• Latest
  • Trending
ଆଇଫୋନ୍‍-୧୭ କ୍ରେଜ୍ ,  ମୁମ୍ବାଇ ଷ୍ଟୋର ସାମ୍ନାରେ ଠେଲାପେଲା

ଆଇଫୋନ୍‍-୧୭ କ୍ରେଜ୍ ,  ମୁମ୍ବାଇ ଷ୍ଟୋର ସାମ୍ନାରେ ଠେଲାପେଲା

Sep-19-2025 10:48 AM IST
ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ କିପରି କଟିବ ଆଜିର ଦିନ

Feb-03-2026 09:46 AM IST
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

Feb-02-2026 07:41 PM IST
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

Feb-02-2026 07:36 PM IST
ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

ଦେଶର ବାର୍ଷିକ ବଜେଟ୍, ଓଡ଼ିଶାକୁ ମିଳିଲା କଣ ? କହିଲେ ରାଜାରାମ

Feb-02-2026 07:06 PM IST
ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

ରାଜଧାନୀରେ କିନ୍ନରଙ୍କୁ ଵୀଭତ୍ସ ହତ୍ୟା

Feb-02-2026 07:03 PM IST
କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

କେନ୍ଦ୍ର ବଜେଟ, ରବି ଦାସଙ୍କ ନଜର, ଆମଆଦମୀଙ୍କୁ କାହିଁକି ସନ୍ତୁଷ୍ଟ କଲାନି ଏଥର ବଜେଟ ?

Feb-02-2026 07:00 PM IST
ଜାଣନ୍ତୁ ଆଜିର ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

Feb-01-2026 06:32 PM IST
ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

ନିର୍ମଳାଙ୍କ ବଜେଟ: କଣ କମିଲା ..କଣ ବଢ଼ିଲା

Feb-01-2026 06:29 PM IST
ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

ମଦ ଦାମ ବଢ଼ିଲେ ମଦୁଆ କମିବେ କି ?ବଜେଟ ପରେ ନ୍ୟୁଜରୁମରେ ବିତର୍କ

Feb-01-2026 06:26 PM IST
କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

କେନ୍ଦ୍ର ବଜେଟରେ ଓଡ଼ିଶାର ଭାଗ କେତେ ?ବୁଝାଇ ଦେଲେ ଧର୍ମେନ୍ଦ୍ର

Feb-01-2026 06:22 PM IST
  • About
  • Careers
  • Contact Us
Tuesday, February 3, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ବଡ଼ ଖବର

ଆଇଫୋନ୍‍-୧୭ କ୍ରେଜ୍ ,  ମୁମ୍ବାଇ ଷ୍ଟୋର ସାମ୍ନାରେ ଠେଲାପେଲା

by M M
Sep-19-2025 10:48 AM IST
in ବଡ଼ ଖବର
0
ଆଇଫୋନ୍‍-୧୭ କ୍ରେଜ୍ ,  ମୁମ୍ବାଇ ଷ୍ଟୋର ସାମ୍ନାରେ ଠେଲାପେଲା
491
SHARES
1.4k
VIEWS
Share on FacebookShare on Twitter

ଆଇଫୋନ୍ -17 କ୍ରେଜ୍ ବଢ଼ିବାରେ ଲାଗିଛି । ଏହାକୁ କିଣିବାକୁ ଲମ୍ବା ଲାଇନ ଲାଗିଛି ।  ଆଜି ଲଞ୍ଚ ହୋଇଛି ଆଇଫୋନ୍‍-୧୭ । ଏଥିପାଇଁ ମୁମ୍ବାଇର ବିକେସି ଜିଓ ସେଣ୍ଟରରେ ଥିବା ଆପେଲ ଷ୍ଟୋର ବାହାରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଆଜି ଆଇଫୋନ୍‍ କିଣିବାକୁ ଲୋକଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଯାହା ଫଳରେ ସୁରକ୍ଷା କମୀମାନେ ଆସି ଭିଡ଼ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଏପରିକି ଗହଳି ଯୋଗୁ ସୁରକ୍ଷା କର୍ମୀ ଓ ଲୋକଙ୍କ ମଧ୍ୟରେ ମାରପିଟ୍‍ ପରିସ୍ଥିତି ଉପୁଜିଛି ।

ଭାରତରେ ଆଇଫୋନ୍‍-୧୭ ସିରିଜ୍‍ ବିକ୍ରୟ ଆରମ୍ଭ ହେବା ଘୋଷଣା ହେବା ପରେ ଏହାକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି  । ମୁମ୍ବାଇ ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସ ଏବଂ ଦିଲ୍ଲୀର ସାକେତରେ ଥିବା ଆପେଲ ଷ୍ଟୋରରେ ଗହଳି ଲାଗିଛି ।  ଅନେକ ଗ୍ରାହକ ସାରା ରାତି ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।  ଏପରିକି ମହାରାଷ୍ଟ୍ର ବାହାରୁ କିଛି ଲୋକ ମଧ୍ୟ ଆସିଥିବା ଜଣାପଡିଛି । ଭିଡ଼ିକୁ ଦେଖି ସ୍ପଷ୍ଟ ହେଉଛି ଯେ ଭାରତରେ ଆପେଲ ଆଇଫୋନ୍‍ ପ୍ରତି ଆଗ୍ରହ ନିରନ୍ତର ବୃଦ୍ଧି ପାଉଛି ।

ଆପେଲ୍‍  କମ୍ପାନି ସେପ୍ଟେମ୍ବର ୯ରେ ଆଇଫୋନ୍‍-୧୭ ବଜାରରେ ଲଞ୍ଚ କରିଥିଲା । ଏହାର ପ୍ରାରମ୍ଭିକ ମୂଲ୍ୟ ୮୨,୯୦୦ ଟଙ୍କା ରଖାଯାଇଛି । ନୂତନ ମଡେଲ୍‍ ଏବେ ଏକ ବଡ ୬.୩ ଇଞ୍ଚ ଡିସପ୍ଲେ ରହିଛି ।  କ୍ୟାମେରା ସିଷ୍ଟମରେ ମଧ୍ୟ ଏକ ବଡ ପରିବର୍ତ୍ତନ କରାଯାଇଛି । ଏଥିରେ ଏକ ୪୮-ମେଗାପିକ୍ସେଲ ଡୁଆଲ୍‍ ଫ୍ୟୁଜନ୍‍ କ୍ୟାମେରା ରହିଛି ।

Share196Tweet123
M M

M M

ଆଜିର ପାଗ

Bhubaneswar
February 3, 2026, 6:49 PM
 
SSE
Clear sky
26°C
1.6 m/s
Apparent: 22°C
Pressure: 1017 mb
Humidity: 87%
Winds: 1.6 m/s SSE
Windgusts: 5.6 m/s
UV-Index: 0
Precip.: 0mm /0% / Rain
Sunrise: 6:21 AM
Sunset: 5:38 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ କିପରି କଟିବ ଆଜିର ଦିନ

February 3, 2026
ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

ନବୀନଙ୍କୁ ଜିଲ୍ଲାପାଳଙ୍କ କଟାକ୍ଷ , ଏମିତି ଜବାବ ରଖିଲେ ଲେନିନ

February 2, 2026
ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

ଓଡିଶାରେ ପହଞ୍ଚିଲେ ରାଷ୍ଟ୍ରପତି

February 2, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom