• Latest
  • Trending

ହରିୟାନାରେ ଭୋଟ ରାଜନୀତି : ଯନ୍ତ୍ରଣା ଭୁଲି ଏବେ ପ୍ରଚାର କରୁଛି

Sep-10-2024 04:58 PM IST
odisha.newsroom.in

ତାମିଲନାଡୁରେ ‘ବିଜୟ’ ସରକାର…୧୧୮ ବିଧାୟକଙ୍କ ସମର୍ଥନ ମାଗିଲେ ରାଜ୍ୟପାଳ…

May-06-2026 06:03 PM IST
odisha.newsroom.in

TMC କାର୍ଯ୍ୟାଳୟ ଭଙ୍ଗାରୁଜା…କୋଲକାତା ନ୍ୟୁ ମାର୍କେଟରେ ବୁଲିଲା ବୁଲଡୋଜର…

May-06-2026 04:49 PM IST
odisha.newsroom.in

ମହୁ ସଂଗ୍ରହ କରିବାକୁ ପଥର ଖୋଲରେ ମୁଣ୍ଡ ପୂରାଇଦେଲେ ନାବାଳକ …କାଢ଼ିବାକୁ ଅଗ୍ନିଶମବାହିନୀ ନାକେଦମ

May-06-2026 03:58 PM IST
odisha.newsroom.in

TVK ମୁଖ୍ୟ ବିଜୟଙ୍କ ଗାଡ଼ି ନମ୍ବର TN 07 CM 2026…କଣ ରହସ୍ୟ ?

May-06-2026 12:24 PM IST
odisha.newsroom.in

ଏବେ ବି ନିଜ ଜିଦରେ ଅଟଳ ମମତା…ଜାଣନ୍ତୁ ବେଙ୍ଗଲରେ ଆଗକୁ କଣ ହେବ ?

May-06-2026 11:34 AM IST
odisha.newsroom.in

ତାମିଲନାଡୁରେ ବିଜୟଙ୍କୁ କଂଗ୍ରେସର ସମର୍ଥନ: ଜାଣନ୍ତୁ କଣ ରଖିଲା ସର୍ତ୍ତ

May-06-2026 10:49 AM IST
odisha.newsroom.in

ମଝି ଆକାଶରେ ଆତଙ୍କ: ଇଣ୍ଡିଗୋ ବିମାନ ଭିତରେ ଫାଟିଲା ପାୱାରବ୍ୟାଙ୍କ

May-06-2026 10:17 AM IST
Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 06: ଜାଣନ୍ତୁ ଆଜିର ରାଶିଫଳ…

May-06-2026 09:50 AM IST
odisha.newsroom.in

“ଇସ୍ତଫା ଦେବାର ପ୍ରଶ୍ନ ଉଠୁନି, ମୁଁ ନିର୍ବାଚନ ହାରିନି”…ପରାଜୟ ପରେ ମମତାଙ୍କ ବଡ଼ ବୟାନ…

May-05-2026 05:43 PM IST
odisha.newsroom.in

ଶେଷ ହେଲା ମମତାଙ୍କ ‘ଆଳୁ ପଲିଟିକ୍ସ’: ଓଡ଼ିଶାକୁ ଏବେ ସହଜରେ ଆସିବ ପଶ୍ଚିମବଙ୍ଗ ଆଳୁ

May-05-2026 04:07 PM IST
  • About
  • Careers
  • Contact Us
Thursday, May 7, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ହରିୟାନାରେ ଭୋଟ ରାଜନୀତି : ଯନ୍ତ୍ରଣା ଭୁଲି ଏବେ ପ୍ରଚାର କରୁଛି

by M M
Sep-10-2024 04:58 PM IST
in ବଡ଼ ଖବର, ଭିଡ଼ିଓ, ରାଜନୀତି
0
491
SHARES
1.4k
VIEWS
Share on FacebookShare on Twitter

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଏବେ ସରଗରମ ରହିଛି ।  କଂଗ୍ରେସ ନେତା ଭିନେଶ ଫୋଗାଟ ଏବେ ଜିତିବା ପାଇଁ ରାଜନୀତି ମଇଦାନରେ ଝାଳ ବୁହାଉଛନ୍ତି । ସେ ଘନ ଘନ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଭିନେଶ ହେଉଛନ୍ତି କୁସ୍ତିଯୋଦ୍ଧା ।  ପ୍ୟାରିସ୍ ଅଲିମ୍ପିକ୍ସରୁ ଖାଲି ହାତରେ ଫେରିଥିଲେ କିନ୍ତୁ ଏଠାରେ ସେ ଜିତିବେ ବୋଲି ଜୋର ଦେଇଛନ୍ତି । ଭିନେଶ ଶୁକ୍ରବାର କଂଗ୍ରେସରେ ଯୋଗ ଦେଇଥିଲେ ।  ଜୁଲାନା ଆସନରୁ ସେ ଜିତିବେ ବୋଲି ଶତ ପ୍ରତିଶତ କହୁଛନ୍ତି ।  ଭିନେଶ ଭୋଟ ପାଇବା ପାଇଁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ କହିଛନ୍ତି ମୁଁ ଆପଣଙ୍କଠାରୁ ପାଇଥିବା ପ୍ରେମ ଏବଂ ସମ୍ମାନ ଯୋଗୁ ମୋ ଯନ୍ତ୍ରଣାକୁ ଭୁଲି ଯାଇଛି। ତେଣୁ ମୋତେ ଭୋଟ ଦିଅନ୍ତୁ ମୁଁ ଆପଣମାନଙ୍କ ଦୁଃଖ ଦୂର କରିବି । ମୁଁ ସେବା କଲେ ଆପଣମାନଙ୍କ ପ୍ରତି ମୋର ଉପଯୁକ୍ତ କୃତଜ୍ଞତା ହେବ। ବିଜେପିର କ୍ୟାପ୍ଟେନ ଯୋଗେଶ ବୈରାଗୀଙ୍କ ସହ ତାଙ୍କର ଲଢ଼େଇ ହେବ । ଏଠାରେ ବିଜେପିର ପଲା ଭାରି ଥିବା ଚର୍ଚା ହେଉଛି ।

Tags: bjpnewsroomodisha
Share196Tweet123
M M

M M

ଆଜିର ପାଗ

Bhubaneswar
May 7, 2026, 8:11 AM
 

SW
Thunderstorm
29°C
2.6 m/s
Apparent: 33°C
Pressure: 1007 mb
Humidity: 93%
Winds: 2.6 m/s SW
Windgusts: 8.7 m/s
UV-Index: 0
Precip.: 0mm /41% / Rain
Sunrise: 5:13 AM
Sunset: 6:12 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom