• Latest
  • Trending
ଇସ୍କନର ଅଦିନିଆ ରଥଯାତ୍ରାକୁ ନିନ୍ଦା କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

ଇସ୍କନର ଅଦିନିଆ ରଥଯାତ୍ରାକୁ ନିନ୍ଦା କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

Oct-30-2024 08:06 PM IST

ଜୀବନ ହାରିଲେ… ପାପୁଲିରେ ଲେଖିଲେ ସୁଇସାଇଡ୍ ନୋଟ୍

Oct-24-2025 05:56 PM IST
ବାତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ: ସୁରେଶ ପୂଜାରୀ

ବାତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ: ସୁରେଶ ପୂଜାରୀ

Oct-24-2025 05:32 PM IST
କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

Oct-24-2025 04:08 PM IST
ଜେଲରୁ ବାହାରିଲେ ଅମରେଶ, କୋଳେଇ ନେଲେ ଜଗା- ଆଗକୁ କ’ଣ ହେବ ?

ଜେଲରୁ ବାହାରିଲେ ଅମରେଶ, କୋଳେଇ ନେଲେ ଜଗା- ଆଗକୁ କ’ଣ ହେବ ?

Oct-24-2025 03:29 PM IST
ବିହାରରେ ଜଙ୍ଗଲରାଜ ଆଉ ଆବଶ୍ୟକତା ନାହିଁ, ଲାଲୁ ପରିବାରଙ୍କୁ ଟାର୍ଗେଟ କଲେ ମୋଦି

ବିହାରରେ ଜଙ୍ଗଲରାଜ ଆଉ ଆବଶ୍ୟକତା ନାହିଁ, ଲାଲୁ ପରିବାରଙ୍କୁ ଟାର୍ଗେଟ କଲେ ମୋଦି

Oct-24-2025 03:02 PM IST
ଜଳିଗଲା ଚଳନ୍ତା ବସ, 20 ଜୀବନ୍ତ ଦଗ୍ଧ

ଜଳିଗଲା ଚଳନ୍ତା ବସ, 20 ଜୀବନ୍ତ ଦଗ୍ଧ

Oct-24-2025 10:18 AM IST
କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ

Oct-24-2025 09:40 AM IST
ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

Oct-24-2025 09:36 AM IST
ଝାଡ଼ୁଦାର ଚାକିରି ଦେବାକୁ କହି ଦୁଇ କୋଟି ଠକିନେଲେ , ୬୨ ଲକ୍ଷ ଜବତ

ଝାଡ଼ୁଦାର ଚାକିରି ଦେବାକୁ କହି ଦୁଇ କୋଟି ଠକିନେଲେ , ୬୨ ଲକ୍ଷ ଜବତ

Oct-23-2025 07:51 PM IST
ପୀତବାସଙ୍କୁ କାହିଁକି ମାରିଲେ ବିକ୍ରମ କଣ ସେହି ଅଜ୍ଞାତ କାରଣ ?

ପୀତବାସଙ୍କୁ କାହିଁକି ମାରିଲେ ବିକ୍ରମ କଣ ସେହି ଅଜ୍ଞାତ କାରଣ ?

Oct-23-2025 07:37 PM IST
  • About
  • Careers
  • Contact Us
Friday, October 24, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବିଶେଷ

ଇସ୍କନର ଅଦିନିଆ ରଥଯାତ୍ରାକୁ ନିନ୍ଦା କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ

by M M
Oct-30-2024 08:06 PM IST
in ବିଶେଷ, ରାଜ୍ୟ
0
ଇସ୍କନର ଅଦିନିଆ ରଥଯାତ୍ରାକୁ ନିନ୍ଦା କଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ
491
SHARES
1.4k
VIEWS
Share on FacebookShare on Twitter

ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରା ଘଟଣାକୁ ନିନ୍ଦା କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ। ବିଧିବିଧାନକୁ ଉଲ୍ଲଂଘନ କରି ନିଜର ଖ୍ୟାତି ପାଇଁ ଇସ୍କନ ଏଭଳି କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।  ସେପଟେ ଅଦିନିଆ ରଥଯାତ୍ରାକୁ ନେଇ ଗତକାଲି ଇସ୍କନ କର୍ତ୍ତୃପକ୍ଷଙ୍କୁ ଗଜପତି ଦିବ୍ୟସିଂହ ଦେବ ଚିଠି ଲେଖିଛନ୍ତି । ନଭେମ୍ବର ୩ରେ ସ୍ନାନଯାତ୍ରା ଓ ୯ରେ ରଥଯାତ୍ରା ଆୟୋଜନ ନକରିବାକୁ ହଷ୍ଟନ ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି ଗଜପତି।  ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ ଶୁକ୍ଲପକ୍ଷ ଦ୍ବିତୀୟ ତିଥିରେ ଅନୁଷ୍ଠିତ ହୋଇଥାଏ । ସନାତନ ବୈଦିକ ଧର୍ମରେ ବୈଷ୍ଣବ ପ୍ରଥା ଅନୁସାରେ ଇସ୍କନ ମଧ୍ୟ ସେହିଦିନରେ ରଥଯାତ୍ରା ଆୟୋଜନ କରିବାକୁ ଆମେ ଆଶା ରଖୁଛୁ ବୋଲି ଜଣାଇଛନ୍ତି ଗତପତି ଦିବ୍ୟସିଂହ ଦେବ । ଅଦିନ ରଥଯାତ୍ରା ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଶ୍ରୀମନ୍ଦିର ପରମ୍ପରା ମୁତାବକ ରଥଯାତ୍ରା କରିବାକୁ ପୂର୍ବରୁ କୁହାଯାଇଛି । ଇସ୍କନ ପକ୍ଷରୁ ହେଉଥିବା ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଶଙ୍କରାଚାର୍ଯ୍ୟ ଓ ଗଜପତି ଇସ୍କନ ସଂସ୍ଥାକୁ ଚିଠି ଲେଖିବା ଘଟଣାକୁ ସ୍ୱାଗତ କରିଛି ପୂଜାପଣ୍ଡା ନିଯୋଗ l

Share196Tweet123
M M

M M

ଆଜିର ପାଗ

Bhubaneswar
October 24, 2025, 7:37 PM
 

SE
Partly cloudy
27°C
1.3 m/s
Apparent: 32°C
Pressure: 1010 mb
Humidity: 92%
Winds: 1.3 m/s SE
Windgusts: 5.7 m/s
UV-Index: 0
Precip.: 0mm /18% / Rain
Sunrise: 5:44 AM
Sunset: 5:16 PM
© 2025 Powered by Open-Meteo
 
  • Trending
  • Comments
  • Latest
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

ନୂଆପଡ଼ା ନିର୍ବାଚନରେ କିଏ ଜିତିବ, ସୁଜିତ କୁମାର କହିଲେ ବଡ଼ କଥା

October 14, 2025
ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

ମହିଳାଙ୍କୁ କାର୍‌ ଦେବେ ସରକାର, ୪ ବର୍ଷରେ ୧୧୦୦ ମହିଳାଙ୍କୁ ମିଳିବ କାର

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0

ଜୀବନ ହାରିଲେ… ପାପୁଲିରେ ଲେଖିଲେ ସୁଇସାଇଡ୍ ନୋଟ୍

October 24, 2025
ବାତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ: ସୁରେଶ ପୂଜାରୀ

ବାତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ: ସୁରେଶ ପୂଜାରୀ

October 24, 2025
କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

କୋର୍ଟରେ ବିକ୍ରମ ପଣ୍ଡାଙ୍କ ନିର୍ଦ୍ଦୋଷ ପାଇଁ ଲଢ଼ିବେ ୪୪ ଓକିଲ

October 24, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom