• Latest
  • Trending
ବିଜୁଳି ମାରିଲେ କରିବେ କ’ଣ? ଜାଣନ୍ତୁ ଜରୁରୀ ପଦକ୍ଷେପ…

ବିଜୁଳି ମାରିଲେ କରିବେ କ’ଣ? ଜାଣନ୍ତୁ ଜରୁରୀ ପଦକ୍ଷେପ…

May-08-2026 07:11 PM IST
କାଉନସିଲରରୁ ମୁଖ୍ୟମନ୍ତ୍ରୀ; ଏମିତି ଥିଲା ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ ଯାତ୍ରା…

କାଉନସିଲରରୁ ମୁଖ୍ୟମନ୍ତ୍ରୀ; ଏମିତି ଥିଲା ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ ଯାତ୍ରା…

May-08-2026 07:21 PM IST
ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ଲାଗିଲା ମୋହର

ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ଲାଗିଲା ମୋହର

May-08-2026 05:05 PM IST
ଭାରତରେ ପ୍ରଥମେ EVMରେ ଭୋଟ ଗ୍ରହଣ କେବେ ଓ କେଉଁଠି ହୋଇଥିଲା ?

ଭାରତରେ ପ୍ରଥମେ EVMରେ ଭୋଟ ଗ୍ରହଣ କେବେ ଓ କେଉଁଠି ହୋଇଥିଲା ?

May-08-2026 12:14 PM IST
ଆଜି ବସିବ ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳ ବୈଠକ, ଚୂଡ଼ାନ୍ତ ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ନାମ

ଆଜି ବସିବ ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳ ବୈଠକ, ଚୂଡ଼ାନ୍ତ ହୋଇପାରେ ମୁଖ୍ୟମନ୍ତ୍ରୀଙ୍କ ନାମ

May-08-2026 10:35 AM IST
ତାମିଲନାଡୁ ରାଜନୀତିରେ ହଲଚଲ୍; ଇସ୍ତଫା ଦେବେ TVKର ସମସ୍ତ ୧୦୮ ଜଣ ବିଧାୟକ, ଯଦି…

ତାମିଲନାଡୁ ରାଜନୀତିରେ ହଲଚଲ୍; ଇସ୍ତଫା ଦେବେ TVKର ସମସ୍ତ ୧୦୮ ଜଣ ବିଧାୟକ, ଯଦି…

May-08-2026 10:11 AM IST
ଆଜିର ରାଶିଫଳ; ସାବଧାନ ରୁହନ୍ତୁ ଏହି ୮ ରାଶିର ବ୍ୟକ୍ତି, ଜାଣନ୍ତୁ କେମିତି କଟିବ ଆଜିର ଦିନ?

ଆଜିର ରାଶିଫଳ; ସାବଧାନ ରୁହନ୍ତୁ ଏହି ୮ ରାଶିର ବ୍ୟକ୍ତି, ଜାଣନ୍ତୁ କେମିତି କଟିବ ଆଜିର ଦିନ?

May-08-2026 09:26 AM IST
ବଙ୍ଗୋପସାଗରରେ ଆସୁଛି ବଡ଼ ଲଘୁଚାପ ! ହେବ କି ବାତ୍ୟା ?

ବଙ୍ଗୋପସାଗରରେ ଆସୁଛି ବଡ଼ ଲଘୁଚାପ ! ହେବ କି ବାତ୍ୟା ?

May-07-2026 07:32 PM IST
ଦୁଇ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦେଲା ଚୀନ୍, ଦୁର୍ନୀତି ମାମଲାରେ ରାଷ୍ଟ୍ରପତି ସି ଜିନପିଙ୍ଗ କଠୋର କାର୍ଯ୍ୟାନୁଷ୍ଠାନ

ଦୁଇ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡ ଦେଲା ଚୀନ୍, ଦୁର୍ନୀତି ମାମଲାରେ ରାଷ୍ଟ୍ରପତି ସି ଜିନପିଙ୍ଗ କଠୋର କାର୍ଯ୍ୟାନୁଷ୍ଠାନ

May-07-2026 07:21 PM IST
ସାବଧାନ ! ଫ୍ରିଜରେ ଅଟା ଚକଟି ରଖୁଛନ୍ତି କି ?

ସାବଧାନ ! ଫ୍ରିଜରେ ଅଟା ଚକଟି ରଖୁଛନ୍ତି କି ?

May-07-2026 07:11 PM IST
ମୁଖ୍ୟମନ୍ତ୍ରୀ ହେବା ଆଗରୁ ବଡ ନିଷ୍ପତ୍ତି ନେଲେ ବିଜୟ, କହିଲେ…

ମୁଖ୍ୟମନ୍ତ୍ରୀ ହେବା ଆଗରୁ ବଡ ନିଷ୍ପତ୍ତି ନେଲେ ବିଜୟ, କହିଲେ…

May-07-2026 04:47 PM IST
  • About
  • Careers
  • Contact Us
Friday, May 8, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home Uncategorized

ବିଜୁଳି ମାରିଲେ କରିବେ କ’ଣ? ଜାଣନ୍ତୁ ଜରୁରୀ ପଦକ୍ଷେପ…

by M M
May-08-2026 07:11 PM IST
in Uncategorized
0
ବିଜୁଳି ମାରିଲେ କରିବେ କ’ଣ? ଜାଣନ୍ତୁ ଜରୁରୀ ପଦକ୍ଷେପ…
491
SHARES
1.4k
VIEWS
Share on FacebookShare on Twitter

ଆକାଶରେ କଳାହାଣ୍ଡିଆ ମେଘ ସହ ଯେତେବେବେ ଘଡ଼ଘଡ଼ିମାରେ ମନରେ ଛନକା ପଶିଯାଏ। ଘଡ଼ଘଡି ସହ ବିଜୁଳି ମାରିଲେ ଭୟ ଆହୁରି ବଢ଼େ। କାରଣ ବଜ୍ରପାତ ଜୀବନ ନେଇଯାଏ ।ଭାରତରେ ପ୍ରତିବର୍ଷ ପ୍ରାୟ ଅଢେଇ ହଜାରରୁ ୩ ହଜାର ଲୋକଙ୍କର ବଜ୍ରପାତ ଯୋଗୁଁ ମୃତ୍ୟୁ ଘଟୁଛି । ତେଣୁ, ବଜ୍ରପାତରୁ ଆପଣ କିଭଳି ବର୍ତ୍ତିପାରିବେ ସେ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।

ବିଜୁଳି ମାରିଲେ କରିବେ କ’ଣ?

ବଜ୍ରପାତ ସମୟରେ ଘରୁ ବାହାରକୁ ବାହାରନ୍ତୁ ନାହିଁ
ବଜ୍ରପାତ ବେଳେ ଛାତ ଘରେ ରହିବା ସବୁଠୁ ସୁରକ୍ଷିତ
ମୋବାଇଲ ଭଳି ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ବ୍ୟବହାର କରନ୍ତୁ ନାହିଁ
ଝରକା ଏବଂ କବାଟଠୁ ଦୂରେଇ ରୁହନ୍ତୁ
ବାହାରେ ଥିଲେ ନଇଁପଡି ଆଣ୍ଠୁକୁ ବଙ୍କା କରି ଛାତିରେ ଲଗାଇ ବସିପଡନ୍ତୁ
ନିଜକୁ ଯେତେ ସଙ୍କୁଚିତ କରିପାରିବେ କରି ବସନ୍ତୁ
କେବେବି ସିଧାସଳଖ ମାଟି ଉପରେ ଶୁଅନ୍ତୁ ନାହିଁ
କାରରେ ଥିଲେ ଗାଡି ଡୋର ବନ୍ଦ କରିଦିଅନ୍ତୁ
ପାଣିଠୁ ସର୍ବଦା ଦୁରେଇ ରୁହନ୍ତୁ,କାରଣ ପାଣିରେ ଇଲେକ୍ଟ୍ରିସିଟି ପ୍ରବାହ ଶୀଘ୍ର ହୋଇଥାଏ।ତେଣୁ ଏହି ସମୟରେ ସାୱାର ଲଗାଇ ଗାଧାନ୍ତୁ ନାହିଁ
ବଜ୍ରପାତ ସମୟରେ ପାଣିରେ ପହଁରନ୍ତୁ ନାହିଁ
ମେଟାଲ ତଥା ଧାତୁ ସାମଗ୍ରୀକୁ ଛୁଅନ୍ତୁ ନାହିଁ
ତାର ବାଡ଼, ସାଇକେଲ, ଗଲ୍ଫ କ୍ଲୁବ୍ସଠୁ ଦୁରେଇ ରୁହନ୍ତୁ
ଟିଭି ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ବିଦ୍ୟୁତ୍ ବୋର୍ଡରୁ କାଢିଦିଅନ୍ତୁ

ବଜ୍ରପାତ କ’ଣ?
ଆକାଶରେ ଯେତେବେଳେ ବାଦଲ ମଧ୍ୟରେ ଧକ୍କା ହୋଇଥାଏ ସେତେବେଳେ ହଠାତ ଏହା ମଧ୍ୟରୁ ଇଲେକଟ୍ରୋଷ୍ଟେଟିକ ଚାର୍ଜ ବିକରଣ ହୋଇଥାଏ । ଏହା ଖୁବଶୀଘ୍ର ଭୂମି ଆଡ଼କୁ ଆସିଥାଏ । ଏହି ସମୟରେ ଜୋରରେ ଘଡ଼ଘଡ଼ି ଶବ୍ଦ ଶୁଣାଯାଇଥାଏ ଓ ଆକାଶରେ ବିଜୁଳି ଦେଖା ଦେଇଥାଏ । ଆକାଶରେ ହେଉଥିବା ବ୍ରଜପାତ କିଛି ସେକେଣ୍ଡ ପାଇଁ ହୋଇଥାଏ । କିନ୍ତୁ ଏଥିରେ ଏତେ ମାତ୍ରାରେ କରେଣ୍ଟ ଥାଏ ଯେ, ସାଧାରଣ ଲୋକର ଜୀବନ ନେବାକୁ ମଧ୍ୟ ସକ୍ଷମ । ବର୍ଷା ସମୟରେ ହେଉଥିବା ବଜ୍ରପାତ କୌଣସି ନା କୌଣସି ମାଧ୍ୟମରେ ଭୂମି ଉପରକୁ ଆସିଥାଏ । ଏହି ବଜ୍ରପାତ ମଣିଷ କିମ୍ବା ପଶୁ ପକ୍ଷୀ ମାନଙ୍କ ଉପରେ ପଡ଼ିଲେ ମୃତ୍ୟୁ ହୋଇଥାଏ । ତେବେ ଏହି ପ୍ରାକୃତିକ ବିପଯ୍ୟୟରୁ କିଛି ସର୍ତକତା ଅବଲମ୍ବନ କରିବା ସହ ନିଜ ଜୀବନକୁ ରକ୍ଷା କରାଯାଇପାରିବ ।

Share196Tweet123
M M

M M

ଆଜିର ପାଗ

Bhubaneswar
May 8, 2026, 8:13 PM
 
S
Clear sky
26°C
2 m/s
Apparent: 32°C
Pressure: 1010 mb
Humidity: 96%
Winds: 2 m/s S
Windgusts: 10 m/s
UV-Index: 0
Precip.: 2.5mm /25% / Rain
Sunrise: 5:13 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom