• Latest
  • Trending

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାରୀ କିଏ ?

Aug-27-2024 01:03 PM IST
odisha.newsroom.in

‘ଡିଜିଟାଲ୍ ଆରେଷ୍ଟ’ର କଳା କାହାଣୀ…ଜଳୁଥିଲା ଜୁଇ, ବାଜୁଥିଲା ଫୋନ୍…

May-01-2026 05:53 PM IST
odisha.newsroom.in

ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ…୩ ଦିନରେ ୩ ଲକ୍ଷ ପରୀକ୍ଷାଖାତା ଦେଖିଲା AI…

May-01-2026 04:27 PM IST
odisha.newsroom.in

ବିରୋଧୀଙ୍କ ବଡ଼ ଅଭିଯୋଗ…ଗୃହକୁ ମଦ୍ୟପାନ କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ

May-01-2026 03:30 PM IST
odisha.newsroom.in

ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ପ୍ଲାନ କରୁଛି କି ଆମେରିକା ?

May-01-2026 01:39 PM IST
odisha.newsroom.in

ଗୋଟିଏ ଲାଇଫ୍ ଜ୍ୟାକେଟ୍‌ରେ ବନ୍ଧା ହୋଇଥିଲା ମା’ ପୁଅଙ୍କ ମୃତଦେହ; ଦୃଶ୍ୟ ଦେଖି କାନ୍ଦି ପକାଇଲେ ମନ୍ତ୍ରୀ

May-01-2026 12:57 PM IST
odisha.newsroom.in

EPFO ପେନସନଧାରୀଙ୍କ ପାଇଁ ଖୁସି ଖବର: ୭.୫ ଗୁଣା ବଢ଼ିପାରେ ପେନସନ୍

May-01-2026 12:32 PM IST
odisha.newsroom.in

ବେଙ୍ଗଲରେ Late Night High Drama…ଷ୍ଟ୍ରଙ୍ଗରୁମରେ ପହଞ୍ଚିଲେ ମମତା…

May-01-2026 12:00 PM IST
odisha.newsroom.in

ନିର୍ବାଚନ ସରୁ ସରୁ ହଜାରେ ଟଙ୍କା ବଢ଼ିଗଲା LPG ସିଲିଣ୍ଡର ଦର…!

May-01-2026 11:34 AM IST
Horoscope 2026 May 01: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 01: ଜାଣନ୍ତୁ ଆଜିର ରାଶିଫଳ…

May-01-2026 10:53 AM IST
odisha.newsroom.in

ଫସିଲେ ରିୟାନ ପରାଗ…ଅଶୋଭନୀୟ ଆଚରଣ ପାଇଁ ମିଳିଲା ଏହି ଦଣ୍ଡ

Apr-30-2026 05:12 PM IST
  • About
  • Careers
  • Contact Us
Friday, May 1, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାରୀ କିଏ ?

ଏହା ଏକ ସୁପାରୀ କିଲର

by M M
Aug-27-2024 01:03 PM IST
in ବଡ଼ ଖବର, ରାଜ୍ୟ
0
491
SHARES
1.4k
VIEWS
Share on FacebookShare on Twitter

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାରୀ କିଏ ? ମିଶନାରୀ ପଇସା ଦେଲେ , ମାଓବାଦୀ ମାରିଲେ କହିଛନ୍ତି ଗବେଷକ ଅନୀଲ ଧିର । ଆସନ୍ତୁ ଦେଖିବା ସଂପୂର୍ଣ୍ଣ ଇଣ୍ଟରଭ୍ୟୁ

 

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ୧୯୨୪ ମସିହାରେ ଓଡିଶାର ଅନୁଗୁଳ ଜିଲ୍ଲାର ଗୁରୁଜଙ୍ଗ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୬୫ ରେ ହିମାଳୟରୁ ଫେରି  ଗୋହତ୍ୟା ଓ ଧର୍ମାନ୍ତରଣ ବିରୋଧୀ ଆନ୍ଦୋଳନରେ ଯୋଗ ଦେବାକୁ ଓଡିଶା ଆସିଥିଲେ ।

୧୯୬୮ ମସିହାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଯୋଜନାରେ କନ୍ଧମାଳ ଜିଲ୍ଲାକୁ ଯାଇଥିଲେ । ସ୍ୱାମୀଜୀ ଚାରି ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟଧରି ସଂପୃକ୍ତ ଅଂଚଳର ସାମାଜିକ,ଧାର୍ମିକ ଓ ଅର୍ଥନୈତିକ ବିକାଶଲାଗି ନିରବଚ୍ଛିନ୍ନଭାବେ କାର୍ଯ୍ୟ କରିବା ସହିତ ସେମାନଙ୍କୁ ସଶକ୍ତକରି ଠିଆ କରିବା ପାଇଁ ପ୍ରୟାସ କରିଚାଲିଥିଲେ ।

ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ସ୍ୱାମୀଜୀ ଚକାପାଦ ଓ ଜଳେଶପଟ୍ଟା ଠାରେ ଆବାସିକ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଛାତ୍ରୀନିବାସ ମଧ୍ୟ ପ୍ରତିଷ୍ଠା କରିଥିଲେ । ଜିଲ୍ଲାର ସବୁ ଗ୍ରାମରେ ସତ୍‌ସଙ୍ଗ କେନ୍ଦ୍ର ସ୍ଥାପନ କରିଥିଲେ ।

ସତସଂଗ ଦ୍ୱାରା ହଜାର ହଜାର ଜନଜାତି ଲୋକଙ୍କର ନିଶା ଅଭ୍ୟାସ ଛଡାଇଥିଲେ । ସ୍ୱାମୀଜୀ କେବଳ ଶାସ୍ତ୍ର ଏବଂ ଦର୍ଶନ ନୁହେଁ, କୃଷି, ପଶୁପାଳନ ଏବଂ ଫଳଚାଷ ଉପରେ ମଧ୍ୟ ତାଙ୍କର ଅଭୂତ ଦକ୍ଷତା ଥିଲା ଯାହା ସେ ଜନଜାତିର ଲୋକମାନଙ୍କୁ କନ୍ଧମାଳରେ ଶିକ୍ଷା ଦେଉଥିଲେ ।

ଛନ୍ଦ, କପଟ ଓ ଲୋଭ ଦେଖାଇ ଗରୀବ ଲୋକମାନଙ୍କୁ ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରାଯାଉଥିଲା । ସ୍ୱାମୀଜୀ ଏହି ଅନ୍ୟାୟ ତଥା ବେ-ଆଇନ କାର୍ଯ୍ୟର ବିରୋଧରେ ପାହାଡ ଭଳି ଠିଆ ହୋଇଥିଲେ । ଯାହା ଫଳରେ ମିଶନାରୀମାନେ ପ୍ରମାଦ ଗଣିଲେ । ସ୍ୱାମୀଜୀଙ୍କ ଲାଗି ସାରା ଦେଶ ଜାଣିଲା ଯେ ମିଶନାରୀମାନେ ସେବା ନାଁରେ ସାହାଯ୍ୟ ନାଁରେ କନ୍ଧମାଳରେ ନୀରିହ ତଥା ସରଳ ଲୋକଙ୍କ ଧର୍ମ ପରିବର୍ତନ କରୁଛନ୍ତି ।

ସ୍ୱାମୀଜୀଙ୍କ ଉପରେ ୯ଥର ମରଣାନ୍ତକ ଆକ୍ରମଣ ହୋଇଥିଲା । ଶେଷରେ୨୦୦୮ ମସିହା ଅଗଷ୍ଟ ମାସ ୨୩ ତାରଖ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଚାଲୁଥିବା ବେଳେ ସଧ୍ୟା ୭ଟା ୩୦ ମିନିଟ ସମୟରେ ଆତତାୟୀମାନେ ଜଳେଶପଟ୍ଟା ସ୍ଥିତ ଶଙ୍କରାଚାର୍ଯ୍ୟ କନ୍ୟାଶ୍ରମ ଭିତରେ ପଶି ଆଖିବୁଜା ଗୁଳି ଚଳାଇଥିଲେ ।

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ କନ୍ୟାଶ୍ରମ ସଂଚାଳିକା ମାତା ଭକ୍ତିମୟୀ, ଅମୃତାନନ୍ଦ ବାବା, କିଶୋରବାବା ଏବଂ ଜଣେ ଛାତ୍ରୀର ଅବିଭାବକ ପୁରଂଜନ ଗଣ୍ଠିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ।

ହତ୍ୟାପରଠୁ ଏହି ମାମଲାରେ କିଏ ଦୋଷୀ ତାହା ବିଚାରଧୀନ ରହିଛି । ତେବେ ଦେଖାଯାଉ ବିଜେପି ସରକାର ଆସିବା ପରେ ଆଉ କେତେଦିନ ଏହି ମାମଲା ଲାଗିରହୁଛି ।

Tags: Anil DhirMaoistsMissionaries paidWho is the murderer of Lakshmananand Saraswati?
Share196Tweet123
M M

M M

ଆଜିର ପାଗ

Bhubaneswar
May 1, 2026, 6:27 PM
 

WSW
Mainly clear
31°C
2.5 m/s
Apparent: 35°C
Pressure: 1004 mb
Humidity: 71%
Winds: 2.5 m/s WSW
Windgusts: 12.3 m/s
UV-Index: 0.1
Precip.: 2.5mm /88% / Rain
Sunrise: 5:17 AM
Sunset: 6:10 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom