• Latest
  • Trending
କଣ କହୁଛି ଆପଣଙ୍କ ଭାଗ୍ୟ ?

କଣ କହୁଛି ଆପଣଙ୍କ ଭାଗ୍ୟ ?

Oct-11-2025 03:27 AM IST
odisha.newsroom.in

ଏଣିକି ଅନଲାଇନରେ ଖାଦ୍ୟ ଅର୍ଡ଼ର କରିବା ମହଙ୍ଗା ହେବ, ଜାଣନ୍ତୁ କେତେ

Mar-24-2026 12:54 PM IST
odisha.newsroom.in

ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣାର ପ୍ରଭାବ…କିଛି ମିନିଟରେ 5 ଲକ୍ଷ କୋଟି ଲାଭ

Mar-24-2026 12:08 PM IST
odisha.newsroom.in

ଉପରମୁହାଁ ପାରଦ…ଆଗକୁ କଲବଲ କରିବ ଖରା, ସରକାର କହିଲେ…

Mar-24-2026 11:43 AM IST
odisha.newsroom.in

କାହିଁକି ମୁଣ୍ଡ ନୁଆଁଇଲେ ଟ୍ରମ୍ପ…କଣ ରହିଛି ରହସ୍ୟ ?

Mar-24-2026 11:20 AM IST
ସିଜଫାୟାର ନା ସରେଣ୍ଡର

ସିଜଫାୟାର ନା ସରେଣ୍ଡର

Mar-24-2026 10:33 AM IST
ପଲଟିଗଲା ଯୁଦ୍ଧ ? ଇରାନ ଆକ୍ରାମକ ଅନ୍ଦାଜ, ଡରିଗଲେ ଡୋନାଲଡ ଟ୍ରମ୍ପ 

ପଲଟିଗଲା ଯୁଦ୍ଧ ? ଇରାନ ଆକ୍ରାମକ ଅନ୍ଦାଜ, ଡରିଗଲେ ଡୋନାଲଡ ଟ୍ରମ୍ପ 

Mar-24-2026 10:26 AM IST
ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

Mar-24-2026 09:38 AM IST
ଆସୁଛି ବଡ ବର୍ଷା 

ଆସୁଛି ବଡ ବର୍ଷା 

Mar-23-2026 07:18 PM IST
ସମୁଦ୍ର ପଥରେ ବଡ଼ ବସୁଲି 

ସମୁଦ୍ର ପଥରେ ବଡ଼ ବସୁଲି 

Mar-23-2026 06:29 PM IST
ଦେଶରେ ତୈଳ LPG ସଙ୍କଟ…ମୋଦିଙ୍କ ବଡ ଘୋଷଣା

ଦେଶରେ ତୈଳ LPG ସଙ୍କଟ…ମୋଦିଙ୍କ ବଡ ଘୋଷଣା

Mar-23-2026 06:23 PM IST
  • About
  • Careers
  • Contact Us
Tuesday, March 24, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

କଣ କହୁଛି ଆପଣଙ୍କ ଭାଗ୍ୟ ?

by M M
Oct-11-2025 03:27 AM IST
in ଆପଣଙ୍କ ଭାଗ୍ୟ
0
କଣ କହୁଛି ଆପଣଙ୍କ ଭାଗ୍ୟ ?
497
SHARES
1.4k
VIEWS
Share on FacebookShare on Twitter

ମେଷ: ନିଜର ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଲାଗି ନୂଆ ଯୋଜନା କରିବେ। ଚାକିରିଜୀବୀ ଭଲ ଖବର ପାଇବେ। ଧନଲାଭ ଯୋଗ ଅଛି। ବେପାର ଆଗକୁ ବଢ଼ାଇବା ଯୋଜନା କରିବେ। ଜୀବନସାଥୀଙ୍କୁ କିଛି ଭଲ କଥା କହିବେ।

ବୃଷ: କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ସାମନାକୁ ଆସିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ପ୍ରେମ ଜୀବନ ଭଲ ରହିବ।

ମିଥୁନ: ଆପଣଙ୍କ ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଭଲ। କୌଣସି ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ପାଇବେ। ଘରୋଇ କାମରେ ଗୃହିଣୀମାନଙ୍କର ଦାୟିତ୍ବ ବଢ଼ିବ।

କର୍କଟ: କମ୍ ପରିଶ୍ରମ‌ରେ ଯଥେଷ୍ଟ ଲାଭ ପାଇବେ। ଆପଣଙ୍କର ଅଶାନ୍ତି ଜୀବନସାଥୀଙ୍କ ସହଯୋଗରେ ସମାଧାନ ହୋଇଯିବ। ଭ୍ରମଣ ସୁଖଦ ରହିବ। ରାଜନୀତିରେ ମହତ୍ବାକାଂକ୍ଷା ପୂରା ହେବ।

ସିଂହ: ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ଜମି ବ୍ୟବସାୟୀଙ୍କର ଭଲ ଲାଭ ହେବ। ରାଜନୀତିରେ ସଫଳତା ପାଇବେ। ଚାକିରିରେ ଉନ୍ନତି ହେବ। ବିବାହିତଙ୍କ ଲାଗି ଦିନଟି ବହୁତ ଭଲ ରହିବ।‌

କନ୍ୟା: ଧର୍ମକାର୍ଯ୍ୟରେ ମନ ଲାଗିବା ଯୋଗୁଁ ଶାନ୍ତି ପାଇବେ। ପଡ଼ୋଶୀ ମନୋମାଳିନ୍ୟ ପା‌ସୋରି ଆପଣଙ୍କ ସହ ବନ୍ଧୁତାର ହାତ ବଢ଼ାଇବେ। ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ। ‌

ତୁଳା: କାର୍ଯ୍ୟ‌କ୍ଷେତ୍ରରେ କୌଣସି ବଡ଼ ଚାଲେଞ ଆସିବ। ଲୋକେ ଆପଣଙ୍କ କାମ କରିବା ଶୈଳୀରେ ପ୍ରଭାବିତ ହେବେ। ଧନଲାଭର ସୁଯୋଗ ଅଛି। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପୂର୍ଣ୍ଣ ରହିବ। ‌

ବିଛା: ସାମାଜିକ ସମସ୍ୟା ଲୋକଙ୍କ ଆଗରେ ରଖିବେ। ଆମଦାନି ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ। ଗାଡ଼ି ବାଇକ ସାବଧାନତାର ସହ ଚଳାନ୍ତୁ। ଲୋଖାପଢ଼ାରେ ଆପଣଙ୍କର ଏକାଗ୍ରତା ବଢ଼ିବ। ‌

ଧନୁ: ସାମାଜିକ କାର୍ଯ୍ୟରେ ସକ୍ରିୟତା ବଢ଼ିପାରେ। ବେପାରରେ ଲାଭ ପାଇବେ। ପରିବାର ଲୋକଙ୍କ ଠାରୁ କୌଣସି ଭଲ ଖବର ପାଇବେ। ଶତ୍ରୁ କ୍ଷତି କରିବାକୁ ବିଫଳ ପ୍ରୟାସ କରିବେ। କ୍ୟାରିୟରରେ ଆଗକୁ ବଢ଼ିବେ।

ମକର: କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ଖାଦ୍ୟ ପାଦୀୟ ପ୍ରତି ସଜାଗ ରୁହନ୍ତୁ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ। ‌

କୁମ୍ଭ: ବ୍ୟବସାୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେବା ପାଇଁ ଦିନଟି ଭଲ। ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ନୂଆ ବାଇକ କିଣିବେ। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବା ପାଇଁ ଯୋଜନା କରିବେ।

ମୀନ: ପରିବାର ସହ ସିନେମା ଦେଖିବାର ଯୋଜନା କରିବେ। ସମୟର ସଦୁପଯୋଗ କରନ୍ତୁ ଲାଭ ହେବ। ବେକାରଙ୍କୁ ରୋଜଗାରର ମଉକା ମିଳିବ। ଅଫିସରେ ନୂଆ ଦାୟିତ୍ବ ପାଇବେ। ଆଇନି ଛାତ୍ରଙ୍କ ଲାଗି ଦିନଟି ଭଲ।

Tags: horoscope
Share199Tweet124
M M

M M

ଆଜିର ପାଗ

Bhubaneswar
March 24, 2026, 1:01 PM
 

S
Partly cloudy
34°C
3.5 m/s
Apparent: 37°C
Pressure: 1009 mb
Humidity: 44%
Winds: 3.5 m/s S
Windgusts: 9.1 m/s
UV-Index: 7.1
Precip.: 0mm /28% / Rain
Sunrise: 5:47 AM
Sunset: 5:58 PM
© 2026 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025

କିମ୍ବଦନ୍ତି କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ଦେହାନ୍ତ

0

 ୱାୟନାଡ ଭୁସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା: ରାଜ୍ୟ ସରକାରଙ୍କୁ ଦୋଷ ଦେଲେ ଶାହ

0

ରାଜ୍ୟ କଂଗ୍ରେସ ନେତା ଦିଲ୍ଲୀ ମୁହାଁ: କିଏ ହେବେ ସଭାପତି

0
odisha.newsroom.in

ଏଣିକି ଅନଲାଇନରେ ଖାଦ୍ୟ ଅର୍ଡ଼ର କରିବା ମହଙ୍ଗା ହେବ, ଜାଣନ୍ତୁ କେତେ

March 24, 2026
odisha.newsroom.in

ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣାର ପ୍ରଭାବ…କିଛି ମିନିଟରେ 5 ଲକ୍ଷ କୋଟି ଲାଭ

March 24, 2026
odisha.newsroom.in

ଉପରମୁହାଁ ପାରଦ…ଆଗକୁ କଲବଲ କରିବ ଖରା, ସରକାର କହିଲେ…

March 24, 2026
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom