• Latest
  • Trending
ବଜ୍ରପାତ ସହ ବର୍ଷାର ସମ୍ଭାବନା

ବଜ୍ରପାତ ସହ ବର୍ଷାର ସମ୍ଭାବନା

Oct-30-2025 09:42 AM IST
ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

Dec-16-2025 04:28 AM IST
OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

Dec-16-2025 04:15 AM IST

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Dec-16-2025 04:09 AM IST
ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନିତିନ ନବୀନଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

Dec-16-2025 04:05 AM IST

କ’ଣ ରହିଛି ଆଜିର ରାଶିଫଳ

Dec-16-2025 04:02 AM IST
ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ

ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମହମ୍ମଦ ମୋକିମ୍ କଂଗ୍ରେସରୁ ବହିଷ୍କୃତ

Dec-15-2025 09:25 AM IST
ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !

ବର୍ଦ୍ଧିତ ଦରମା ନେଇ ନବୀନଙ୍କ ବୟାନ ଏକ  ‘ରାଜନୈତିକ ଡ୍ରାମା’ !

Dec-15-2025 07:08 AM IST
ରାମଲୀଳା ମଇଦାନରେ ଭୋଟ ଚୋରି ରାଲି: କଂଗ୍ରେସକୁ ବିଜେପିର କଡ଼ା ଜବାବ

ରାମଲୀଳା ମଇଦାନରେ ଭୋଟ ଚୋରି ରାଲି: କଂଗ୍ରେସକୁ ବିଜେପିର କଡ଼ା ଜବାବ

Dec-15-2025 06:58 AM IST
କଣ ରହିଛି ଆଜିର ରାଶିଫଳ

କଣ ରହିଛି ଆଜିର ରାଶିଫଳ

Dec-15-2025 06:24 AM IST
ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଲା ଭାରତ

ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ହରାଇଲା ଭାରତ

Dec-15-2025 06:15 AM IST
  • About
  • Careers
  • Contact Us
Tuesday, December 16, 2025
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆଜିର ପାଗ

ବଜ୍ରପାତ ସହ ବର୍ଷାର ସମ୍ଭାବନା

by M M
Oct-30-2025 09:42 AM IST
in ଆଜିର ପାଗ
0
ବଜ୍ରପାତ ସହ ବର୍ଷାର ସମ୍ଭାବନା
492
SHARES
1.4k
VIEWS
Share on FacebookShare on Twitter

ଭୁବନେଶ୍ୱର, ଅକ୍ଟୋବର ୩୦: ଆଜି  ଓଡ଼ିଶାର ପାଗରେ ପରିବର୍ତ୍ତନ ଦେଖାଯିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବାର ଆଶଙ୍କା ରହିଛି।  ଆଜି ସର୍ବାଧିକ ତାପମାତ୍ରା ପ୍ରାୟ 26 ଡିଗ୍ରୀ ସେଲସିୟସ ରହିବ ।  ସର୍ବନିମ୍ନ ତାପମାତ୍ରା 22 ଡିଗ୍ରୀ ରହିବ ।  ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଅଧିକ ଗୁଳୁଗୁଳି ଅନୁଭୂତ କରାଇପାରେ।  ଦିନ ବେଳା ବର୍ଷା ହେବାର ସମ୍ଭାବନା 45 ପ୍ରତିଶତ ରହିଛି ।  ବିଶେଷ କରି ଅପରାହ୍ନ କିମ୍ବା ସନ୍ଧ୍ୟା ସମୟରେ କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇପା  ପବନ ଦକ୍ଷିଣ ଦିଗରୁ ପ୍ରାୟ 8 କିମି/ଘ  ବେଗରେ ବହିବ। ରାତିରେ ପାଗ ମୁଖ୍ୟତଃ ମେଘୁଆ ରହିବ। ପାଣିପାଗ ବିଶେଷଜ୍ଞମାନେ ବର୍ଷା ଓ ବଜ୍ରପାତ ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛନ୍ତି। କୃଷକମାନଙ୍କୁ ମଧ୍ୟ ଅମଳ ହେବାକୁ ଥିବା ଫସଲ ପ୍ରତି ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

Share197Tweet123
M M

M M

ଆଜିର ପାଗ

Bhubaneswar
December 16, 2025, 8:54 AM
 
NNW
Fog
19°C
0.5 m/s
Apparent: 18°C
Pressure: 1016 mb
Humidity: 83%
Winds: 0.5 m/s NNW
Windgusts: 3.3 m/s
UV-Index: 0
Precip.: 0mm /0% / Rain
Sunrise: 6:14 AM
Sunset: 5:09 PM
© 2025 Powered by Open-Meteo
 
  • Trending
  • Comments
  • Latest
ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

ସାଂସଦ , ବିଧାୟକଙ୍କ ଦରମା ବଢ଼ାଇବାକୁ ନେଇ କଣ କହିଛନ୍ତି ସୁପ୍ରିମକୋର୍ଟ ?

December 13, 2025
କଣ କହୁଛି ଆଜିର ରାଶିଫଳ

କଣ କହୁଛି ଆଜିର ରାଶିଫଳ

December 12, 2025
ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

ଖୁବ୍ ଶୀଘ୍ର ଲାଗୁ ହେବ ଅଷ୍ଟମ ବେତନ କମିଶନ? ଜାଣନ୍ତୁ କେତେ ବଢ଼ିବ ଦରମା ?

October 14, 2025
ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

ବଡ଼ଚଣାରେ ବର୍ଷା,ଆସୁଛନ୍ତି ଅନୁଭବ

0
ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

ଭୋଟ ପାଇଁ ଦୁବାଇରୁ ସମ୍ବଲପୁର

0
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଜେଡି ନେତ୍ରୀ ଏଲିନା ଦାସ

0
ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

ନୀତିନ ନବୀନ ଭବିଷ୍ୟତ ଅଧ୍ୟକ୍ଷ ହେବା ନିଶ୍ଚିତ!

December 16, 2025
OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

OTET ପରୀକ୍ଷା ସମୟରେ ପରିବର୍ତ୍ତନ, ୩୦ ମିନିଟ୍ ଘୁଞ୍ଚିଲା ପେପର-୨ ସମୟ

December 16, 2025

ନୂଆଦିଲ୍ଲୀରେ ବିଜେପି କାର୍ଯ୍ୟକାରୀ ସଭାପତି ନୀତିନ ନବୀନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

December 16, 2025
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom