ବର୍ଷ 5 ମାସ

– ମହାରାଷ୍ଟ୍ର: ଦେବେନ୍ଦ୍ର ଫଡନବିସ (ଗଠବନ୍ଧନ) -8 ମାସ / ସିନ୍ଦେ ଗୋଷ୍ଠୀ ଚାହୁଁଛନ୍ତି ବଦଳିବା ପାଇଁ

– ମଧ୍ୟପ୍ରଦେଶ: ମୋହନ ଯାଦବ -1 ବର୍ଷ 8 ମାସ

– ଗୁଜରାଟ: ଭୂପେନ୍ଦ୍ର ପଟେଲ-3 ବର୍ଷ 11 ମାସ

– ରାଜସ୍ଥାନ: ଭଜନଲାଲ ଶାର୍ମା – 1 ବର୍ଷ 8 ମାସ

– ଓଡିଶା: ମୋହନ ମାଝୀ- 1 ବର୍ଷ 2 ମାସ/ ଗୋଷ୍ଠୀ କନ୍ଦଳ ଦଳ ଭିତରେ ଅଛି

– ଆସାମ: ହିମନ୍ତ ବିଶ୍ୱ ସର୍ମା-  4 ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଦାୟିତ୍ବରେ ଅଛନ୍ତି

– ଛତ୍ତୀଶଗଢ଼: ବିଷ୍ଣୁ ଦେଓ ସାଇ- 1 ବର୍ଷ 8 ମାସ ହେଲା ମୁଖ୍ୟମନ୍ତ୍ରୀ ଅଛନ୍ତି

– ହରିୟାଣା: ନାୟବ ସିଂହ ସାଇନୀ- 10ମାସ/ ଖଟ୍ଟର ଗ୍ରୁପ୍

– ଉତ୍ତରାଖଣ୍ଡ: ପୁଷ୍କର ସିଂହ ଧାମୀ- 4 ବର୍ଷ 2 ମାସ

– ଗୋଆ ପ୍ରମୋଦ ସାୱନ୍ତ- 3 ବର୍ଷ 5 ମାସ

– ତ୍ରିପୁରା: ମାଣିକ ସାହା – 3 ବର୍ଷ 3ମାସ

– ଆରୁଣାଚଳ ପ୍ରଦେଶ: ପେମା ଖାଣ୍ଡୁ- 8 ବର୍ଷରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ଅଛନ୍ତି

– ଦିଲ୍ଲୀ: ରେଖା ଗୁପ୍ତା – 6 ମାସ

 

ଉତ୍ତରପ୍ରଦେଶ ରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାର ଚାଲିଛି ।  ୨୦୨୭ ରେ ୟୁପିରେ ନିର୍ବାଚନ ହେବ । ବିଜେପି ସେଠାରେ ନୂଆ ମୁହଁ ଆଣିପାରେ ବୋଲି ଚର୍ଚ୍ଚା ହେଉଛି । ସଂଖ୍ୟାଲଘୁଙ୍କ ଅସନ୍ତୋଷ, ଆରଏସଏସର ଅସନ୍ତୋଷ, ନିଜ ଦଳର ବରିଷ୍ଠ ନେତାଙ୍କ ଅସନ୍ତୋଷ ରହିଛି

ହରିୟାଣାରେ  ନାୟବ ସିଂହ ସାଇନୀଙ୍କ ବିରୋଧରେ ଅଭିଯୋଗ ରହିଛି ।  ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଗୋଷ୍ଠୀ  ସାଇନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନାହାଁନ୍ତି । ବର୍ଷା ପାଣି ନିୟନ୍ତ୍ରଣରେ ତାଙ୍କ ସରକାର ବଦନାମ ହୋଇଛି ।

ଗୋଆରେ ପ୍ରମୋଦ ସାୱନ୍ତଙ୍କ ସରକାର ଚାଲିଛି । ଗୋଆରେ  ଦୁର୍ନୀତି ଓ ଖରାପ ପରିଚାଳନାର ଅଭିଯୋଗ ଅଛି। ଜନତା ଓ ସୋସିଆଲ ମିଡିଆରେ ତାଙ୍କୁ ବଦଳାଇବାର ଦାବି ଉଠୁଛି।

-ଓଡିଶାରେ ମୋହନ ମାଝୀଙ୍କ ସରକାର ଚାଲିଛି । ଦେଢ଼ ବର୍ଷ ହେଲା ସରକାର  ଚଳାଇବାର ଅକ୍ଷମତା ଅଭିଯୋଗ ଆସୁଛି । ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଲୋକଙ୍କ ଅଭିଯୋଗ ସମାଧାନ କରିପାରୁନଥିବା ଅଭିଯୋଗ ଆସୁଛି ।

ବିଜେପି ଶାସିତ ରାଜ୍ୟଗୁଡ଼ିକରେ ମୁଖ୍ୟମନ୍ତ୍ରୀ ବଦଳ ଚର୍ଚ୍ଚା ଓ ଅଭିଯୋଗ ଭିତରେ ମୋଦି, ଶାହଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି । ଆରଏଏସ ର ମଧ୍ୟ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନରେ ପସନ୍ଦ ରହିପାରେ ।  ଯଦିଓ ଏହି ଚର୍ଚ୍ଚା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ କେଉଁ ଦୁଇ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବ ତାହାର ଠିକ୍ ସୂଚନା ନାହିଁ ।  ବାସ୍ତବରେ ବଦଳ ହେବ କି ନାହିଁ, ତାହା ବିଜେପିର ଉଚ୍ଚ ନେତୃତ୍ୱ ଓ ଆରଏସଏସର ନିଷ୍ପତ୍ତି ଉପରେ ନିର୍ଭର କରୁଛି।

 

Share196Tweet123
M M

M M

ଆଜିର ପାଗ

Bhubaneswar
May 6, 2026, 10:57 AM
 

SSW
Clear sky
32°C
2.4 m/s
Apparent: 30°C
Pressure: 1009 mb
Humidity: 94%
Winds: 2.4 m/s SSW
Windgusts: 9 m/s
UV-Index: 0
Precip.: 0mm /53% / Rain
Sunrise: 5:14 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom