• Latest
  • Trending
କ’ଣ ରହିଛି ଆପଣଙ୍କ ରାଶିଫଳ ?

କ’ଣ ରହିଛି ଆପଣଙ୍କ ରାଶିଫଳ ?

Oct-28-2025 09:23 AM IST
odisha.newsroom.in

ତାମିଲନାଡୁରେ ‘ବିଜୟ’ ସରକାର…୧୧୮ ବିଧାୟକଙ୍କ ସମର୍ଥନ ମାଗିଲେ ରାଜ୍ୟପାଳ…

May-06-2026 06:03 PM IST
odisha.newsroom.in

TMC କାର୍ଯ୍ୟାଳୟ ଭଙ୍ଗାରୁଜା…କୋଲକାତା ନ୍ୟୁ ମାର୍କେଟରେ ବୁଲିଲା ବୁଲଡୋଜର…

May-06-2026 04:49 PM IST
odisha.newsroom.in

ମହୁ ସଂଗ୍ରହ କରିବାକୁ ପଥର ଖୋଲରେ ମୁଣ୍ଡ ପୂରାଇଦେଲେ ନାବାଳକ …କାଢ଼ିବାକୁ ଅଗ୍ନିଶମବାହିନୀ ନାକେଦମ

May-06-2026 03:58 PM IST
odisha.newsroom.in

TVK ମୁଖ୍ୟ ବିଜୟଙ୍କ ଗାଡ଼ି ନମ୍ବର TN 07 CM 2026…କଣ ରହସ୍ୟ ?

May-06-2026 12:24 PM IST
odisha.newsroom.in

ଏବେ ବି ନିଜ ଜିଦରେ ଅଟଳ ମମତା…ଜାଣନ୍ତୁ ବେଙ୍ଗଲରେ ଆଗକୁ କଣ ହେବ ?

May-06-2026 11:34 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କୁ କଂଗ୍ରେସର ସମର୍ଥନ: ଜାଣନ୍ତୁ କଣ ରଖିଲା ସର୍ତ୍ତ

May-06-2026 10:49 AM IST
odisha.newsroom.in

ମଝି ଆକାଶରେ ଆତଙ୍କ: ଇଣ୍ଡିଗୋ ବିମାନ ଭିତରେ ଫାଟିଲା ପାୱାରବ୍ୟାଙ୍କ

May-06-2026 10:17 AM IST
Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

May-06-2026 09:50 AM IST
odisha.newsroom.in

“ଇସ୍ତଫା ଦେବାର ପ୍ରଶ୍ନ ଉଠୁନି, ମୁଁ ନିର୍ବାଚନ ହାରିନି”…ପରାଜୟ ପରେ ମମତାଙ୍କ ବଡ଼ ବୟାନ…

May-05-2026 05:43 PM IST
odisha.newsroom.in

ଶେଷ ହେଲା ମମତାଙ୍କ ‘ଆଳୁ ପଲିଟିକ୍ସ’: ଓଡ଼ିଶାକୁ ଏବେ ସହଜରେ ଆସିବ ପଶ୍ଚିମବଙ୍ଗ ଆଳୁ

May-05-2026 04:07 PM IST
  • About
  • Careers
  • Contact Us
Wednesday, May 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କ’ଣ ରହିଛି ଆପଣଙ୍କ ରାଶିଫଳ ?

by M M
Oct-28-2025 09:23 AM IST
in ଆପଣଙ୍କ ଭାଗ୍ୟ
0
କ’ଣ ରହିଛି ଆପଣଙ୍କ ରାଶିଫଳ ?
491
SHARES
1.4k
VIEWS
Share on FacebookShare on Twitter

ମେଷ: ଯାହା ବି ଚାହିଁବେ ଆପଣଙ୍କର ସବୁ କାମ ମନମୁତାବକ ସଂପୂର୍ଣ୍ଣ ହେବ। କୌଣସି ବଡ଼ ଯୋଜନା ଆରମ୍ଭ କରିପାରନ୍ତି। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କୁ ପଦୋନ୍ନତି ମିଳିପାରେ।

ବୃଷ: ଆପଣ କାହାରିକୁ ସାହାଯ୍ୟ କରିବେ। ବନ୍ଧୁର ସହଯୋଗ ମିଳିବା ଯୋଗୁଁ କାମ କରିବା ସହଜ ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ବ୍ୟସ୍ତତାରେ କଟିବ।

ମିଥୁନ: କୌଣସି ଜରୁରୀ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଅଚାନକ ଧନଲାଭ ଯୋଗ ଅଛି। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ କୌଣସି ସମାରୋହକୁ ଯିବାର ଅବସର ପାଇବେ।

କର୍କଟ: ଦିନଟି ଆପଣଙ୍କ ଜୀବନରେ ନୂଆ ଦିଶା ନେଇ ଆସିବ। ନୂଆ ବେପ‌ାର ଲାଗି ପଦକ୍ଷେପ ନିଅନ୍ତୁ ଉନ୍ନତି ହେବ। ଅଫିସରେ କୌଣସି ସହକର୍ମୀଙ୍କୁ ସାହାଯ୍ୟ କରିବେ। ପ୍ରିୟଜନଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ସିଂହ: ବାପା ମାଆଙ୍କ ଆଶୀର୍ବାଦରେ ଅଧୁରା ଥିବା କାମ ପୂରା ହେବ। ଯେଉଁମାନେ ଦୂରରେ ରହୁଛନ୍ତି ସେମାନେ ପରିବାର ଲୋକଙ୍କ ଠାରୁ ଶୁଭ ଖବର ପାଇବେ। ଚାକିରି ଖୋଜୁଥିବା ଲୋକ ନିଜ ବନ୍ଧୁର ସାହାଯ୍ୟ ନେଇପାରନ୍ତି।

କନ୍ୟା: ସାମାଜିକ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଆପଣ ବହୁ ଦନିର କଠିନ ପରିଶ୍ରମର ଫଳ ପାଇବେ। ଭଲ ଲୋକଙ୍କ ସଂଗତିରେ କିଛି ଶିକ୍ଷାଲାଭ କରିବେ। ବଡ଼ଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ।‌

ତୁଳା: ଆପଣ ନିଜର ସଉକ ପୂରା କରିବା ପାଇଁ ଯଥେଷ୍ଟ ସମୟ ପାଇବେ। ଜୀବନସାଥୀ ଆପଣଙ୍କର ଦରକାରୀ ଜିନିଷ ଆଣିପାରନ୍ତି। ଛାତ୍ରଛାତ୍ରୀ ନିଜର ପାଠପଢ଼ା ସମୟ ବଦଳାଇବେ। ‌ସ୍ବାସ୍ଥ୍ୟ ଭଲ ରହିବ।

ବିଛା: ରାଜନୀତି ଓ ସମାଜକଲ୍ୟାଣ କାର୍ଯ୍ୟ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ଆର୍ଥିକ ପକ୍ଷ ସ୍ବଚ୍ଛଳ ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବନ୍ଧୁର ସମାରୋହରେ ଯୋଗ ଦେଇପାରନ୍ତି। ‌

ଧନୁ: ପରିବାରରେ ଲାଗି ରହିଥିବା ଅଶାନ୍ତି ଜୀବନସାଥୀର ସାହାଯ୍ୟରେ ସମାଧାନ ହୋଇଯିବ। କୌଣସି ବନ୍ଧୁ ଆପଣଙ୍କ ଘରକୁ ଆସି ପାରନ୍ତି। ଅଫିସରେ ଆପଣଙ୍କ କାମକୁ କତୃପକ୍ଷ ପ୍ରଶଂସା କରିବେ।

ମକର: ଓକିଲଙ୍କ ଲାଗି ଦିନଟି ଭଲ। କୌଣସି ମକଦ୍ଦମାର ଫଇସଲା ଆପଣଙ୍କ ସପକ୍ଷରେ ଆସିବ। ଅଫିସରେ କତୃପକ୍ଷ ଆପଣଙ୍କୁ କୌଣସି ଉପଯୋଗୀ ବସ୍ତୁ ଉପହାର ଦେଇପାରନ୍ତି। ପରିବାରରେ ଖୁସିର ମାହୋଲ ରହିବ।

କୁମ୍ଭ: ମାଆ ସହିତ କୌଣସି ବନ୍ଧୁ ଘରକୁ ଯିବେ। ବ୍ୟବସାୟରେ କୌଣସି ଉଚ୍ଚାଧିକାରୀଙ୍କ ସହାୟତା ନେଇପାରନ୍ତି। ପ୍ରିୟଜନ ସହିତ ସମ୍ବନ୍ଧ ମଧୁର ହେବ। ଆପଣଙ୍କ ପିଲା ଆପଣଙ୍କୁ ଭଲ ଖବର ଦେଇ ପାରନ୍ତି।

ମୀନ: ଅଫିସର କୌଣସି କାମରେ ଦୂରସ୍ଥାନକୁ ଯିବେ। ଆପଣ ନିଜର ଯୋଗ୍ୟତା ଓ ପ୍ରତିଷ୍ଠା ପାଇଁ ପ୍ରସିଦ୍ଧ ହେବେ। ପ୍ରତିଯୋଗିତା ମୂଳକ ପରୀକ୍ଷା ସମ୍ବନ୍ଧରେ ଭଲ ଖବର ପାଇବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

 

Tags: horoscope
Share196Tweet123
M M

M M

ଆଜିର ପାଗ

Bhubaneswar
May 6, 2026, 8:55 PM
 

SSW
Clear sky
28°C
3.6 m/s
Apparent: 30°C
Pressure: 1009 mb
Humidity: 94%
Winds: 3.6 m/s SSW
Windgusts: 9.1 m/s
UV-Index: 0
Precip.: 0mm /53% / Rain
Sunrise: 5:14 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom