ଆଜି ପ୍ରକାଶ ପାଇବ +2 ପରୀକ୍ଷା ଫଳ, ଦିନ ସାଢେ 12ଟାରେ ଆସିବ ରେଜଲ୍ଟ

by newsroom MAY-20-2026 3:57 AM IST in ବଡ଼ ଖବର

ଆଜି ପ୍ରକାଶ ପାଇବ +2 ପରୀକ୍ଷା ଫଳ । ଦିନ ସାଢେ 12ଟା ରେ ଆସିବ ରେଜଲ୍ଟ । ଏକାସାଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ । orissaresult.nic.in ୱେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ । chseodisha.nic,in ୱେବ୍ସାଇଟରେ ମଧ୍ୟ ପରୀକ୍ଷା ଫଳ ଦେଖିପାରିବେ । ଡିଜି ଲକର ଆକାଉଣ୍ଟରୁ ମାର୍କସିଟ ଡାଉନଲୋଡ କରିପାରିବେ । ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି ।