• Latest
  • Trending
ପ୍ରଚାର ସରିଲା,ଆସନ୍ତା ୧୩ ତାରିଖରେ ନିର୍ବାଚନ

ପ୍ରଚାର ସରିଲା,ଆସନ୍ତା ୧୩ ତାରିଖରେ ନିର୍ବାଚନ

November 12, 2024
ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ

ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ

September 11, 2025
ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

September 10, 2025
ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

September 10, 2025
ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା

ବିଜେଡି ଗୋଷ୍ଠୀ କନ୍ଦଳ ବଢ଼ିଲା

September 10, 2025
ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି, ମିଳିଲା 452 ଭୋଟ

ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି, ମିଳିଲା 452 ଭୋଟ

September 10, 2025
ଉପରାଷ୍ଟ୍ରପତି ନିର୍ବାଚନ : ଭୋଟ ଗଣତିରେ ଜିତିପାରନ୍ତି ଏନଡିଏ ପ୍ରାର୍ଥୀ

ଉପରାଷ୍ଟ୍ରପତି ନିର୍ବାଚନ : ଭୋଟ ଗଣତିରେ ଜିତିପାରନ୍ତି ଏନଡିଏ ପ୍ରାର୍ଥୀ

September 9, 2025
ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି କାହାକୁ ଦେବ ଭୋଟ ?

September 8, 2025
ଭାରତ ଏସିଆ କପ୍ ହକି ଚାମ୍ପିଆନ୍

ଭାରତ ଏସିଆ କପ୍ ହକି ଚାମ୍ପିଆନ୍

September 8, 2025
ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

ଛଣଗିରି ସ୍ଵର୍ଣ୍ଣ ଅଳଙ୍କାରରୁ ଲୁଟ ମାମଲାରେ ଧରାପଡ଼ିଲେ ଲୁଟେରା

September 5, 2025

ଅନଲାଇନରେ ଟଙ୍କା ରୋଜଗାର ନିଶା ଛାଡିଗଲା, ଠକାମି ପରେ ଥାନାର ଦ୍ବାରସ୍ଥ ହେଲେ ଲୋକେ

September 5, 2025
  • About
  • Careers
  • Contact Us
Sunday, September 14, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଦେଶ ବିଦେଶ

ପ୍ରଚାର ସରିଲା,ଆସନ୍ତା ୧୩ ତାରିଖରେ ନିର୍ବାଚନ

by M M
November 12, 2024
in ଦେଶ ବିଦେଶ
0
ପ୍ରଚାର ସରିଲା,ଆସନ୍ତା ୧୩ ତାରିଖରେ ନିର୍ବାଚନ
491
SHARES
1.4k
VIEWS
Share on FacebookShare on Twitter

ଝାଡ଼ଖଣ୍ଡରେ ଓଡ଼ିଶା ନେତାମାନେ ଘନ ଘନ ପ୍ରଚାର କରି ବିଜେପି ପାଇଁ ଭୋଟ ମାଗିଛନ୍ତି । ଆସନ୍ତାକାଲି ନିର୍ବାଚନ । ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ  ଶେଷ ହୋଇଛି। ଆସନ୍ତା ୧୩ ତାରିଖରେ ୪୩ଟି ନିର୍ବାଚନ ମଣ୍ଡଳୀ ପାଇଁ ମତଗ୍ରହଣ କରାଯିବ। ପ୍ରଚାରର  ଶେଷ ଦିନରେ ଏନ୍‍.ଡି.ଏ ଏବଂ ଇଣ୍ଡି ମେଣ୍ଟର ଷ୍ଟାର୍‍ ପ୍ରଚାରକ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି।
ସେଥିପାଇଁ ଷଢ଼େଇକଳା ରାଜନଗରଠାରେ ଆୟୋଜିତ ନିର୍ବାଚନୀ ସମାବେଶରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଓଡ଼ିଶାର ବିଧାୟକମାନେ ନିର୍ବାଚନ ପ୍ରଚାର କରିଛନ୍ତି। ଏଥର ବିଜେପି ସରକାର ଆସିଲେ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟ ଜଗନ୍ନାଥରୁ ନିଜ ଭାଷଣ ଆରମ୍ଭ କରିଥିଲେ। ଓଡ଼ିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ସର୍ବାଙ୍ଗୀନ ଉନ୍ନତି ହେବାପାଇଁ ବିଜେପି କାର୍ଯ୍ୟ କରୁଛି । ଏଠାରେ କ୍ରୋମାଇଟଠୁ ଆରମ୍ଭ କରି ବକ୍ସାଇଟ୍‌, ଲୁହାପଥର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି। ଏହି ତିନି ରାଜ୍ୟ ବିନା ବିକଶିତ ଭାରତ ଅସମ୍ଭବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ଛତିଶଗଡ଼ରେ ଗତ କଂଗ୍ରେସ ସରକାର ସମୟରେ ଖଣି ଲୁଟ୍‌ ହେଉଥିଲା। ଲୋକେ କଂଗ୍ରେସକୁ ପରାଜିତ କରିଛନ୍ତି । ଏବେ ଜେଏମଏମ ଖଣି ଲୁଟ କରୁଛି , ଯେପରି ଗତ ନିର୍ବାଚନରେ ଲୋକେ କଂଗ୍ରେସର ଏହି ଲୁଟ୍‌କୁ ପ୍ରଶ୍ରୟ ଦେଲେନାହିଁ। ଏଥର ଜେଏମଏମ ହାରିବ ବିଜେପି ସରକାରକୁ ଆସିବ କହିଥିଳେ ।

ସେମିତି ଓଡ଼ିଶାରେ ମଧ୍ୟ ଗତ ୨୪ ବର୍ଷର ଖଣି ଦୁର୍ନୀତିରେ ଜଡ଼ିତ ଥିବା ବିଜେଡି ସରକାରକୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି। ଏବେ ଝାଡ଼ଖଣ୍ଡର ପାଳି ଆସିଛି। ଏଠାକାର ଖଣି ଓ ବିଭିନ୍ନ ଦୁର୍ନୀତିରେ ସାମିଲ ଥିବା ଜେଏମ୍‌ଏମ୍‌ ସରକାରକୁ ବଦଳାଇ ବିଜେପିକୁ କ୍ଷମତାକୁ ଆଣିବାକୁ ଶ୍ରୀ ମାଝୀ ଆହ୍ବାନ ଦେଇଥିଲେ।

ଯୁବଗୋଷ୍ଠୀଙ୍କୁ ଜେଏମ୍‌ଏମ୍‌ ସରକାର ଧୋକା‌ ଦେଇଛି।  ଝାଡ଼ଖଣ୍ଡରେ ମଧ୍ୟ ବିଜେପି ସରକାର ଆସିଲେ ଯୁବକଯୁବତୀଙ୍କୁ ନିଯୁକ୍ତିକୁ ପ୍ରାଧାନ୍ୟ ଦିଆଯିବ ଏବଂ ଆଦିବାସୀଙ୍କ ଜମିକୁ ସେମାନଙ୍କୁ ଫେରାଇ ଦିଆଯିବ।

କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଓଡ଼ିଶାରେ ବିଜେପି ସରକାରର ସଫଳତା ବର୍ଣ୍ଣନା କରିଥିବା ବେଳେ ସାରସକଣା ବିଧାୟକ ଭାଦବ ହାଁସଦା ମଧ୍ୟ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ।‌

ସଭାରେ ଷଢ଼େଇକଳାର ବିଧାୟକ ପ୍ରାର୍ଥୀ ଚମ୍ପାଇ ସୋରେନ ଉପସ୍ଥିତ ଥିଲେ। ଝାଡ଼ଖଣ୍ଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଓଡ଼ିଆ ଭାଷାଭାଷୀବହୁଳ ମୋଟ ୪୩ଟି ବିଧାନସଭା ଆସନ ପାଇଁ ଆସନ୍ତା ୧୩ ତାରିଖରେ ନିର୍ବାଚନ ହେଉଛି।

Share196Tweet123
M M

M M

  • Trending
  • Comments
  • Latest
ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

ମା ଭୈରବୀ ପୀଠରେ କେବି ଏକାଡେମୀ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ବନ୍ଧୁମିଳନ

February 10, 2025
ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

ଆଇ.ଟି.ଆଇ. ଲିମିଟେଡ ବୋର୍ଡର ସ୍ୱାଧୀନ ନିର୍ଦ୍ଦେଶକ ହେଲେ ଗୋପିନାଥ ସାହୁ

July 9, 2025
ସମ୍ମାନଜନକ  ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

ସମ୍ମାନଜନକ ଡ଼କ୍ଟରେଟ ପାଇଲେ ଡ଼କ୍ଟର କମଳାକାନ୍ତ ବିଶ୍ୱାଳ

May 21, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ

ମୋହନ ଭାଗବତ ଜୀଙ୍କୁ ଅଭିନନ୍ଦନ

September 11, 2025
ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

ଗୋପ-କୋଣାର୍କକୁ ମିଶାଇ ସ୍ୱତନ୍ତ୍ର ବିଧାନସଭା ଆସନ କରି “ପଦ୍ମକ୍ଷେତ୍ର” ନାମକରଣ ପ୍ରସ୍ତାବ

September 10, 2025
ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

ଦକ୍ଷିଣ ଓଡ଼ିଶାରୁ ବିଜେଡି ହାତ ଛାଡୁଛନ୍ତି ବରିଷ୍ଠ ନେତା

September 10, 2025

Weather

Bhubaneswar
September 14, 2025, 7:49 am
 

S
Overcast
31°C
2.2 m/s
Apparent: 34°C
Pressure: 1007 mb
Humidity: 93%
Winds: 2.2 m/s S
Windgusts: 5.7 m/s
UV-Index: 0
Precip.: 5.1mm /60% / Rain
Sunrise: 5:33 am
Sunset: 5:50 pm
© 2025 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • About
  • Contact Us
  • Home 1
  • sitemap

Copyright © 2025 Odisha Newsroom