• Latest
  • Trending
odisha.newsroom.in

Horoscope 2026 April 14: ଜାଣନ୍ତୁ ଆଜିର ରାଶିଫଳ…

Apr-14-2026 10:25 AM IST
odisha.newsroom.in

ୟୁଏସ-ଇରାନ ମଧ୍ୟରେ ପୁଣି ହେବ ଶାନ୍ତି ଆଲୋଚନା…ଟ୍ରମ୍ପ କହିଲେ…

Apr-14-2026 11:09 AM IST
odisha.newsroom.in

SIR କୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ…କଣ କରିବେ ମମତା ?

Apr-13-2026 05:50 PM IST
odisha.newsroom.in

ସାରଥୀ ବାବାଙ୍କ ନୂଆ ଅବତାର…ବରଫ ଉପରେ ତପସ୍ୟା, ଫଟୋ ଭାଇରଲ

Apr-13-2026 05:02 PM IST
odisha.newsroom.in

ଚୀନକୁ ଆମେରିକାର ଧମକ…ଇରାନକୁ ଯୁଦ୍ଧ ସରଞ୍ଜାମ ଦେଲେ ୫୦% ଟାରିଫ୍

Apr-13-2026 03:49 PM IST
odisha.newsroom.in

ରାଜପଥରେ ଛକିଥିଲା ଯମ…ଆଖି ପିଛୁଳାକେ ଚାଲିଗଲା ୧୧ ଜୀବନ

Apr-13-2026 03:04 PM IST
odisha.newsroom.in

ଭୟଙ୍କର ହେଉଛି ଶ୍ରମିକ ଆନ୍ଦୋଳନ…ଜଳୁଛି ଗାଡ଼ି, ପୋଲିସ ଉପରକୁ ପଥର ମାଡ଼

Apr-13-2026 01:12 PM IST
odisha.newsroom.in

ଆମେରିକାକୁ ଇରାନର କଡ଼ା ଚେତାବନୀ…ତୁରନ୍ତ ହର୍ମୁଜ ଛାଡ଼ି ଚାଲିଯାଅ

Apr-13-2026 12:39 PM IST
odisha.newsroom.in

କୁନି ପୁଅର ଚାଞ୍ଚଲ୍ୟକର ଖୁଲାସା…ମୁଁ ଦେଖିଛି, ମା’କୁ ମାରି ପାଇଖାନା ଟାଙ୍କିରେ ପକାଇଦେଇଛି ବାପା

Apr-13-2026 12:11 PM IST
odisha.newsroom.in

ହର୍ମୁଜ ସ୍ଥିତି ଏବେ ଭୟଙ୍କର…ପଇଁତରା ମାରୁଛି ଆମେରିକା ନୌସେନା

Apr-13-2026 11:11 AM IST
odisha.newsroom.in

କାହିଁକି ଫସରଫାଟିଲା ୨୧ ଘଣ୍ଟାର ଆଲୋଚନା…? ପୁଣି ଚାଲିବ ଯୁଦ୍ଧ, ଇରାନ କହିଲା…

Apr-13-2026 11:25 AM IST
  • About
  • Careers
  • Contact Us
Tuesday, April 14, 2026
Odisha News Room
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡ଼ିଓ
No Result
View All Result
Odisha News Room
No Result
View All Result
Home ଆପଣଙ୍କ ଭାଗ୍ୟ

Horoscope 2026 April 14: ଜାଣନ୍ତୁ ଆଜିର ରାଶିଫଳ…

by M M
Apr-14-2026 10:25 AM IST
in ଆପଣଙ୍କ ଭାଗ୍ୟ
0
odisha.newsroom.in

odisha.newsroom.in

491
SHARES
1.4k
VIEWS
Share on FacebookShare on Twitter

ମେଷ:-କାରବାର ଦ୍ରୁତଗତିରେ ବୃଦ୍ଧି ହେବ। କମିସନି କାମ କରୁଥିବା ଲୋକଙ୍କୁ ସାବଧାନ ରହିବାକୁ ହେବ। ଅବିବାହିତଙ୍କ ଲାଗି ବିବାହର ଭଲ ପ୍ରସ୍ତାବ ଆସିବ। ଛାତ୍ରଙ୍କ ଲାଗି ସଫଳତାର ନୂଆ ଦ୍ବାର ଖୋଲିବ।

ବୃଷ:-ନୂଆ ବିଚାର ଆସିବ। ଜୀବନକୁ ସୁନ୍ଦର କରିବା ଲାଗି ଚେଷ୍ଟା କରିବେ। ଏକାଗ୍ରତାରେ କରୁଥିବା କାମର ସଫଳ ହେବେ। ଚାକିରିଜୀବୀଙ୍କୁ ଆର୍ଥିକ ଲାଭ ହେବାର ସମ୍ଭାବନା। ‌ 

ମିଥୁନ:-ଆପଣଙ୍କର ସକାରାତ୍ମକ ଚିନ୍ତା ଆପଣଙ୍କୁ ଲାଭ ଦେବ। ବ୍ୟବସାୟୀଙ୍କୁ ନୂଆ ଉତ୍ସ ମିଳିବ। ଅଫିସରେ ଆପଣଙ୍କର ପ୍ରଦର୍ଶନ ପ୍ରଶଂସନୀୟ ହେବ। କୋର୍ଟ କଚେରି ମାମଲାରେ ଆରାମ ପାଇବେ।

କର୍କଟ:-କୌଣସି କଥା ବୁଝିବାରେ ଭୁଲ ହୋଇପାରେ। ଅର୍ଥ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଜୀବନସାଥୀ ସହଯୋଗରେ କୌଣସି କାମର ସଫଳତା ପାଇବେ। ଦୁଇ ଚକିଆ ଯାନ ସାବଧାନତାର ସହ ଚଳାନ୍ତୁ। ‌

ସିଂହ:-ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ଭଲ ରହିବ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଜୀବନସାଥୀ ସହ ସମ୍ବନ୍ଧ ମଜଭୁତ ହେବ। 

କନ୍ୟା:-ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ। ଯେଉଁମାନେ ଜମି କିଣିବା ପାଇଁ ଭାବୁଛନ୍ତି ସେମାନଙ୍କୁ ଲାଭର ସଉଦା ମିଳିବ। ଆପଣଙ୍କ ବିରୋଧୀ ଆପଣଙ୍କ ଠାରୁ ଦୂରତ୍ବ ବଜାୟ ରହିବେ। 

ତୁଳା:-ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ସୁସମ୍ବାଦ ପାଇବେ। ବେକାରଙ୍କୁ ଭଲ ରୋଜଗାରର ସୁଯୋଗ ମିଳିବ। ଚାକିରିଜୀବୀ ଚାକିରି ବଦଳାଇବା ପାଇଁ ଭାବିବେ। ଦାମ୍ପତ୍ୟ ଜୀବନରେ ନୂତନତ୍ବ  ଆସିବ। 

ବିଛା:-ସରକାରୀ କାମରେ କୌଣସି ବଡ଼ ଲୋକଙ୍କ ସାହାଯ୍ୟ ପାଇବେ। କୃଷି କ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ଦାମ୍ପତ୍ୟ ଜୀବନରେ ନୂଆ ଖୁସିର ସଂଚାର ହେବ। ଡ଼ାକ୍ତରଙ୍କ ଲାଗି ଦିନଟି ଲାଭପ୍ରଦ। 

ଧନୁ:-ଆପଣଙ୍କ ମନ ପ୍ରସନ୍ନ ରହିବ। କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢ଼ାଳି କାମ କରିବେ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଘରୋଇ ସାମଗ୍ରୀ କିଣିବା ପାଇଁ ସହରକୁ ଯିବେ। 

ମକର:-କାରବାରରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। କୌଣସି କଥାକୁ ନେଇ ସଂଶୟରେ ଥିଲେ ବନ୍ଧୁଙ୍କୁ ଜଣାନ୍ତୁ ସବୁ ଠିକ୍ ହୋଇଯିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସମସ୍ୟା ଅନ୍ତ ହେବ। ପ୍ରେମ ଜୀବନ ଭଲ ରହିବ। 

କୁମ୍ଭ:-ନୂଆ କାମ ପାଇଁ ଆଗ୍ରହ ବଢ଼ିବ। ଅର୍ଥ ସମ୍ବନ୍ଧୀୟ ବିଷୟରେ ଆପଣଙ୍କୁ ସଫଳତା ମିଳିବ। କୌଣସି ବିଶେଷ ଜାଗାରେ ଆପଣଙ୍କର ପ୍ରଶଂସା ହେବ। ପରିବାରରେ ଖୁସିର ଆଗମନ ହେବ।

ମୀନ:-ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପ୍ରଭାବିତ କରିପାରେ। ବ୍ୟବସାୟରେ ଉନ୍ନତି ହେବ। ବନ୍ଧୁ ଆପଣଙ୍କୁ ଆର୍ଥିକ ସାହାଯ୍ୟ ମାଗି ପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

Tags: horoscope todaynewsroomrashiphala
Share196Tweet123
M M

M M

ଆଜିର ପାଗ

Bhubaneswar
April 14, 2026, 11:10 AM
 

S
Partly cloudy
33°C
2.1 m/s
Apparent: 33°C
Pressure: 1008 mb
Humidity: 88%
Winds: 2.1 m/s S
Windgusts: 7.2 m/s
UV-Index: 0
Precip.: 0mm /33% / Rain
Sunrise: 5:29 AM
Sunset: 6:04 PM
© 2026 Powered by Open-Meteo
 
Odisha News Room

Copyright © 2025 Odisha Newsroom

Navigate Site

  • About
  • Careers
  • Contact Us

Follow Us

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist

No Result
View All Result
  • ହୋମ
  • ରାଜ୍ୟ
  • ବଡ଼ ଖବର
  • ଦେଶ ବିଦେଶ
  • ରାଜନୀତି
  • ଖେଳ
  • ମନୋରଞ୍ଜନ
  • ବିଶେଷ
  • ଆପଣଙ୍କ ଭାଗ୍ୟ
  • ଆଜିର ପାଗ
  • ଆପଣଙ୍କ କଥା
  • ଭିଡିଓ

Copyright © 2025 Odisha Newsroom