ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପ୍ରତିବାଦରେ ଶତାଧିକ ସମର୍ଥକ ଏବେ ନବୀନ ନିବାସ ଅଭିମୁଖେ ମାଡ଼ି ଆସୁଛନ୍ତି। ପରିସ୍ଥିତି ଏଭଳି ଯେ, ନବୀନ ନିବାସ ଆଗରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମାତ୍ର ଚର୍ଚ୍ଚାର ବିଷୟ ହେଉଛି, ବାହାରେ ଯେତେବେଳେ ନାରାବାଜି ଚାଲିଛି, ଭିତରେ ସେତିକି ବେଳେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଏହି ସ୍ଥିତିକୁ ସମ୍ଭାଳିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି।
ମାଡିଆସୁଛନ୍ତି ଅରବିନ୍ଦଙ୍କ ସମର୍ଥକ , ନବୀନ ନିବାସ ଭିତରେ ବବି|
