ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ
ନିରାକାରପୁର: ଚିତ୍ରକୂଟ ପାଦଦେଶରେ ସ୍ଥାପିତ ମା ଭୈରବୀ ଶକ୍ତି ପୀଠର ବିକାଶ, ସୈାନ୍ଦର୍ଯ୍ୟକରଣ, ପର୍ଯ୍ୟଟକଙ୍କପାଇଁ ସମସ୍ତ ସୁବିଧା କିପରି ମିଳିପାରିବ ସେନେଇ କାର୍ଯ୍ୟ କରିବାକୁ ବନ୍ଧୁମିଳନ ଅବସରରେ ନିଷ୍ପତ୍ତି ନେଇଛନ୍ତି ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ( ହାଇସ୍କୁଲ) 1995 ବ୍ୟାଚର ଛାତ୍ରଛାତ୍ରୀମାନେ । ...



/sambad-english/media/media_files/2026/04/28/skeletal-remains_keonjhar-2026-04-28-15-29-06.jpg?w=640&resize=640,480&ssl=1)




