• Latest
  • Trending
କ’ଣ କହୁଛି ଆଜିର ରାଶିଫଳ

କ’ଣ କହୁଛି ଆଜିର ରାଶିଫଳ

Nov-28-2025 11:19 AM IST
odisha.newsroom.in

TVK ମୁଖ୍ୟ ବିଜୟଙ୍କ ଗାଡ଼ି ନମ୍ବର TN 07 CM 2026…କଣ ରହସ୍ୟ ?

May-06-2026 12:24 PM IST
odisha.newsroom.in

ଏବେ ବି ନିଜ ଜିଦରେ ଅଟଳ ମମତା…ଜାଣନ୍ତୁ ବେଙ୍ଗଲରେ ଆଗକୁ କଣ ହେବ ?

May-06-2026 11:34 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କୁ କଂଗ୍ରେସର ସମର୍ଥନ: ଜାଣନ୍ତୁ କଣ ରଖିଲା ସର୍ତ୍ତ

May-06-2026 10:49 AM IST
odisha.newsroom.in

ମଝି ଆକାଶରେ ଆତଙ୍କ: ଇଣ୍ଡିଗୋ ବିମାନ ଭିତରେ ଫାଟିଲା ପାୱାରବ୍ୟାଙ୍କ

May-06-2026 10:17 AM IST
Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

May-06-2026 09:50 AM IST
odisha.newsroom.in

“ଇସ୍ତଫା ଦେବାର ପ୍ରଶ୍ନ ଉଠୁନି, ମୁଁ ନିର୍ବାଚନ ହାରିନି”…ପରାଜୟ ପରେ ମମତାଙ୍କ ବଡ଼ ବୟାନ…

May-05-2026 05:43 PM IST
odisha.newsroom.in

ଶେଷ ହେଲା ମମତାଙ୍କ ‘ଆଳୁ ପଲିଟିକ୍ସ’: ଓଡ଼ିଶାକୁ ଏବେ ସହଜରେ ଆସିବ ପଶ୍ଚିମବଙ୍ଗ ଆଳୁ

May-05-2026 04:07 PM IST
odisha.newsroom.in

ହାରିଯିବା ପରେ କଣ ହେବ ମମତାଙ୍କ ପରବର୍ତ୍ତୀ ରଣନୀତି ? ବଢୁଛି ଚର୍ଚ୍ଚା…

May-05-2026 03:16 PM IST
odisha.newsroom.in

ଗୋଟିଏ ଭୋଟରେ କେମିତି ହାରିଲେ ତାମିଲନାଡୁ ମନ୍ତ୍ରୀ…ଜାଣିଲେ ହେବେ ଆଶ୍ଚର୍ଯ୍ୟ…

May-05-2026 02:48 PM IST
odisha.newsroom.in

ମ୍ୟାଜିକ ନମ୍ବର ଛୁଇଁନି TVK…କେମିତି ଗଢ଼ିବ ସରକାର ?

May-05-2026 11:59 AM IST
  • About
  • Careers
  • Contact Us
Wednesday, May 6, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କ’ଣ କହୁଛି ଆଜିର ରାଶିଫଳ

by M M
Nov-28-2025 11:19 AM IST
in ଆପଣଙ୍କ ଭାଗ୍ୟ
0
କ’ଣ କହୁଛି ଆଜିର ରାଶିଫଳ
491
SHARES
1.4k
VIEWS
Share on FacebookShare on Twitter

ମେଷ: ଆପଣଙ୍କ ସାମନାରେ ଯାହା କଠିନ ମାମଲା ଅଛି ତାର କଥାବର୍ତ୍ତା କରନ୍ତୁ ସମାଧାନ ହୋଇଯିବ। ବନ୍ଧୁ ସହିତ ରାତ୍ରିଭୋଜନ ପାଇଁ ଯାଇପାରନ୍ତି। ଯେତେ ଖଟିବେ ସେତେ ଲାଭ ପାଇବେ।‌

ବୃଷ: ଧାର୍ମିକ ଯାତ୍ରାରେ ଯିବା ଯୋଗ ଅଛି। ନିଜର ଦୁର୍ବଳତା ଜାଣି ସୁଧାରିବାର ଚେଷ୍ଟା କରନ୍ତୁ। ଜମି ସମ୍ବନ୍ଧୀୟ ଫଇସଲା ଆପଣଙ୍କ ପକ୍ଷରେ ଆସିବ। ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବାର ଯୋଗ ଅଛି। ‌

ମିଥୁନ: ଭାବନାର ବଶବର୍ତ୍ତୀ ହୋଇ ବିନା ଭାବିଚିନ୍ତି କାହାରି ବଚନ ଦିଅନ୍ତୁ ନାହିଁ। ପଦୋନ୍ନତି ପାଇଁ କାହାରି ସହିତ କଥା ହୋଇପାରନ୍ତି। କ୍ୟାରିୟରରେ ସଫଳତା ପାଇଁ ଯୋଜନା କରିବେ। ‌

କର୍କଟ: ପ୍ରେମ ଭାବରେ ନିଜ କାମ କରିବାର ଅଛି। ଅନ୍ୟମାନଙ୍କ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ। ନିଜ ଗତିବିଧି ଉପରେ ଧ୍ୟାନ ଦିଅନ୍ତୁ। କୌଣସି ପ୍ରକାର ନିର୍ଣ୍ଣୟ ନେବା ପୂର୍ବରୁ ଭଲଭାବେ ଭାବିଚିନ୍ତି କରନ୍ତୁ।

ସିଂହ: ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଆପଣଙ୍କ ପାଖରେ ଭଲ ମଉକା ଅଛି। ଅନ୍ୟମାନଙ୍କ ବିଶ୍ବାସ ଭଙ୍ଗ କରନ୍ତୁ ନାହିଁ। ପ୍ରତିଟି କାମ ନିଷ୍ଠାର ସହିତ କରନ୍ତୁ। ପରିବାରରେ ଆପଣଙ୍କ ଭଲ କାମର ପ୍ରଶଂସା ହେବ।

କନ୍ୟା: ଦନଟି ଆପଣଙ୍କ ଜୀବନରେ ଏକ ନୂଆ ନୂଆ ଦୃଷ୍ଟିକୋଣ ନେଇ ଆସିବ। ଅଫିସରେ କଛି ସହକର୍ମୀ ଆପଣଙ୍କର ବିରୋଧ କରିପାରନ୍ତି। ଯେତେ ଏକାଗ୍ର ଚିତ୍ତ ହୋଇ କାମ କରିବେ ସେତେ ଲାଭ ପାଇବେ।

ତୁଳା: ଘରେ ଉଚିତ ବ୍ୟବସ୍ଥା ବଜାୟ ରଖିବା ଚେଷ୍ଟାରେ ସଫଳ ହେବେ। ଅନ୍ୟମାନଙ୍କ କଥାରେ ନ ମାତି ନିଜ ବିବେକରେ କାମ କରିବାକୁ ହେବ। ଏହାଦ୍ବାରା ଆପଣ ଭଲ ନିର୍ଣ୍ଣୟ ନେଇ ପାରିବେ।

ବିଛା: ବ୍ୟବସାୟରେ ବହୁତ ଅଧିକ ବ୍ୟସ୍ତ ରହିବେ। ବିଭିନ୍ନ ଉତ୍ସରୁ ଧନଲାଭ ହେବ। ସରକାରୀ କର୍ମଚାରୀ ଅନ୍ୟ ବିଭାଗରେ କାମକରିବାକୁ ଯିବେ। ଭାଗୀଦାରିର ଗତିବିଧି ଉପରେ ଧ୍ୟାନ ଦିଅନ୍ତୁ।

ଧନୁ: କାମ ପ୍ରତି ପୂରା ଧ୍ୟାନ ରହିବ। ସରକାର ବା ଉଚ୍ଚାଧିକାରୀଙ୍କ ଠାରୁ ଲାଭ ପାଇବେ। ନିଜ ପିଲାର ଉଜ୍ଜ୍ବଳ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ। ସକାରାତ୍ମକ ଆପଣଙ୍କ ଜୀବନକୁ ଅଦ୍ଭୁତ କରିପାରେ।

ମକର: ନିଜର କାର୍ଯ୍ୟ ଦକ୍ଷତା ଅନ୍ୟ ଲୋକଙ୍କୁ ପ୍ରଭାବିତ କରିବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଛାତ୍ରଙ୍କ ଲାଗି ଦିନଟି ଭଲ। ଆପଣଙ୍କ ଆଗରେ କେତେ ପ୍ରକାର କାମ ହେବ। ପ୍ରତିଟି କାମ ଚତୁରତାରେ କରନ୍ତୁ।

କୁମ୍ଭ: ଯଦି ଆପଣଙ୍କ ସରକାରୀ କାମ ଅଟକି ରହିଛି ତେବେ କୌଣସି ଅଧିକାରୀ ମାଧ୍ୟମରେ ପୂରା ହୋଇଯିବ। ଚାକିରିରେ ସ୍ଥିତି ଯଥାପୂର୍ବ ରହିବ। ପ୍ରୋଜେକ୍ଟରେ ସହକର୍ମୀଙ୍କ ସହଯୋଗ ପାଇବେ।

ମୀନ: ଦିନସାରା ଆତ୍ମବିଶ୍ବାସ ଅଧିକ ରହିବ। ଭାବିଥିବା କାମ ଓ ଏବଂ ଯୋଜନାକୁ ପୂରା କରିବା ଲାଗି ଦିନଟି ଭଲ। ପୂର୍ବରୁ ଲାଗି ରହିଥିବା କାହାରି ସହିତ ମନାନ୍ତର ଦୂର ହୋଇଯିବ। କୌଣସି ସଂପତ୍ତିର ଡ଼ିଲ୍ କରିପାରନ୍ତି।

Share196Tweet123
M M

M M

ଆଜିର ପାଗ

Bhubaneswar
May 6, 2026, 1:23 PM
 

S
Mainly clear
34°C
3.2 m/s
Apparent: 39°C
Pressure: 1006 mb
Humidity: 52%
Winds: 3.2 m/s S
Windgusts: 9 m/s
UV-Index: 8.5
Precip.: 0mm /53% / Rain
Sunrise: 5:14 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom