• Latest
  • Trending

ଆସିଲା ତାରିଖ, କେବେ ବିବାହ କରିବେ ସିନ୍ଧୁ

Dec-03-2024 06:26 PM IST
odisha.newsroom.in

ଆମେରିକା-ଇରାନ କଥାବାର୍ତ୍ତାରେ ମଧ୍ୟସ୍ଥି ହେବାକୁ କାହିଁକି ଆଗ୍ରହୀ ପାକିସ୍ତାନ ?

Mar-24-2026 01:36 PM IST
odisha.newsroom.in

ଏଣିକି ଅନଲାଇନରେ ଖାଦ୍ୟ ଅର୍ଡ଼ର କରିବା ମହଙ୍ଗା ହେବ, ଜାଣନ୍ତୁ କେତେ

Mar-24-2026 12:54 PM IST
odisha.newsroom.in

ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣାର ପ୍ରଭାବ…କିଛି ମିନିଟରେ 5 ଲକ୍ଷ କୋଟି ଲାଭ

Mar-24-2026 12:08 PM IST
odisha.newsroom.in

ଉପରମୁହାଁ ପାରଦ…ଆଗକୁ କଲବଲ କରିବ ଖରା, ସରକାର କହିଲେ…

Mar-24-2026 11:43 AM IST
odisha.newsroom.in

କାହିଁକି ମୁଣ୍ଡ ନୁଆଁଇଲେ ଟ୍ରମ୍ପ…କଣ ରହିଛି ରହସ୍ୟ ?

Mar-24-2026 11:20 AM IST
ସିଜଫାୟାର ନା ସରେଣ୍ଡର

ସିଜଫାୟାର ନା ସରେଣ୍ଡର

Mar-24-2026 10:33 AM IST
ପଲଟିଗଲା ଯୁଦ୍ଧ ? ଇରାନ ଆକ୍ରାମକ ଅନ୍ଦାଜ, ଡରିଗଲେ ଡୋନାଲଡ ଟ୍ରମ୍ପ 

ପଲଟିଗଲା ଯୁଦ୍ଧ ? ଇରାନ ଆକ୍ରାମକ ଅନ୍ଦାଜ, ଡରିଗଲେ ଡୋନାଲଡ ଟ୍ରମ୍ପ 

Mar-24-2026 10:26 AM IST
ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

Mar-24-2026 09:38 AM IST
ଆସୁଛି ବଡ ବର୍ଷା 

ଆସୁଛି ବଡ ବର୍ଷା 

Mar-23-2026 07:18 PM IST
ସମୁଦ୍ର ପଥରେ ବଡ଼ ବସୁଲି 

ସମୁଦ୍ର ପଥରେ ବଡ଼ ବସୁଲି 

Mar-23-2026 06:29 PM IST
  • About
  • Careers
  • Contact Us
Tuesday, March 24, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଖେଳ

ଆସିଲା ତାରିଖ, କେବେ ବିବାହ କରିବେ ସିନ୍ଧୁ

by M M
Dec-03-2024 06:26 PM IST
in ଖେଳ, ଦେଶ ବିଦେଶ, ଭିଡ଼ିଓ
0
491
SHARES
1.4k
VIEWS
Share on FacebookShare on Twitter

ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରାଜସ୍ଥାନର ଉଦୟପୁରରେ ସିନ୍ଧୁ ଡିସେମ୍ବର ୨୨ ତାରିଖରେ ବିବାହ କରିବେ ବୋଲି ସୂଚନା ଦେଇଛନ୍ତି ତାଙ୍କ ବାପା ପି.ଭି. ରମଣା। ପୋସିଡେକ୍ସ ଟେକ୍ନୋଲୋଜିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ରହିଥିବା ଭେଙ୍କଟ ଦତ୍ତଙ୍କୁ ସିନ୍ଧୁ ବିବାହ କରିବେ ବୋଲି ଜଣାପଡିଛି। ରବିବାର ସିନ୍ଧୁ ୨ ବର୍ଷର ଟାଇଟଲ ମରୁଡିର ଅନ୍ତ ଘଟାଇ ଲକ୍ଷ୍ନୌରେ ଅନୁଷ୍ଠିତ ସୟଦ ମୋଦି ଇଣ୍ଟରନ୍ୟାଶନାଲ ଟାଇଟଲ ଜିତିବା ପରେ ପରିବାର ଲୋକ ବିବାହ ସମ୍ପର୍କରେ ଘୋଷଣା କରିଛନ୍ତି। ଉଭୟଙ୍କ ପରିବାର ଦୀର୍ଘ ଦିନ ହେବ ପରସ୍ପରକୁ ଜାଣିଥିବା ବେଳେ ମାସେ ତଳେ ବିବାହ ସମ୍ପର୍କରେ ଆଲୋଚନା ହୋଇଥିବା ରମଣା ପ୍ରକାଶ କରିଛନ୍ତି।

Tags: nationalnewsnewsroomsports
Share196Tweet123
M M

M M

ଆଜିର ପାଗ

Bhubaneswar
March 24, 2026, 1:56 PM
 

S
Mainly clear
34°C
3.7 m/s
Apparent: 30°C
Pressure: 1011 mb
Humidity: 88%
Winds: 3.7 m/s S
Windgusts: 9.1 m/s
UV-Index: 0
Precip.: 0mm /28% / Rain
Sunrise: 5:47 AM
Sunset: 5:58 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
odisha.newsroom.in

ଆମେରିକା-ଇରାନ କଥାବାର୍ତ୍ତାରେ ମଧ୍ୟସ୍ଥି ହେବାକୁ କାହିଁକି ଆଗ୍ରହୀ ପାକିସ୍ତାନ ?

March 24, 2026
odisha.newsroom.in

ଏଣିକି ଅନଲାଇନରେ ଖାଦ୍ୟ ଅର୍ଡ଼ର କରିବା ମହଙ୍ଗା ହେବ, ଜାଣନ୍ତୁ କେତେ

March 24, 2026
odisha.newsroom.in

ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣାର ପ୍ରଭାବ…କିଛି ମିନିଟରେ 5 ଲକ୍ଷ କୋଟି ଲାଭ

March 24, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom