• Latest
  • Trending
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Nov-21-2025 08:24 AM IST
odisha.newsroom.in

ତାମିଲନାଡୁରେ ‘ବିଜୟ’ ସରକାର…୧୧୮ ବିଧାୟକଙ୍କ ସମର୍ଥନ ମାଗିଲେ ରାଜ୍ୟପାଳ…

May-06-2026 06:03 PM IST
odisha.newsroom.in

TMC କାର୍ଯ୍ୟାଳୟ ଭଙ୍ଗାରୁଜା…କୋଲକାତା ନ୍ୟୁ ମାର୍କେଟରେ ବୁଲିଲା ବୁଲଡୋଜର…

May-06-2026 04:49 PM IST
odisha.newsroom.in

ମହୁ ସଂଗ୍ରହ କରିବାକୁ ପଥର ଖୋଲରେ ମୁଣ୍ଡ ପୂରାଇଦେଲେ ନାବାଳକ …କାଢ଼ିବାକୁ ଅଗ୍ନିଶମବାହିନୀ ନାକେଦମ

May-06-2026 03:58 PM IST
odisha.newsroom.in

TVK ମୁଖ୍ୟ ବିଜୟଙ୍କ ଗାଡ଼ି ନମ୍ବର TN 07 CM 2026…କଣ ରହସ୍ୟ ?

May-06-2026 12:24 PM IST
odisha.newsroom.in

ଏବେ ବି ନିଜ ଜିଦରେ ଅଟଳ ମମତା…ଜାଣନ୍ତୁ ବେଙ୍ଗଲରେ ଆଗକୁ କଣ ହେବ ?

May-06-2026 11:34 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କୁ କଂଗ୍ରେସର ସମର୍ଥନ: ଜାଣନ୍ତୁ କଣ ରଖିଲା ସର୍ତ୍ତ

May-06-2026 10:49 AM IST
odisha.newsroom.in

ମଝି ଆକାଶରେ ଆତଙ୍କ: ଇଣ୍ଡିଗୋ ବିମାନ ଭିତରେ ଫାଟିଲା ପାୱାରବ୍ୟାଙ୍କ

May-06-2026 10:17 AM IST
Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

May-06-2026 09:50 AM IST
odisha.newsroom.in

“ଇସ୍ତଫା ଦେବାର ପ୍ରଶ୍ନ ଉଠୁନି, ମୁଁ ନିର୍ବାଚନ ହାରିନି”…ପରାଜୟ ପରେ ମମତାଙ୍କ ବଡ଼ ବୟାନ…

May-05-2026 05:43 PM IST
odisha.newsroom.in

ଶେଷ ହେଲା ମମତାଙ୍କ ‘ଆଳୁ ପଲିଟିକ୍ସ’: ଓଡ଼ିଶାକୁ ଏବେ ସହଜରେ ଆସିବ ପଶ୍ଚିମବଙ୍ଗ ଆଳୁ

May-05-2026 04:07 PM IST
  • About
  • Careers
  • Contact Us
Wednesday, May 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କ’ଣ କହୁଛି ଆପଣଙ୍କ ରାଶିଫଳ

by M M
Nov-21-2025 08:24 AM IST
in ଆପଣଙ୍କ ଭାଗ୍ୟ
0
କ’ଣ କହୁଛି ଆପଣଙ୍କ ରାଶିଫଳ
491
SHARES
1.4k
VIEWS
Share on FacebookShare on Twitter

ମେଷ: ବଡ଼ ଭାଇଙ୍କ ସହିତ ବସି ଜମି ସମ୍ବନ୍ଧୀୟ କଥା ହେବେ। ଅର୍ଥ ସଂପର୍କିତ ଯୋଜନା କରିବେ। କୌଣସି ପ୍ରକାର ଲାଗି ରହିଥିବା କାନୁନ ସମସ୍ୟାର ସମାଧାନ ପାଇପାରନ୍ତି। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବେ।

ବୃଷ: କୌଣସି ପାଖ ବ୍ୟକ୍ତିଙ୍କ ସଂପର୍କରେ ଗଭୀରତାରେ ବିଚାର କରି ସମନ୍ଧ ସୁଧାରିବେ। ସରକାରୀ ବା କୋର୍ଟ ସମ୍ବନ୍ଧୀୟ କୌଣସି ମାମଲା ଅଟକିଥିଲେ ତାର ଉଚିତ ସଫଳତା ମିଳିବାର ସମ୍ଭାବନା।

ମିଥୁନ: କୌଣସି ନକାରାତ୍ମକ ସ୍ଥିତିରେ ଭୟଭୀତ ନହୋଇ ତାର ସମାଧାନ ଖୋଜନ୍ତୁ। ଭାଇ ଭଉଣୀଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଛାତ୍ରଛାତ୍ରୀ ନିଜ ଭାବନାରେ ଅଧିକ ସକାରାତ୍ମକ ଆଣନ୍ତୁ।

କର୍କଟ: ଆପଣଙ୍କ କାର୍ଯ୍ୟ କୁଶଳତା ଓ ଯୋଗ୍ୟତାର ପ୍ରଶଂସା ହେବ। ବିଦେଶ କଂପାନିରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ। ପାରିବାରିକ ସୁଖରେ ବୃଦ୍ଧି ହେବ। ବନ୍ଧୁ ସହିତ ବାହାରକୁ ବୁଲି ଯିବେ।

ସିଂହ: ଯଦି କୌଣସି କାରଣରୁ ଦ୍ବିଧାରେ ଅଛନ୍ତି ତେବେ ସେଥିରୁ ମୁକ୍ତି ପାଇବେ। କଠିନ ପରିସ୍ଥିତିରେ ଆପଣଙ୍କ ପରିବାର ଆପଣଙ୍କ ସାମନାରେ ଢ଼ାଲ ହୋଇ ଛିଡ଼ା ହେବେ। ଚାକିରିରେ ସଫଳତା ମିଳିବା ଯୋଗ ଅଛି।

କନ୍ୟା: ପ୍ରୋଜେକ୍ଟ କାର୍ଯ୍ୟରେ ଜୀବନସାଥୀର ସହଯୋଗ ପାଇବେ। ସକାରାତ୍ମକ ଭାବନା ଆପଣଙ୍କ ଜୀବନ ଯାପନରେ ସାହାଯ୍ୟ କରିବ। ବୀମା ଓ କମିସନି କାର୍ଯ୍ୟରେ ଯଥେଷ୍ଟ ସଫଳତା ପାଇବେ।

ତୁଳା: କୌଣସି ପୋଲିସରେ ନିବେଶ ଲାଗି ଦିନଟି ଶୁଭ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ। ବାଲ୍ୟବନ୍ଧୁ ସହ ଦେଖା ହେବ।

ବିଛା: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ନିଜର ବ୍ୟକ୍ତିଗତ କଥା ଅନ୍ୟକୁ ନକହିଲେ ବଡ଼ ଅଶାନ୍ତିରୁ ରକ୍ଷା ପାଇ‌ଯିବେ। ଆପଣଙ୍କ ଚତୁରତା ଓ ଯୋଗ୍ୟତାର ପ୍ରଶଂସା ହେବ।

ଧନୁ: ଭାଗ୍ୟୋନ୍ନତର ସୂଚନା। ସାରା ଦିନ କାର୍ଯ୍ୟ ବ୍ୟସ୍ତତାରେ ରହିବେ। ଆଜିର ପରିବେଶକୁ ଲକ୍ଷ୍ୟ ରଖି ଯେଉଁ ଯୋଜନା ପ୍ରସ୍ତୁତି କରିଛନ୍ତି ତାହା ଦ୍ବାରା ଆପଣଙ୍କର ବହୁତ ସମସ୍ୟାର ସମାଧାନ ହୋଇଯିବ।

ମକର: ନିବେଶ ସଂପର୍କ ଯୋଜନାରେ ଅଧିକ ଲାଭ ହୋଇପାରେ। ଘରେ ଧାର୍ମିକ କାର୍ଯ୍ୟ ସଂପନ୍ନ ହୋଇପାରେ। ମାତା ପିତାଙ୍କ ଆଶୀର୍ବାଦରେ ଆପଣଙ୍କ କାମରେ ସଫଳତା ପାଇବେ। ଲୁଗା ବ୍ୟବସାୟରେ ଲାଭ ହେବ।

କୁମ୍ଭ: କୌଣସି ସମାରୋହରେ ସାମିଲ ହେବେ। ଆପଣଙ୍କ ଉପସ୍ଥିତିକୁ ମହତ୍ବ ମିଳିବ। ପୁରୁଣା ଅଶାନ୍ତିରୁ ଆରାମ ମିଳିପାରେ। ଆପଣ ଭବିଷ୍ୟକୁ ନେଇ ଅଧିକ  ସକ୍ରିୟ ଓ ଗମ୍ଭୀର ରହିବେ। ବ୍ୟବସାୟରେ ଲାଭ ହେବ।

ମୀନ: ବ୍ୟବସାୟରେ ବହୁତ ଅଧିକ ଦାୟିତ୍ବ ଓ କାମର ବୋଝ ରହିବ। କାର୍ଯ୍ୟକ୍ଷେତ୍ରରେ ଗମ୍ଭୀରତା ଓ ନିଷ୍ଠାରେ ନିଜର ପ୍ରୋଜେକ୍ଟକୁ ରୂପରେଖ ଦିଅନ୍ତୁ। ଘରେ ସୁଖ ଶାନ୍ତିର ମାହୋଲ ରହିବ।

Tags: horoscope
Share196Tweet123
M M

M M

ଆଜିର ପାଗ

Bhubaneswar
May 6, 2026, 10:53 PM
 

SSW
Clear sky
27°C
2.8 m/s
Apparent: 30°C
Pressure: 1009 mb
Humidity: 94%
Winds: 2.8 m/s SSW
Windgusts: 9.1 m/s
UV-Index: 0
Precip.: 0mm /55% / Rain
Sunrise: 5:14 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom