ନବୀନ କାହାକୁ କହିଲେ ବେଇମାନ ?
ଯେତେ ନେତା ଅଛନ୍ତି ଅନେକ ନେତା ଦଳ ପରିବର୍ତ୍ତନ କରିଛନ୍ତି । ସମୟ ସବୁବେଳେ ସମାନ ଯାଏନି । ସମୟକୁ ଆପଣ ଇନ୍ଦ୍ରଧନୁ ସହିତ ତୁଳନା କରିପାରନ୍ତି । ଆଜି ନବୀନ ବାବୁଙ୍କ ପାଖରେ ସେ ସମୟ ନାହିଁ । ଯେତେବେଳେ ସେ ଯାହା କହୁଥିଲେ ସେୟା ହିଁ ହେଉଥିଲା । ରାଜନୀତିରେ ସେ ଯେଉଁ ପ୍ରକାର କଥା କହୁଥିଲେ ମିଡିଆରେ ତାହା ପ୍ରସାରିତ ହେଉଥିଲା । ଆଜି ବେଇମାନ ଶବ୍ଦ ବଦଳି ଯାଇଛି । ଆଜି ପାର୍ଟି ଛାଡିବା ବେଇମାନୀ ନୁହେଁ । ସବୁ ନେତା ପଲଟିକାଲ ସ୍ପେସ ଖୋଜୁଛନ୍ତି । ନିଜର ସ୍ବାର୍ଥକୁ ସୁରକ୍ଷିତ ରଖିବା ପାଇଁ ନିଜ ପ୍ରତିଦ୍ବନ୍ଦ୍ବୀ ସହ ହାତ ମିଳାଉଛନ୍ତି । ବିଜେପି ସହ ବିଜେଡିର ଯେଉଁ ଭିତିରିଆ ସଂପର୍କ କଥା କୁହାଯାଉଛି ତାହା ବେଇମାନ କାଟାଗୋରୀରେ ଯିବ କି ନାହିଁ ତାହା ବେଇମାନ କାଟାଗୋରୀରେ ଯିବ କି ନାହିଁ ତାହା ଦର୍ଶକ ବନ୍ଧୁ ଚିନ୍ତା କରନ୍ତୁ …..
















