ରାହୁଲଙ୍କ ଏଚ୍ ବମ୍: ୨୫ ଲକ୍ଷ ‘ଜାଲ୍’ ଭୋଟ୍ ଚୋରି ଅଭିଯୋଗ ଆଣିଲେ by M M Nov-05-2025 04:25 PM IST 0 ଗତ ବର୍ଷ ଅନୁଷ୍ଠିତ ହୋଇଥିବା ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ରାହୁଲ ଗାନ୍ଧୀ ବଡ଼ ଅଭିଯୋଗ ଆଣିଛନ୍ତି । ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ବେଳେ ଅନେକ ଜାଲ ଭୋଟର ଭୋଟ ଦେଇଥିବା... Read moreDetails
ଗଙ୍ଗାସ୍ନାନ କରିବାକୁ ଯାଉଥିବା ମହିଳାଙ୍କୁ ଧକ୍କାଦେଲା ଏକ୍ସପ୍ରେସ, ଚାଲିଗଲା 7 ଜୀବନ by M M Nov-05-2025 11:58 AM IST 0 କାର୍ତ୍ତିକ ପୂର୍ଣ୍ଣିମାରେ ସ୍ନାନ କରିବାକୁ ଗଲାବେଳେ ଘଟିଲା ବଡ଼ ଅଘଟଣ। ଗଙ୍ଗାରେ ବୁଡ଼ ପକାଇବା ପୂର୍ବରୁ ଚାଲିଗଲା 7 ମହିଳାଙ୍କ ଜୀବନ। ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ମିର୍ଜାପୁରର ଚୁନାର ରେଳ ଷ୍ଟେସନରେ ପ୍ରାୟ 7ଜଣ କଟି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଚୁନାର... Read moreDetails
ବିଳାସପୁରରେ ମେମୁ ସହ ମାଲଗାଡ଼ି ମୁହାଁମୁହିଁ ଧକ୍କା: ଛଅ ଯାତ୍ରୀ ମୃତ by M M Nov-04-2025 06:51 PM IST 0 ବିଳାସପୁର ରେଳ ଡିଭିଜନର ଲାଲଖାଦନ ଅଞ୍ଚଳରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ହାଓଡ଼ା ରୁଟରେ ଏକ ଯାତ୍ରୀବାହୀ ଟ୍ରେନ୍ କୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେଇଥିଲା। ଧକ୍କା ଏତେ ତୀବ୍ର ଥିଲା ଯେ ଅନେକ ମେମୁ ଟ୍ରେନ୍ କୋଚ୍... Read moreDetails
ରାଜନୀତିରେ ପରିବାରବାଦ, ଥରୁରଙ୍କ ମତକୁ ନେଇ ରାଜନୀତି ସରଗରମ by M M Nov-05-2025 12:49 PM IST 0 କଂଗ୍ରେସ ସାଂସଦ ଶଶି ଥରୁର ଭାରତରେ ବଂଶବାଦ ରାଜନୀତିକୁ ସମାଲୋଚନା କରିଛନ୍ତି। ଏକ ଆନ୍ତର୍ଜାତୀୟ ପ୍ରକାଶନ ପ୍ରୋଜେକ୍ଟ ସିଣ୍ଡିକେଟ୍ ପାଇଁ ଏକ ଲେଖାରେ ଥରୁର କହିଛନ୍ତି, "ଭାରତରେ ରାଜନୀତି ଏକ ପାରିବାରିକ ବ୍ୟବସାୟ ହୋଇସାରିଛି। ଯେପର୍ଯ୍ୟନ୍ତ ରାଜନୀତି ପରିବାର ଚାରିପାଖରେ... Read moreDetails
ଟ୍ରମ୍ପଙ୍କ ବଡ଼ ଦାବି: ପାକିସ୍ତାନ, ରୁଷ ଓ ଚୀନ୍ କରୁଛନ୍ତି ଗୁପ୍ତ ପରମାଣୁ ପରୀକ୍ଷଣ by M M Nov-04-2025 04:04 PM IST 0 ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିବୃତ୍ତି ସମଗ୍ର ବିଶ୍ୱରେ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାକୁ ନେଇ ପୁଣି ଥରେ ଉତ୍ତେଜନା ସୃଷ୍ଟି କରିଛି। ଆମେରିକୀୟ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ ଦାବି କରିଛନ୍ତି ଯେ ପାକିସ୍ତାନ, ରୁଷ , ଚୀନ୍ ଏବଂ... Read moreDetails
ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର by M M Nov-04-2025 09:03 AM IST 0 ବିହାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର । ଆସନ୍ତା ୬ ତାରିଖରେ ହେବ ଭୋଟ ଏବଂ ୧୪ରେ ଗଣତି । ପ୍ରଥମ ପର୍ଯ୍ୟାୟରେ ୨୪୩ ଆସନରୁ ୧୮ ଜିଲ୍ଲାର ୧୨୧ ଆସନରେ ହେବ ଭୋଟ । ମଇଦାନରେ... Read moreDetails
ମେକ୍ସିକୋରେ ଦୁଃଖଦ ଘଟଣା: ପାରିବାରିକ ଉତ୍ସବରେ ଅଗ୍ନିକାଣ୍ଡ, ୨୩ ମୃତ by M M Nov-02-2025 05:14 PM IST 0 ମେକ୍ସିକୋ ସିଟି: ଉତ୍ତର-ପଶ୍ଚିମ ମେକ୍ସିକୋରେ ପାଳିତ ହେଉଥିବା ପିତୃପୁରୁଷଙ୍କ ପାଇଁ ଉତ୍ସବ ଶେଷରେ ଗଭୀର ଦୁଃଖ ଆଣିଛି । କିଛି ପରିବାର ନିଜ ପୂର୍ବପୁରୁଷଙ୍କ ପାଇଁ ଉତ୍ସବ ପାଳୁଥିବା ବେଳେ ଡିସକାଉଣ୍ଟ ଷ୍ଟୋର୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୨୩... Read moreDetails
NDA ମେଣ୍ଟ ମୋଟ୍ ଭୋଟରଙ୍କ ମଧ୍ୟରୁ ୪୧ ପ୍ରତିଶତରୁ ୪୩ ପ୍ରତିଶତ ଭୋଟ୍ ପାଇବା ସମ୍ଭାବନା by M M Nov-02-2025 01:14 PM IST 0 ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ JVC ସର୍ଭେ ପୋଲ୍ର ପୂର୍ବାନୁମାନ ରାଜ୍ୟ ରାଜନୀତିରେ ଏକ ନୂଆ ଆଲୋଚନାର ବିଷୟ ପାଲଟିଛି। ଶନିବାର ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ, ଆସନ ଦୃଷ୍ଟିରୁ ଏନ୍ଡିଏ (NDA) କ୍ଷମତା ବଜାୟ ରଖିବାର ସମ୍ଭାବନା ଥିବାବେଳେ,... Read moreDetails
ହସିନାଙ୍କ ସମେତ ୨୬୦ ଜଣ ପଳାତକ ଘୋଷିତ by M M Nov-02-2025 11:29 AM IST 0 ବାଂଲାଦେଶରେ ଏକ ବଡ଼ ରାଜନୈତିକ ହଟଚମଟ ଦେଖିବାକୁ ମିଳିଛି। ଦେଶର ଆପରାଧିକ ଅନୁସନ୍ଧାନ ବିଭାଗ (CID) ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି, ଯେଉଁଥିରେ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବଂ ଆଉ ୨୬୦ ଜଣଙ୍କୁ 'ଜୟ ବାଂଲା ବ୍ରିଗେଡ୍' ନାମକ... Read moreDetails
ଆନ୍ଧ୍ରପ୍ରଦେଶ ମନ୍ଦିର ଦଳାଚକଟାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ by M M Nov-01-2025 07:53 PM IST 0 ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାସ୍ଥିତ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ଏକାଦଶୀ ପାଳନ ଅବସରରେ ଦଳାଚକଟା ଘଟଣାରେ 10 ଜଣଙ୍କ ମୃତ୍ୟୁ ଘଟିଛି । ଏଥିରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ ଓଡ଼ିଆ ଯୁବତୀ ହେଉଛନ୍ତି ଗଞ୍ଜାମ ଜିଲ୍ଲା... Read moreDetails