• Latest
  • Trending
ଓ୍ବାନ ନେସନ ଓ୍ବାନ ଇଲେକସନକୁ କ୍ୟାବିନେଟ ମଂଜୁରି

ଓ୍ବାନ ନେସନ ଓ୍ବାନ ଇଲେକସନକୁ କ୍ୟାବିନେଟ ମଂଜୁରି

Sep-18-2024 03:21 PM IST
ଗଂଜାମରେ ବର୍ଷା ଆଶଙ୍କା

ଗଂଜାମରେ ବର୍ଷା ଆଶଙ୍କା

Oct-29-2025 10:08 AM IST
ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ

ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ

Oct-29-2025 09:52 AM IST
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

Oct-29-2025 09:36 AM IST
ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

Oct-28-2025 07:47 PM IST
ବାତ୍ୟା ‘ମୋନ୍ଥା’କୁ ନେଇ ସତର୍କ ରହିବାକୁ ଅନୁରୋଧ କଲେ ନବୀନ ପଟ୍ଟନାୟକ

ବାତ୍ୟା ‘ମୋନ୍ଥା’କୁ ନେଇ ସତର୍କ ରହିବାକୁ ଅନୁରୋଧ କଲେ ନବୀନ ପଟ୍ଟନାୟକ

Oct-28-2025 01:21 PM IST
ନୂଆପଡ଼ାର ଉନ୍ନତି ମୋର ଏକମାତ୍ର ସଂକଳ୍ପ : ସ୍ନେହାଙ୍ଗିନୀ

ନୂଆପଡ଼ାର ଉନ୍ନତି ମୋର ଏକମାତ୍ର ସଂକଳ୍ପ : ସ୍ନେହାଙ୍ଗିନୀ

Oct-28-2025 11:59 AM IST
ଭୟଭୀତ ହେବା ନାହିଁ; ଧର୍ଯ୍ୟର ସହ ବାତ୍ୟାର ମୁକାବିଲା କରିବା : ମନମୋହନ ସାମଲ

ଭୟଭୀତ ହେବା ନାହିଁ; ଧର୍ଯ୍ୟର ସହ ବାତ୍ୟାର ମୁକାବିଲା କରିବା : ମନମୋହନ ସାମଲ

Oct-28-2025 11:38 AM IST
ସନ୍ଧ୍ୟା ପରେ ଆନ୍ଧ୍ର ଉପକୂଳ ଅତିକ୍ରମ କରି କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମୋନ୍ଥା’

ସନ୍ଧ୍ୟା ପରେ ଆନ୍ଧ୍ର ଉପକୂଳ ଅତିକ୍ରମ କରି କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମୋନ୍ଥା’

Oct-28-2025 10:50 AM IST
ମୋନ୍ଥା ପାଇଁ କେଉଁ ଟ୍ରେନ ବାତିଲ ଜାଣନ୍ତୁ

ମୋନ୍ଥା ପାଇଁ କେଉଁ ଟ୍ରେନ ବାତିଲ ଜାଣନ୍ତୁ

Oct-28-2025 09:30 AM IST
ବର୍ଷା ଆରମ୍ଭ : ରାଜ୍ୟ ସରକାର ପ୍ରସ୍ତୁତ

ବର୍ଷା ଆରମ୍ଭ : ରାଜ୍ୟ ସରକାର ପ୍ରସ୍ତୁତ

Oct-28-2025 09:25 AM IST
  • About
  • Careers
  • Contact Us
Wednesday, October 29, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ଓ୍ବାନ ନେସନ ଓ୍ବାନ ଇଲେକସନକୁ କ୍ୟାବିନେଟ ମଂଜୁରି

One Nation One Election cleared by Union Cabinet

by M M
Sep-18-2024 03:21 PM IST
in ଦେଶ ବିଦେଶ, ବଡ଼ ଖବର
0
ଓ୍ବାନ ନେସନ ଓ୍ବାନ ଇଲେକସନକୁ କ୍ୟାବିନେଟ ମଂଜୁରି
491
SHARES
1.4k
VIEWS
Share on FacebookShare on Twitter

ଓ୍ବାନ ନେସନ ଓ୍ବାନ ଇଲେକସନକୁ କ୍ୟାବିନେଟ ମଂଜୁରି ।  କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଏବଂ ଏକ ଉଚ୍ଚସ୍ତରୀୟ କମିଟି ନିକଟରେ ଦାଖଲ ହୋଇଥିବା ଏହି ରିପୋର୍ଟକୁ ସରକାର ଗ୍ରହଣ କରିଛନ୍ତି । ଓ୍ବାନ ନେସନ ଓ୍ବାନ ଇଲେକସନ ଲାଗି  କମିଟିର ନେତୃତ୍ବ ନେଇଥିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତବର୍ଷ ସେପ୍ଟେମ୍ବରରେ ଗଠିତ ହୋଇଥିଲା ଏହି କମିଟି । କମିଟି କହିବା ଅନୁସାରେ  ପ୍ରତ୍ୟେକ ନିର୍ବାଚନ ଆୟୋଜନ କରିବାରେ ବହୁତ  ଆର୍ଥିକ ବ୍ୟୟ ହୁଏ। ତାହା ହେବ ନାହିଁ । ବ୍ୟୟ କମିବ । ଲକ୍ଷ ଲକ୍ଷ କୋଟି ଖର୍ଚ ହେଉଛି ନିର୍ବାଚନରେ । କଳାବଜାରୀ ରୋକିବ ।  ବିଭିନ୍ନ ନିର୍ବାଚନ ଗୋଟିଏ ଧାରାରେ କରାଗଲେ ରାଜ୍ୟ ଓ କେନ୍ଦ୍ର ସରକାର କାମ କରିବାକୁ ଅଧିକ ସମୟ ପାଇବେ । ନିର୍ବାଚନ ପାଇଁ ସମୟ ନଷ୍ଟ ହେଉଛି ।   ଲୋକସଭା ଓ ବିଧାନସଭା ନିର୍ବାଚନରେ ସମାଜରେ ମତ ବିଭାଜନ ହେଉଛି ହିଂସା ଅଧିକ ହେଉଛି । ସମୟରେ ନିର୍ବାଚନ ହେବାରୁ ପ୍ରଶାସନ କର୍ମଚାରୀମାନଙ୍କୁ ବାରମ୍ବାର ନିର୍ବାଚନୀ କାର୍ଯ୍ୟରେ ଲାଗିବାକୁ ପଡେ। ଶିକ୍ଷାଦାନ ବ୍ୟାହନ ହୁଏ । ଏକିକୃତ ନିର୍ବାଚନ କରିଲେ ଏହି ପ୍ରକ୍ରିୟା ସହଜ ହୋଇ ପ୍ରଶାସନୀକ ସାମର୍ଥ୍ୟରେ ବୃଦ୍ଧି ଆସିବ। ତେବେ ବିରୋଧ କହିବା କଥା  ଲୋକସଭା ଓ ବିଧାନସଭା ନିର୍ବାଚନ ହେଲେ, ଜଣସାଧାରଣର ଧ୍ୟାନ କେନ୍ଦ୍ର ସରକାର ଉପରେ ଅଧିକ ରହିପାରେ ଓ ସ୍ଥାନୀୟ ନିର୍ବାଚନୀ ମୁଦ୍ଦାଗୁଡ଼ିକ ଅବହେଳିତ ହୋଇପାରେ। ରାଜ୍ୟ ଓ କେନ୍ଦ୍ରର ନିର୍ବାଚନ ଏକେ ସମୟରେ ହେବା ନିମନ୍ତେ ବିଭିନ୍ନ ସାଂବିଧାନିକ ପରିବର୍ତ୍ତନ ଆବଶ୍ୟକ। ଏହା ସମ୍ବିଧାନର ମୂଳ ଧାରାକୁ ପ୍ରଭାବିତ କରିପାରେ ଓ ବିଭିନ୍ନ ରାଜ୍ୟର ସ୍ଵାଧୀନତାକୁ ବି ଚାପ ଦେଇପାରେ।   ରାଜ୍ୟର ସ୍ୱତନ୍ତ୍ର ରାଜନୀତିକ ଚର୍ଚ୍ଚାକୁ ଶିଥିଳ କରିପାରେ।

Share196Tweet123
M M

M M

ଆଜିର ପାଗ

Bhubaneswar
October 29, 2025, 10:56 AM
 

SE
Overcast
28°C
2.2 m/s
Apparent: 30°C
Pressure: 1009 mb
Humidity: 97%
Winds: 2.2 m/s SE
Windgusts: 8.6 m/s
UV-Index: 0
Precip.: 20.3mm /95% / Rain
Sunrise: 5:46 AM
Sunset: 5:13 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଗଂଜାମରେ ବର୍ଷା ଆଶଙ୍କା

ଗଂଜାମରେ ବର୍ଷା ଆଶଙ୍କା

October 29, 2025
ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ

ଆନ୍ଧ୍ର-ଓଡ଼ିଶା ଯୋଗାଯୋଗ ବିଚ୍ଛିନ୍ନ

October 29, 2025
କ’ଣ କହୁଛି ଆପଣଙ୍କ ରାଶିଫଳ

କ’ଣ କହୁଛି ଆପଣଙ୍କ ରାଶିଫଳ

October 29, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom