• Latest
  • Trending

ପୁଷ୍ପା – ୨ ରିଲିଜ ପୂର୍ବରୁ ୯୦୦ କୋଟି ଟଙ୍କା ରୋଜଗାର କଲା

Oct-27-2024 11:25 AM IST
odisha.newsroom.in

‘ଡିଜିଟାଲ୍ ଆରେଷ୍ଟ’ର କଳା କାହାଣୀ…ଜଳୁଥିଲା ଜୁଇ, ବାଜୁଥିଲା ଫୋନ୍…

May-01-2026 05:53 PM IST
odisha.newsroom.in

ଶିକ୍ଷା ବ୍ୟବସ୍ଥାରେ ନୂଆ ଅଧ୍ୟାୟ…୩ ଦିନରେ ୩ ଲକ୍ଷ ପରୀକ୍ଷାଖାତା ଦେଖିଲା AI…

May-01-2026 04:27 PM IST
odisha.newsroom.in

ବିରୋଧୀଙ୍କ ବଡ଼ ଅଭିଯୋଗ…ଗୃହକୁ ମଦ୍ୟପାନ କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ

May-01-2026 03:30 PM IST
odisha.newsroom.in

ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ପ୍ଲାନ କରୁଛି କି ଆମେରିକା ?

May-01-2026 01:39 PM IST
odisha.newsroom.in

ଗୋଟିଏ ଲାଇଫ୍ ଜ୍ୟାକେଟ୍‌ରେ ବନ୍ଧା ହୋଇଥିଲା ମା’ ପୁଅଙ୍କ ମୃତଦେହ; ଦୃଶ୍ୟ ଦେଖି କାନ୍ଦି ପକାଇଲେ ମନ୍ତ୍ରୀ

May-01-2026 12:57 PM IST
odisha.newsroom.in

EPFO ପେନସନଧାରୀଙ୍କ ପାଇଁ ଖୁସି ଖବର: ୭.୫ ଗୁଣା ବଢ଼ିପାରେ ପେନସନ୍

May-01-2026 12:32 PM IST
odisha.newsroom.in

ବେଙ୍ଗଲରେ Late Night High Drama…ଷ୍ଟ୍ରଙ୍ଗରୁମରେ ପହଞ୍ଚିଲେ ମମତା…

May-01-2026 12:00 PM IST
odisha.newsroom.in

ନିର୍ବାଚନ ସରୁ ସରୁ ହଜାରେ ଟଙ୍କା ବଢ଼ିଗଲା LPG ସିଲିଣ୍ଡର ଦର…!

May-01-2026 11:34 AM IST
Horoscope 2026 May 01: ଜାଣନ୍ତୁ ଆଜିର ରାଶିଫଳ…

Horoscope 2026 May 01: ଜାଣନ୍ତୁ ଆଜିର ରାଶିଫଳ…

May-01-2026 10:53 AM IST
odisha.newsroom.in

ଫସିଲେ ରିୟାନ ପରାଗ…ଅଶୋଭନୀୟ ଆଚରଣ ପାଇଁ ମିଳିଲା ଏହି ଦଣ୍ଡ

Apr-30-2026 05:12 PM IST
  • About
  • Careers
  • Contact Us
Friday, May 1, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଭିଡ଼ିଓ

ପୁଷ୍ପା – ୨ ରିଲିଜ ପୂର୍ବରୁ ୯୦୦ କୋଟି ଟଙ୍କା ରୋଜଗାର କଲା

by M M
Oct-27-2024 11:25 AM IST
in ଭିଡ଼ିଓ, ମନୋରଞ୍ଜନ
0
491
SHARES
1.4k
VIEWS
Share on FacebookShare on Twitter

ମାଲେମାଲ ହେଲେ ପୁଷ୍ପା ଷ୍ଟାର୍ ଅଲ୍ଲୁ ଅର୍ଜୁନ । ରିଲିଜ୍ ପୂର୍ବରୁ ୯୦୦ କୋଟି ରୋଜଗାର କଲା ପୁଷ୍ପା-୨ ।  ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମକୁ ନେଇ କ୍ରେଜ୍  । ନଭେମ୍ବର ପ୍ରଥମ ସପ୍ତାହରେ ସରିବ ପୋଷ୍ଟ ପ୍ରଡକ୍ସନ କାମ  । ଡିସେମ୍ବର ୬ରେ ରିଲିଜ ହେବ ପୁଷ୍ପା-୨, ଦ ରୁଲ୍ । ରିଲିଜ ନହେଉଣୁ ଫିଲ୍ମ କମାଇଲା ଶହ ଶହ କୋଟି । ଫିଲ୍ମର କାମ ଶେଷ ହେବା ପରେ ବଡ ଆରମ୍ଭ ହେବ ଧରଣର ପ୍ରୋମସନ । ହେଲେ ପ୍ରିରିଲିଜ୍ ବିଜନେସରେ ୯୦୦ କୋଟି ଆୟ କରିସାରିଲାଣି ପୁଷ୍ପା-୨ । ଓଟିଟି ପ୍ଲାଟଫର୍ମ ଓ ସାଟେଲାଇଟ୍ ରାଇଟ୍ସ ୨୭୦ କୋଟି ଟଙ୍କାରେ ଡିଲ୍ ହୋଇଛି  । ପୁଷ୍ପା-୨ର  ଓଟିଟି ରାଇଟ୍ସ ନେଟଫ୍ଲିକ୍ସକୁ ମିଳିଛି, ଯେଉଁଠି ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ଼ ଓ ମାଲାୟଲମ ୫ଟି ଭାଷାରେ ଫିଲ୍ମ ଦେଖି ପାରିବେ ୟୁଜର୍ସ ।

Tags: entertainmentnewsnewsroomTollywood
Share196Tweet123
M M

M M

ଆଜିର ପାଗ

Bhubaneswar
May 1, 2026, 11:31 PM
 

SSW
Thunderstorm
27°C
3.9 m/s
Apparent: 32°C
Pressure: 1006 mb
Humidity: 89%
Winds: 3.9 m/s SSW
Windgusts: 13.1 m/s
UV-Index: 0
Precip.: 2.5mm /36% / Rain
Sunrise: 5:17 AM
Sunset: 6:10 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom