• Latest
  • Trending

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ କରି ହତ୍ୟା କଲେ

Aug-25-2024 07:42 PM IST
odisha.newsroom.in

ଅହଂକାରର ଲଢ଼େଇ : ୯୦ ବର୍ଷୀୟା ବୃଦ୍ଧାଙ୍କୁ ଆହୁରି ୨୦ ବର୍ଷ ଅପେକ୍ଷା କରିବାକୁ କହିଲେ ହାଇକୋର୍ଟ

Apr-29-2026 02:42 PM IST
odisha.newsroom.in

ପଶ୍ଚିମବଙ୍ଗରେ EVM ଜାଲିଆତି…ବିଜେପି ପ୍ରାର୍ଥୀଙ୍କ ନାଁ ଉପରେ କଳାପଟି !

Apr-29-2026 12:51 PM IST
odisha.newsroom.in

କେନ୍ଦୁଝର ଟ୍ରାଜେଡି…ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ ତଲବ ପରେ RDC ତଦନ୍ତ ଆରମ୍ଭ…

Apr-29-2026 12:30 PM IST
odisha.newsroom.in

ଇରାନର ତେଲ ରପ୍ତାନି ଠପ୍ ! କମୁଛି ଷ୍ଟୋରେଜ କ୍ଷମତା…ଆଗକୁ ଭୟଙ୍କର ସ୍ଥିତି…

Apr-29-2026 11:25 AM IST
odisha.newsroom.in

ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭରୁ ହିଂସା…ମମତା ଆଣିଲେ ସାଙ୍ଘାତିକ ଅଭିଯୋଗ…

Apr-29-2026 10:49 AM IST
Horoscope 2026 April 29: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 April 29: ଜାଣନ୍ତୁ ଆଜିର ରାଶିଫଳ…

Apr-29-2026 10:34 AM IST
odisha.newsroom.in

ସାବଧାନ ! ପୁରୁଣା ଆଣ୍ଡ୍ରଏଡ୍ ଫୋନରେ ବନ୍ଦ ହୋଇଯିବ WhatsApp: ଆପଣଙ୍କ ମୋବାଇଲ୍ ଏହି ତାଲିକାରେ ଅଛି କି ?

Apr-28-2026 05:54 PM IST
odisha.newsroom.in

କର୍ମୀଙ୍କ ସନ୍ଦେହ ଦୂର କଲେ ଭକ୍ତ…ବିଜେଡି ସହ ମେଣ୍ଟ ନେଇ ଏମିତି କହିଲେ…

Apr-28-2026 05:31 PM IST
odisha.newsroom.in

ମେ ୧ରୁ ବଦଳିବ LPG ବୁକିଂ ନିୟମ: ବିନା OTP ରେ ମିଳିବନି ଗ୍ୟାସ…

Apr-28-2026 04:29 PM IST
odisha.newsroom.in

ନିଦ ହଜାଇଲା ‘ମିଥୋସ’…ନିମିଷକେ ହାକ ହୋଇଯିବ ଆକାଉଣ୍ଟ… ଉଡ଼ିଯିବ କୋଟି କୋଟି ଟଙ୍କା…

Apr-28-2026 03:54 PM IST
  • About
  • Careers
  • Contact Us
Wednesday, April 29, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ କରି ହତ୍ୟା କଲେ

ଖୋର୍ଧା ମୁକୁନ୍ଦପ୍ରସାଦରେ ଉତ୍ତେଜନା

by M M
Aug-25-2024 07:42 PM IST
in ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଖୋର୍ଧା: ପୂର୍ବ ଶତ୍ରୁତାକୁ ନେଇ  ଯୁବକଙ୍କୁ ଗୋଡାଇ ଖଣ୍ଡାରେ ହାଣିବାରୁ ତାଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଶିଳ୍ପାଂଚଳ ଥାନା ଅନ୍ତର୍ଗତ ଜଟଣୀ ବାଇପାସ ନିକଟରେ ଏହି ଘଟଣା ଘଟିଛି। ମୃତ ହେଲେ ମୁକୁନ୍ଦପ୍ରସାଦ ର ମହମ୍ମଦ ସାଜୁ(35)। ଏହାକୁ ନେଇ ମୁକୁନ୍ଦପ୍ରସାଦ ଛକରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ କହିଛି ଆଇନକୁ କେହି ହାତକୁ ନିଅନ୍ତୁ ନାହିଁ   । ଯାହାର କିଛି କହିବାର ଅଛି ସେ ଥାନାକୁ ଆସି କୁହନ୍ତୁ । ଆଇନକୁ ହାତକୁ ନେଲେ କଠୋର ଦଣ୍ଡ ମିଳିବ ବୋଲି କହିଛନ୍ତି ଜିଲ୍ଲାପାଳ, ଏସପି ।

ସ୍ଥାନୀୟ ଲୋକଙ୍କ କହିବା କଥା ଦୁଇ ଗୋଷ୍ଠୀ ଭିତରେ ପୂର୍ବରୁ ଶତୃତା ଥିଲା । ଏପରିକି ମାଡ଼ପିଟା ମଧ୍ୟ ହୋଇଥିଲା । ପରେ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀର ଯୁବକଙ୍କୁ ଆକ୍ରମଣ କରିଥିଲେ । ସେପଟେ  ଅଭିଯୁକ୍ତ ଙ୍କୁ ଗିରଫ ଦାବିରେ ମୁକୁନ୍ଦପ୍ରସାଦ ଛକରେ ଶବ ରଖି ଟାୟର ଜାଲି ରାସ୍ତାରୋକ କରିଥିଲେ । ଘଟଣା ସ୍ଥଳରେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସପି ଅବିନାଶ କୁମାର, ଆଇଜି ସଞ୍ଜୟ କୁମାର ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରତିଶୃତି ପରେ ଶବ ଉଠିଲା, ପରିସ୍ଥିତି ଉତ୍ତେଜନାମୂଳକ ରହିଛି। ଘଟଣା ସ୍ଥଳରେ 3ପ୍ଲାଟୁନ ଫୋର୍ସ ପୋଲିସ ମୁତୟନ ରହିଛନ୍ତି। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଛି। ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ରୁ ଛକାପଞ୍ଝା ଲାଗି ରହିଥିଲା। ଆଜି ଅପରାହ୍ନ ପ୍ରାୟ 1ଟା ବେଳେ ମହମ୍ମଦ ବାଇକରେ ଜଟଣୀରୁ ଘରକୁ ଫେରୁଥିଲେ। ଏହି ସମୟରେ ଏକାଧିକ ଯୁବକ ତାଙ୍କୁ ଘେରି ଯାଇଥିଲେ। ମହମ୍ମଦ ସେଠାରୁ ପ୍ରାଣବିକଳରେ ଦୌଡି ଏକ ଗ୍ୟାରେଜ ରେ ପଶିଯାଇଥିଲେ। ଦୁବୃର୍ତ ମାନେ ତାଙ୍କ ଖଣ୍ଡାରେ ମୁଣ୍ଡ, ହାତ କୁ ହାଣି ଫେରାର ହୋଇଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମେଡିକାଲ ନେଇଥିଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।

Tags: khurdhaMurder Casenewsnewsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
April 29, 2026, 2:50 PM
 

SSW
Thunderstorm
34°C
6.4 m/s
Apparent: 31°C
Pressure: 1004 mb
Humidity: 81%
Winds: 6.4 m/s SSW
Windgusts: 15.3 m/s
UV-Index: 0
Precip.: 0mm /10% / Rain
Sunrise: 5:18 AM
Sunset: 6:09 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom