• Latest
  • Trending
ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି  ଓ ପ୍ରଯୋଜକ ପ୍ରୀତମ ସାହୁ ମୁହାଁମୁହିଁ,ଥାନାରେ ପହଞ୍ଚିଛି ମାମଲା

ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଓ ପ୍ରଯୋଜକ ପ୍ରୀତମ ସାହୁ ମୁହାଁମୁହିଁ,ଥାନାରେ ପହଞ୍ଚିଛି ମାମଲା

April 11, 2024

June 20, 2025

ଆସୁଛନ୍ତି ମୋଦୀ: 2 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ

June 20, 2025
ଆସନ୍ତାକାଲି ଦିନ ୧୦ଟାରେ ଚିକିତ୍ସା ପାଇଁ ମୁମ୍ବାଇ ବାହାରିବେ ନବୀନ

ଆସନ୍ତାକାଲି ଦିନ ୧୦ଟାରେ ଚିକିତ୍ସା ପାଇଁ ମୁମ୍ବାଇ ବାହାରିବେ ନବୀନ

June 19, 2025
ଆୟାତୋଲ୍ଲା ଖେମିନିଙ୍କୁ ହତ୍ୟାକରିବା ପାଇଁ ଚାହୁଁଛି ଇସ୍ରାଏଲ

ଆୟାତୋଲ୍ଲା ଖେମିନିଙ୍କୁ ହତ୍ୟାକରିବା ପାଇଁ ଚାହୁଁଛି ଇସ୍ରାଏଲ

June 19, 2025
ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ କରିବ ବିରୋଧ: ପୂର୍ବାହ୍ନ ୯ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନଶନ

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ କଂଗ୍ରେସ କରିବ ବିରୋଧ: ପୂର୍ବାହ୍ନ ୯ ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନଶନ

June 19, 2025
ଆସୁଛନ୍ତି ପ୍ରଧାନମନ୍ତ୍ରୀ : ସୁରକ୍ଷା ବଳୟରେ ରାଜଧାନୀ

ଆସୁଛନ୍ତି ପ୍ରଧାନମନ୍ତ୍ରୀ : ସୁରକ୍ଷା ବଳୟରେ ରାଜଧାନୀ

June 19, 2025
ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ

June 18, 2025

ଓଡିଶାର ବିକାଶ ପାଇଁ ୨୦୩୬ର ରୋଡ୍‌ମ୍ୟାପ୍ ଘୋଷଣା ହେବ: ମନମୋହନ ସାମଲ

June 18, 2025
ମରୁ ମରୁ ବଞ୍ଚିଗଲେ, ଏମିତି ଆସେ ଅନ୍ତରାତ୍ମାରୁ ନିର୍ଦ୍ଦେଶ

ମରୁ ମରୁ ବଞ୍ଚିଗଲେ, ଏମିତି ଆସେ ଅନ୍ତରାତ୍ମାରୁ ନିର୍ଦ୍ଦେଶ

June 17, 2025
ଓଡ଼ିଶାରେ ହଇଜା ଓ ଡାଇରିଆ ସଂକଟ: ନବୀନଙ୍କ ଆକ୍ରମଣ, ବିଜେପି ସରକାରଙ୍କୁ ଟାର୍ଗେଟ

ଓଡ଼ିଶାରେ ହଇଜା ଓ ଡାଇରିଆ ସଂକଟ: ନବୀନଙ୍କ ଆକ୍ରମଣ, ବିଜେପି ସରକାରଙ୍କୁ ଟାର୍ଗେଟ

June 15, 2025
  • About
  • Careers
  • Contact Us
Sunday, June 22, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଓ ପ୍ରଯୋଜକ ପ୍ରୀତମ ସାହୁ ମୁହାଁମୁହିଁ,ଥାନାରେ ପହଞ୍ଚିଛି ମାମଲା

by M M
April 11, 2024
in Uncategorized
0
ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି  ଓ ପ୍ରଯୋଜକ ପ୍ରୀତମ ସାହୁ ମୁହାଁମୁହିଁ,ଥାନାରେ ପହଞ୍ଚିଛି ମାମଲା
491
SHARES
1.4k
VIEWS
Share on FacebookShare on Twitter

ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଓ ପ୍ରଯୋଜକ ପ୍ରୀତମ ସାହୁ ଗଲା ୬ ମାସ ହେବ ସୋସିଆଲ୍ ମିଡିଆରେ  ମୁହାଁମୁହିଁ ହେଉଥିବା ବେଳେ ମାମଲା ଆଜି ବିଡାନାସୀ ଥାନାରେ ପହଞ୍ଚିଛି। ପୁଲିସ ଉଭୟ ପକ୍ଷଙ୍କୁ ଆପୋସ ସମାଧାନ ପାଇଁ କହୁଥିବା ବେଳେ ବୁଦ୍ଧାଦିତ୍ୟ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ବୁଦ୍ଧାଦିତ୍ୟଙ୍କ ଅଭିଯୋଗ ଅନୁଯାୟୀ ପ୍ରଯୋଜକ ପ୍ରୀତମ ସାହୁ ଗଲା ୭ ମାସ ହେବ ତାଙ୍କ ବିରୋଧରେ ଓ ତାଙ୍କ ମାଉସୀ ତଥା ବର୍ଷୀୟାନ ଅଭିନେତ୍ରୀ ମହେଶ୍ବତା ରାୟଙ୍କ ବିରୋଧରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇଆସୁଥିଲେ। ପ୍ରଯୋଜକ ଶ୍ରୀ ସାହୁ ସାମାଜିକ ଗଣମାଧ୍ୟମରେ ବୁଦ୍ଧାଦିତ୍ୟଙ୍କ ଅଭିନୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି। ସେ ଟେଲିସିନେମା ଓ ସିରିଏଲର କରୁଥିବା ବେଳେ ଗୁଣାତ୍ମକ ସିନେମାରେ କୌଣସି ଦଖଲ ନଥିବା କହି ଶ୍ରୀ ସାହୁ ସୋସିଆଲ୍ ମିଡିଆଲେ ସମାଲୋଚନା କରିଛନ୍ତି। ବୁଦ୍ଧାଦିତ୍ୟଙ୍କୁ କାମ ମିଳୁନଥିବା ନେଇ ପ୍ରଯୋଜକ ଶ୍ରୀ ସାହୁ ମଧ୍ୟ ଅପପ୍ରଚାର ଚଳାଇଛନ୍ତି।

ଓଡ଼ିଆ ସିନେମା ‘ପ୍ରଥା’କୁ ବିଭିନ୍ନ ସିନେମା ହଲରେ ଯେତେବେଳେ ବିରୋଧ କରାଯାଇଥିଲା ଏବଂ ପୋଷ୍ଟର ଚିରା ଯାଉଥିଲା, ଏହି ସମୟରେ ସିନେମାର ପ୍ରଯୋଜକ ସନଲିସା ପଟେଲଙ୍କ ସମର୍ଥନରେ ବାହାରିଥିଲେ ବୁଦ୍ଧାଦିତ୍ୟ। ୨୦୨୩ ନଭେମ୍ବର ୨୩ରେ ବୁଦ୍ଧାଦିତ୍ୟ ଭୁବନେଶ୍ବରରରେ ସନଲିସାଙ୍କ ସମର୍ଥନରେ ବାହାରି ଧାରଣାରେ ବସିଥିଲେ। ମୁଖ୍ୟତଃ ସନଲିସାଙ୍କ ସମର୍ଥନରେ ବାହାରିବା ପରଠାରୁ ପ୍ରଯୋଜକ ପ୍ରୀତମ ତାଙ୍କୁ ଟାର୍ଗେଟ୍ କରିଆସୁଥିବା କୁହାଯାଉଛି। ଇନଷ୍ଟାଗ୍ରାମ ଓ ଓଲିଉଡ୍ ପେଜ୍ ୩ ନାଁରେ ଥିବା ହ୍ବାଟସଆପ୍ ଗ୍ରୁପରେ ତାଙ୍କୁ ଟାର୍ଗେଟ୍ କରାଯାଉଛି। ଏହି ଘଟଣାକୁ ନେଇ ବୁଦ୍ଧାଦିତ୍ୟ ଗଲା ୧୫ ଦିନ ତଳେ ବିଡ଼ାନାସୀ ଥାନାରେ ଫେରାଦ ହୋଇଥିଲେ। ପୁଣି ଗଲାକାଲି ଏ ସଂକ୍ରାନ୍ତରେ ବିଡ଼ାନାସୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପଟେ ବିଡ଼ାନାସୀ ଥାନା ଆଇଆଇସି ଯୁବରାଜ ସ୍ବାଇଁଙ୍କ କହିବା ଅନୁଯାୟୀ, ବୁଦ୍ଧାଦିତ୍ୟଙ୍କୁ ଜଣେ ପ୍ରଯୋଜକ ସାମାଜିକ ଗଣମାଧ୍ୟମରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ପ୍ରଯୋଜକ ପ୍ରୀତମଙ୍କୁ ପୁଲିସ ଥାନାକୁ ଡାକିଥିଲା। ଥାନାରେ ଏହି ଘଟଣାର ଆପୋସ ସମାଧାନ ହୋଇଛି।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

ସହଯୋଗୀଙ୍କ ଚକ୍ର ବ୍ୟୁହ; ମଝିରେ ଫସିଲା କଂଗ୍ରେସ

January 12, 2025
କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

କେଉଁଠୁ ଟିକେଟ ପାଇବେ ଲେଖାଶ୍ରୀ ?

0
ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

ପୁଅକୁ ଭୋଟ୍‌ ଦେବା ପାଇଁ କହିବି: ସୁର

0
ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

ବିଜେଡି ଛାଡ଼ିଲେ ପୂର୍ବତନ ଏମ୍‌ପି ପ୍ରଭାସ ସିଂ

0

June 20, 2025

ଆସୁଛନ୍ତି ମୋଦୀ: 2 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ

June 20, 2025
ଆସନ୍ତାକାଲି ଦିନ ୧୦ଟାରେ ଚିକିତ୍ସା ପାଇଁ ମୁମ୍ବାଇ ବାହାରିବେ ନବୀନ

ଆସନ୍ତାକାଲି ଦିନ ୧୦ଟାରେ ଚିକିତ୍ସା ପାଇଁ ମୁମ୍ବାଇ ବାହାରିବେ ନବୀନ

June 19, 2025

Weather

Bhubaneswar
June 22, 2025, 2:33 pm
 

SW
Overcast
30°C
1.3 m/s
Apparent: 36°C
Pressure: 1001 mb
Humidity: 91%
Winds: 1.3 m/s SW
Windgusts: 6 m/s
UV-Index: 0
Precip.: 15.2mm /65% / Rain
Sunrise: 5:07 am
Sunset: 6:29 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom