• Latest
  • Trending
ନୂଆପଡ଼ାରେ ଘାସିରାମ ଯୋଗ୍ୟ ପ୍ରାର୍ଥୀ, କଂଗ୍ରେସ ଜିତିବ: ନିରଞ୍ଜନ

ନୂଆପଡ଼ାରେ ଘାସିରାମ ଯୋଗ୍ୟ ପ୍ରାର୍ଥୀ, କଂଗ୍ରେସ ଜିତିବ: ନିରଞ୍ଜନ

Oct-27-2025 10:19 AM IST
ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

Dec-16-2025 04:28 AM IST
OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

Dec-16-2025 04:15 AM IST

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Dec-16-2025 04:09 AM IST
ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

Dec-16-2025 04:05 AM IST

କ’ଣ ରହିଛି ଆଜିର ରାଶିଫଳ

Dec-16-2025 04:02 AM IST
ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ

Dec-15-2025 09:25 AM IST
ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !

ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !

Dec-15-2025 07:08 AM IST
ରାମଲୀଳା ମଇଦାନରେ ଭୋଟ ଚୋରି ରାଲି: କଂଗ୍ରେସକୁ ବିଜେପିର କଡ଼ା ଜବାବ

ରାମଲୀଳା ମଇଦାନରେ ଭୋଟ ଚୋରି ରାଲି: କଂଗ୍ରେସକୁ ବିଜେପିର କଡ଼ା ଜବାବ

Dec-15-2025 06:58 AM IST
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

Dec-15-2025 06:24 AM IST
ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଲା ଭାରତ

ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଲା ଭାରତ

Dec-15-2025 06:15 AM IST
  • About
  • Careers
  • Contact Us
Tuesday, December 16, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ରାଜନୀତି

ନୂଆପଡ଼ାରେ ଘାସିରାମ ଯୋଗ୍ୟ ପ୍ରାର୍ଥୀ, କଂଗ୍ରେସ ଜିତିବ: ନିରଞ୍ଜନ

by M M
Oct-27-2025 10:19 AM IST
in ରାଜନୀତି, ରାଜ୍ୟ
0
ନୂଆପଡ଼ାରେ ଘାସିରାମ ଯୋଗ୍ୟ ପ୍ରାର୍ଥୀ, କଂଗ୍ରେସ ଜିତିବ: ନିରଞ୍ଜନ
497
SHARES
1.4k
VIEWS
Share on FacebookShare on Twitter

ଘାସିରାମ ମାଝୀ ଜଣେ ଉଚ୍ଚ ଶିକ୍ଷିତ ନେତା । ସେ ଜଣେ  ଆଇନଜୀବୀ ଏବଂ ଆଦିବାସୀ ଶ୍ରେଣୀରୁ ଆସି ଲୋକଙ୍କ ପାଇଁ ସଂଗ୍ରାମ କରୁଥିବା ବ୍ୟକ୍ତିତ୍ବ। ତେଣୁ ନୂଆପଡ଼ାବାସୀ ତାଙ୍କୁ ଏଥର ଜିତାଇବେ ବୋଲି କହିଛନ୍ତି କଂଗ୍ରେସ ବରିଷ୍ଠ ନେତା ନିରଜଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଛନ୍ତି ସେ ଗତ ଚାରିଥର ନିର୍ବାଚନ ଲଢ଼ିଛନ୍ତି ଏବଂ ପ୍ରତ୍ୟେକ ନିର୍ବାଚନରେ ଭୋଟ ସଂଖ୍ୟା ବୃଦ୍ଧି ପାଇଛି। ଗତ ନିର୍ବାଚନରେ ସେ ସ୍ୱାଧୀନ ଭାବରେ ଲଢେଇ କରି ୫୧ ହଜାର ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ। ଏଥିରୁ ତାଙ୍କ ଲୋକପ୍ରିୟତା ଅନୁମାନ କରାଯାଇପାରେ। ଘାସିରାମ ମାଝୀ ଅନ୍ୟମାନଙ୍କ ଅପେକ୍ଷା ଜଣେ ଯୋଗ୍ୟତମ ପ୍ରାର୍ଥୀ। ନୂଆପଡାବାସୀ ନିଜ ଚେତନା ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ସେ କହିଛନ୍ତି । ବିଜେଡି ଦେଇଥିବା ମହିଳା ପ୍ରାର୍ଥୀ ସ୍ଥାନୀୟ ବାସିନ୍ଦା ନୁହନ୍ତି। ବିଜେପି ପ୍ରାର୍ଥୀଙ୍କ ବାପା ବିଜେଡି ବିଧାୟକ ଥିଲେ କିନ୍ତୁ ସେ ରାତିଅଧିଆ ଦଳ ଡେଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ଏହି ପ୍ରାର୍ଥୀ ଦ୍ବୟଙ୍କ ସହିତ କଂଗ୍ରେସ ପ୍ରାର୍ଥୀଙ୍କୁ ତୁଳନା କଲେ, ଘାସିରାମ ହିଁ ସବୁଠୁ ଯୋଗ୍ୟ ପ୍ରାର୍ଥୀ ବୋଲି କହିଛନ୍ତି ନିରଞ୍ଚନ।

ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ନୂଆପଡ଼ାରେ ଯାହା କାମ ହୋଇଛି କଂଗ୍ରେସ ସରକାର ସମୟରେ ହିଁ ହୋଇଛି। ପତୋରା, ତିଖାଲି ଡ୍ୟାମଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତୀକରଣ, ରାସ୍ତାଘାଟ ଏବଂ ଆଦିବାସୀଙ୍କ ଉନ୍ନତି ନିମନ୍ତେ କଂଗ୍ରେସ ସରକାର ସମୟରେ ସବୁ କାର୍ଯ୍ୟ କରିଛି। କିନ୍ତୁ ୨୪ ବର୍ଷଧରି ବିଜେଡି ଏବଂ ବର୍ତ୍ତମାନର ବିଜେପି ସରକାର ନୂଆପଡ଼ାକୁ କେବଳ ଉପେକ୍ଷା କରିଛନ୍ତି। ନୂଆପଡ଼ା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଆଇଟିଡିଏ ପାଣ୍ଠି କାର୍ଯକାରୀ ହୋଇପାରିଲାନି। ବିଜେପି ସରକାରକୁ ଆସିଲା ପରେ ଏହି ସରକାର କେବଳ ଶହ ଶହ ପ୍ରକଳ୍ପ, ଯୋଜନା ଆଦି ପ୍ରତିଶ୍ରୁତି ବାଣ୍ଟି ଚାଲିଛି, ଗୋଟିଏ ବି କାର୍ଯ୍ୟକାରୀ ହେଉନି। ଅମ୍ବାନୀ, ଅଦାନୀ ଆସୁଛନ୍ତି, ଅନିଲ ଅଗ୍ରୱାଲ ଆସୁଛନ୍ତି କିନ୍ତୁ କାମ ଶୂନ। ନୂଆପଡ଼ାରୁ ଦାଦନ ଖଟିବା ପାଇଁ ୪୦ ହଜାର ଲୋକ ବାହାରକୁ ଯାଆନ୍ତି। ମନରେଗା ବଜେଟ୍‌ ସରକାର ଅହେତୁକ କମାଇ ଦେଇଛନ୍ତି। ଏବେ ଯାହା ବି ଟଙ୍କା ଆସୁଛି ତାକୁ ମଧ୍ୟ ଖର୍ଚ୍ଚ କରିବାକୁ ସମର୍ଥ ନୁହନ୍ତି।

କଂଗ୍ରେସ କେବେ ନୂଆପଡ଼ାବାସୀ, ଆଦିବାସୀ ଦଳିତ କାହାକୁ ଅବହେଳା କରିନି। ସେ ଆହୁରି କହିଛନ୍ତି ଯେ ପିସିସି ସଭାପତି ଭକ୍ତ ଚରଣ ଦାସ ନୂଆପଡ଼ା, କଳାହାଣ୍ଡି ସଂସଦୀୟ କ୍ଷେତ୍ରର ସାଂସଦ ଥିଲେ। ତାଙ୍କ ସମୟରେ ନୂଆପଡ଼ାରେ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇଛି। ତାଙ୍କ ଲୋକ ସମ୍ପର୍କ ମଜଭୁତ ଅଛି ଓ ସେ ସେଠାରେ ରହି କଠିନ ପରିଶ୍ରମ କରୁଛନ୍ତି। ବିଜେପି ବିଗତ ୧୬ ମାସ ହେଲା କିଛି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କି ? କେବଳ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ବାଚନ ଆଚରଣ ବିଧି ଘୋଷଣାର ୧ ଘଣ୍ଟା ପୂର୍ବରୁ ଖରିଆରରୋଡ୍‌କୁ ପୌର ପରିଷଦ ଘୋଷଣା କରିବା କେବଳ ରାଜନୈତିକ ପ୍ରତିଶ୍ରୁତି ତାହାର ଉଦାହରଣ। ଏହାସହ ଶ୍ରୀ ପଟ୍ଟନାୟକ କହିଛନ୍ତି କଂଗ୍ରେସ ଏକଜୁଟ ଅଛି। ଆମେ ସମସ୍ତେ ନୂଆପଡ଼ା ପ୍ରଚାରରେ ଯିବୁ। ଲୋକଙ୍କୁ ବୁଝାଇବୁ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବା ପାଇଁ ।

Share199Tweet124
M M

M M

ଆଜିର ପାଗ

Bhubaneswar
December 16, 2025, 8:10 AM
 
NW
Fog
16°C
0.7 m/s
Apparent: 18°C
Pressure: 1016 mb
Humidity: 83%
Winds: 0.7 m/s NW
Windgusts: 3.3 m/s
UV-Index: 0
Precip.: 0mm /0% / Rain
Sunrise: 6:14 AM
Sunset: 5:09 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

December 16, 2025
OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

December 16, 2025

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

December 16, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom