• Latest
  • Trending
କ’ଣ କହୁଛି ଆପଣଙ୍କ ରାଶିଫଳ ?

କ’ଣ କହୁଛି ଆପଣଙ୍କ ରାଶିଫଳ ?

Oct-26-2025 09:35 AM IST
କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

Oct-26-2025 04:25 PM IST
କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

Oct-26-2025 12:23 PM IST

ବିକ୍ରମ ଜେଲରେ, ନବୀନଙ୍କ ଗଂଜାମ ଗଡ଼ ଏବେ ସଙ୍କଟରେ !

Oct-26-2025 10:42 AM IST
ପାର୍ବଣ ଋତୁରେ ଲୋକଙ୍କ ପସନ୍ଦ ଟ୍ରେନ୍ , ବଢ଼ୁଛି ଯାତ୍ରୀଙ୍କ ସଂଖ୍ୟା

ପାର୍ବଣ ଋତୁରେ ଲୋକଙ୍କ ପସନ୍ଦ ଟ୍ରେନ୍ , ବଢ଼ୁଛି ଯାତ୍ରୀଙ୍କ ସଂଖ୍ୟା

Oct-26-2025 10:02 AM IST
ବିଜେପି ସରକାରଙ୍କ ୫୦୦ ଦିନକୁ ନେଇ ଟାର୍ଗେଟ କଲା ବିଜେଡି

ବିଜେପି ସରକାରଙ୍କ ୫୦୦ ଦିନକୁ ନେଇ ଟାର୍ଗେଟ କଲା ବିଜେଡି

Oct-26-2025 09:54 AM IST
ରୋହତିଙ୍କ ଦମଦାର ଶତକ, ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ

ରୋହତିଙ୍କ ଦମଦାର ଶତକ, ଅଷ୍ଟ୍ରେଲିଆକୁ ପରାସ୍ତ କଲା ଭାରତ

Oct-26-2025 09:41 AM IST
ଜମ୍ମୁକାଶ୍ମୀରରେ ରାଜ୍ୟସଭା ନିର୍ବାଚନ, ସଂଖ୍ୟା ନଥାଇ ବିଜେପି ଜିତିଲା ଗୋଟିଏ ଆସନ

ଜମ୍ମୁକାଶ୍ମୀରରେ ରାଜ୍ୟସଭା ନିର୍ବାଚନ, ସଂଖ୍ୟା ନଥାଇ ବିଜେପି ଜିତିଲା ଗୋଟିଏ ଆସନ

Oct-25-2025 10:17 AM IST
ଲଘୁଚାପ ଆଣିବ କି ବାତ୍ୟା ? ଚିତ୍ର ଅସ୍ପଷ୍ଟ

ଲଘୁଚାପ ଆଣିବ କି ବାତ୍ୟା ? ଚିତ୍ର ଅସ୍ପଷ୍ଟ

Oct-25-2025 09:21 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-25-2025 09:07 AM IST
ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ: ଗିଲ୍ , କୋହଲିଙ୍କ ଉପରେ ନଜର

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆ: ଗିଲ୍ , କୋହଲିଙ୍କ ଉପରେ ନଜର

Oct-25-2025 09:02 AM IST
  • About
  • Careers
  • Contact Us
Sunday, October 26, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କ’ଣ କହୁଛି ଆପଣଙ୍କ ରାଶିଫଳ ?

ବ୍ୟବସାୟରେ ଆପଣଙ୍କୁ ଲାଭ ହି ଲାଭ ହେବ

by M M
Oct-26-2025 09:35 AM IST
in ଆପଣଙ୍କ ଭାଗ୍ୟ
0
କ’ଣ କହୁଛି ଆପଣଙ୍କ ରାଶିଫଳ ?
491
SHARES
1.4k
VIEWS
Share on FacebookShare on Twitter

ମେଷ: ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ଆପଣଙ୍କର ନୂଆ କୌଶଳ ଆପଣଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଶୁଭ। ‌ ବ୍ୟବସାୟରେ ଆପଣଙ୍କୁ ଲାଭ ହି ଲାଭ ହେବ

ବୃଷ: କୌଣସି ଜଟିଳ ମାମଲାର ସମାଧାନ ବାହାରିବ। କୃଷିକ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ଅଫିସରେ କୌଣସି ସହକର୍ମୀଙ୍କୁ ସାହାଯ୍ୟ କରିବେ। ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ। ‌

ମିଥୁନ: ଆପଣଙ୍କର ଖୁସ୍ ମିଜାଜ ବ୍ୟବହାର ଲୋକମାନଙ୍କୁ ଆକର୍ଷିତ କରିବ। ଅର୍ଡ଼ର ସପ୍ଲାଇଙ୍କୁ ଲାଭ ହେବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଛାତ୍ରୀଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ‌ ‌

କର୍କଟ: ଆପଣଙ୍କ ଭିତରେ ସକାରାତ୍ମକତା ଆସିବ। ବ୍ୟବସାୟରେ ଆପଣଙ୍କୁ ଲାଭ ହି ଲାଭ ହେବ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ମନୋବଳ ମଜଭୁତ ପାଇଁ ଯୋଗ କରନ୍ତୁ। ‌

ସିଂହ: ବେପାରୀଙ୍କ ଲାଗି ଦିନଟି ଭଲ। ଅଫିସରେ ଆପଣଙ୍କ କାମ ଦେଖି କତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିବେ। ସନ୍ଧ୍ୟାରେ ଭାଇ ଭଉଣୀଙ୍କ ସହ ସମୟ ଅତିବାହିତ କରିବେ। କଳାଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ‌

କନ୍ୟା: ଆପଣଙ୍କ ମନରେ ବିଶେଷ ବିଚାର ଆସିବ। ବ୍ୟବସାୟରେ କୌଣସି ବଡ଼ ସଫଳତା ପାଇବେ। କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ। ବ୍ୟବସାୟରେ ଆପଣଙ୍କୁ ଲାଭ ହି ଲାଭ ହେବ

ତୁଳା: ଆପଣଙ୍କର ଭାଗ୍ୟ ଦ୍ବାର ଖୋଲିବ। ପ୍ରତିଟି କାମରେ ଭଲ ପରିଣାମ ପାଇବେ। କୌଣସି ବଡ଼ ପ୍ରୋଜେକ୍ଟରେ ପୁଞି ଲଗାଇବା ପାଇଁ ଭାବୁଥିଲେ କୌଣସି ବୁଦ୍ଧିମାନ ବ୍ୟକ୍ତିଙ୍କ ମତ ନିଅନ୍ତୁ।

ବିଛା: ନିଜ କାମ ଉପରେ ପୂରା ଧ୍ୟାନ କେନ୍ଦ୍ରିତ କରି ରଖନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସମାରୋହକୁ ଯିବାର ମଉକା ପାଇବେ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ।

ଧନୁ: ଛୋଟମୋଟ କାମରେ ସକାରାତ୍ମକ ଫଳ ପାଇବେ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ଅନ୍ୟମାନଙ୍କ ଆଗରେ ନିଜର କଥା ସ୍ପଷ୍ଟଭାବେ କହି ପାରିବେ।

ମକର: ଆର୍ଥିକ ମାମଲାରେ କାହାରି ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ। ପେସାଦାର ବ୍ୟବସାୟୀ ଭାଗ୍ୟର ପୂରା ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

କୁମ୍ଭ: ପ୍ରଭୁ ଆରାଧନାରେ ମନ ଲଗାଇବେ। ରାଜନୀତିକ ଲୋକଙ୍କର ସାମାଜିକ ପ୍ରତିଷ୍ଠା ବଢ଼ିବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ। ବୈବାହିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ଆପଣଙ୍କୁ ଲାଭ ହି ଲାଭ ହେବ

ମୀନ: କାହାରି ଅଧିକ ଆଲୋଚନା କରନ୍ତୁ ନାହିଁ। ଆପଣ ପ୍ରତ୍ୟେକ କାମ ନିଜେ କରନ୍ତୁ। ସନ୍ତାନ ପକ୍ଷରୁ ସୁଖଦ ଖବର ମିଳିବାର ଯୋଗ ଅଛି। ନୂଆ ଜମି କିଣିବାକୁ ମନସ୍ଥ କରିବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ବ୍ୟବସାୟରେ ଆପଣଙ୍କୁ ଲାଭ ହି ଲାଭ ହେବ

 

Tags: horoscope
Share196Tweet123
M M

M M

ଆଜିର ପାଗ

Bhubaneswar
October 26, 2025, 4:26 PM
 

ENE
Partly cloudy
32°C
1.4 m/s
Apparent: 31°C
Pressure: 1011 mb
Humidity: 92%
Winds: 1.4 m/s ENE
Windgusts: 6.1 m/s
UV-Index: 0
Precip.: 0mm /10% / Rain
Sunrise: 5:45 AM
Sunset: 5:15 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

କୋରାପୁଟ କଫିକୁ ପ୍ରଶଂସା କଲେ ମୋଦି

October 26, 2025
କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ବାତ୍ୟା ମୁକାବିଲା ସମୀକ୍ଷା କଲା ଏନସିଏମସି

October 26, 2025

ବିକ୍ରମ ଜେଲରେ, ନବୀନଙ୍କ ଗଂଜାମ ଗଡ଼ ଏବେ ସଙ୍କଟରେ !

October 26, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom