ଏଥର ଅଲଗା ଶୈଳୀରେ ପ୍ରକାଶ ପାଇବ ଦଶମ ବୋର୍ଡ ରେଜଲ୍ଟ
ନିଜ ଛାଇକୁ ବି ଏବେ ସନ୍ଦେହ କରୁଛନ୍ତି ଟ୍ରମ୍ପ
ମୁଁ ସିଧା କହୁଛି, ପ୍ରତିଶୋଧ ନେବା ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇଛି
କ୍ରସ ଭୋଟିଂ ପରେ ବିଜେଡିକୁ ବିଧାୟକ ଦେବୀରଂଜନଙ୍କ ଚ୍ୟାଲେଞ୍ଜ
https://odisha.newsroom.in/
https://odisha.newsroom.in/
କଂଗ୍ରେସର ବଡ଼ କାର୍ଯ୍ୟାନୁଷ୍ଠାନ , ୩ ବିଧାୟକ ବିଦା
ଭୟାବହ ଅଗ୍ନିକାଣ୍ଡ ଘଟଣାରେ ୧୦ ଜଣ ରୋଗୀଙ୍କର ମୃତ୍ୟୁ, ୫ ରୋଗୀଙ୍କ ଅବସ୍ଥା ଗୁରୁତର
କ’ଣ ରହିଛି ଆଜିର ରାଶିଫଳ

ଦେଶ ବିଦେଶ

ନିର୍ବାଚନ ପୂର୍ବରୁ ବଦଳିବ  ବଙ୍ଗଳା-ଆସାମର ରାଜନୈତିକ ସମୀକରଣ?

କୋଲକାତା: ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନ ପାଖେଇ ଆସୁଛି । ଏହା ପୂର୍ବରୁ କେନ୍ଦ୍ରର ମୋଦି ସରକାର ଏକ ବଡ଼ ରାଜନୈତିକ ଓ ବିକାଶମୂଳକ କାର୍ଡ ଖେଳିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ, ଦେଶର ପ୍ରଥମ ‘ବନ୍ଦେ...

Read more

କଲାମ ଦ୍ୱୀପରୁ କ୍ବାସି ବାଲିଷ୍ଟିକ୍ ମିସାଇଲ୍‌ର ସଫଳ ସିରିଜ୍ ପରୀକ୍ଷଣ

ବାଲେଶ୍ୱର: ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ଆଜି ଓଡ଼ିଶା ତଟରେ ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଜିଲ୍ଲାସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏହି କ୍ବାସି  ବାଲିଷ୍ଟିକ୍ ମିସାଇଲ୍  ର...

Read more

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ

ନୂଆଦିଲ୍ଲୀ : ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷା ବେଗମ ଖାଲିଦା ଜିଆଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ଆଜି...

Read more

ପୁଟିନଙ୍କ ବାସଭବନ ଉପରକୁ ୟୁକ୍ରେନ କଲା  ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଆକ୍ରମଣ

ପୁଟିନଙ୍କ ବାସଭବନ ଉପରକୁ ୟୁକ୍ରେନ କଲା  ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଆକ୍ରମଣ

ମସ୍କୋ: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ବଡ଼ ଘଟଣା ପ୍ରକାଶ ପାଇଛି। ରୁଷିଆ ଅଭିଯୋଗ କରିଛି ଯେ, ୟୁକ୍ରେନ ପକ୍ଷରୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନୋଭଗୋରୋଡ୍ ଅଞ୍ଚଳରେ ଥିବା ରାଷ୍ଟ୍ରପତି ବାସଭବନ ଉପରେ ଲଙ୍ଗ ରେଞ୍ଜ୍ ଡ୍ରୋନ୍ ଜରିଆରେ ଆକ୍ରମଣ ଉଦ୍ୟମ...

Read more

ଦିଗବିଜୟ ସିଂହଙ୍କ ସୋସିଆଲ ମିଡିଆ ଏକ ପୋଷ୍ଟ କୁ ନେଇ ବିବାଦ

ଦିଗବିଜୟ ସିଂହଙ୍କ ସୋସିଆଲ ମିଡିଆ ଏକ ପୋଷ୍ଟ କୁ ନେଇ ବିବାଦ

ଦିଗବିଜୟ ସିଂହ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି RSS ର କର୍ମକର୍ତ୍ତା ପ୍ରସ୍ତୁତି ଶୈଳୀକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, କିପରି ଜଣେ ସାଧାରଣ ସ୍ୱେଚ୍ଛାସେବକ ଦେଶର ସର୍ବୋଚ୍ଚ ପଦବୀରେ ପହଞ୍ଚିପାରେ, ତାହା RSS ଠାରୁ ଶିଖିବା କଥା।...

Read more

ପ୍ରତ୍ୟେକ ପରିବାରର ଅତି କମରେ ତିନୋଟି ସନ୍ତାନ ହେବା ଉଚିତ…

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଭାରତର ଜନସଂଖ୍ୟା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ଶୁକ୍ରବାର ଦିନ ନାଇଡୁ କହିଛନ୍ତି ଯେ ଭାରତ ଏକ ବିଶ୍ୱ ଶକ୍ତି ହେବାକୁ ଯାଉଛି ।  ଯଦି ଏହାର ଜନସଂଖ୍ୟା, ଜ୍ଞାନ ଏବଂ ପ୍ରତିଭା...

Read more

ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

ଲଣ୍ଡନରେ ଓଡ଼ିଆ ପ୍ରବାସୀ ଶ୍ୱେତା ମହାନ୍ତି ଓ ପାର୍ଥସାରଥୀ ପଣ୍ଡାଙ୍କ ପ୍ରୟାସ: ଆୟୋଜିତ ହେଲା ‘ମୋଦୀ ୩.୦’ କଳା ପ୍ରଦର୍ଶନୀ

ଲଣ୍ଡନର ପ୍ରତିଷ୍ଠିତ ନେହେରୁ ସେଣ୍ଟରଠାରେ  ‘ମୋଦୀ ୩.୦’ ଶୀର୍ଷକ ଏକ ଚମତ୍କାର କଳା ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି। କଳା ପାଇଁ ବିଶ୍ୱର ଅନ୍ୟତମ ପ୍ରମୁଖ କେନ୍ଦ୍ର ଭାବେ ଜଣାଶୁଣା ଏହି ସ୍ଥାନରେ ଆୟୋଜିତ ପ୍ରଦର୍ଶନୀରେ ଭାରତରୁ ଆସିଥିବା ଅନେକ ପ୍ରତିଭାବାନ କଳାକାର...

Read more

ଗ୍ୟାସ୍ ଚାମ୍ବର ପାଲଟିଛି ଦିଲ୍ଲୀ, ବିପଦ ସଙ୍କେତ ଦେଉଛି ଭୁବନେଶ୍ୱର

ଭୁବନେଶ୍ୱର: ଶୀତ ଦିନ ଆସିବା ମାତ୍ରେ ସାରା ଦେଶରେ ବାୟୁ ପ୍ରଦୂଷଣ ଏକ ଜାତୀୟ ସମସ୍ୟା ଭାବେ ଉଭା ହୋଇଛି। ଗୋଟିଏ ପଟେ ଦେଶର ରାଜଧାନୀ ଦିଲ୍ଲୀ 'ଗ୍ୟାସ୍ ଚାମ୍ବର' ପାଲଟି ନିଶ୍ୱାସରୁଦ୍ଧ କରୁଥିବା ବେଳେ, ଅନ୍ୟପଟେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ...

Read more

ନୂଆଦିଲ୍ଲୀ ଭିସା ସେଣ୍ଟର ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ ଭିସା ସେଣ୍ଟର ବନ୍ଦ କଲା ବାଂଲାଦେଶ

ବାଂଲାଦେଶରେ ଓ ଭାରତ ମଧ୍ୟରେ ବଢିଲା ତିକ୍ତତା। ନୂଆଦିଲ୍ଲୀ ଦୂତାବାସରେ ଭିସା ସେଣ୍ଟର ଓ କନସୁଲେଟରେ ଭିସା ସେବା ବନ୍ଦ କରି ଦେଇଛି ବାଂଲାଦେଶ। ଅନିବାର୍ଯ୍ୟ କାରଣରୁ ଭିସା ସେବା ବନ୍ଦ କରାଯାଇଥିବା ବାଂଲାଦେେଶ ପକ୍ଷରୁ କୁହାଯାଇଛି। ଏହା ଆଗରୁ ଚଟ୍ଟଗ୍ରାମରେ...

Read more

ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ହାଇକୋର୍ଟଙ୍କ ନୋଟିସ

ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ହାଇକୋର୍ଟଙ୍କ ନୋଟିସ

ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ସମସ୍ୟା କମିବାର ନାଁ ନେଉନାହିଁ। ଦିଲ୍ଲୀ ହାଇକୋର୍ଟ ଆଜି ଏହି ମାମଲାରେ ସୋନିଆ, ରାହୁଲଙ୍କ ସମେତ ସମସ୍ତ...

Read more
Page 9 of 51 1 8 9 10 51

ଆଜିର ପାଗ

March 20, 2026, 9:40 AM
 

SSW
Overcast
28°C
1.3 m/s
Apparent: 30°C
Pressure: 1010 mb
Humidity: 90%
Winds: 1.3 m/s SSW
Windgusts: 8.9 m/s
UV-Index: 0
Precip.: 0mm /43% / Rain
Sunrise: 5:50 AM
Sunset: 5:57 PM